-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
11-Jun-2021
ସମ୍ବଲପୁର(ପ୍ରେରଣା ଖବର) : ଆଜି ଶୀତଳଷଷ୍ଠୀ ଯାତ୍ରାର ମହାନପର୍ବ ପତ୍ରପେଣ୍ଡି , ମହାଦେବଙ୍କ ପାଇଁ କନ୍ୟା ଅନ୍ବେଶଣ ଓ ନିର୍ବନ୍ଧର ପର୍ବ ପତ୍ରପେଣ୍ଡି ଆରମ୍ଭ ହୋଇଛି lପ୍ରଥମ ପଯ୍ୟାୟରେ ନନ୍ଦପଡାର ବାବା ବାଲୁଙ୍କେଶ୍ବର ପାଇଁ ଆଜି କନ୍ୟା ଅନ୍ବେଷଣରେ ଯିବେ ସପ୍ତରୁଷି , ସଂଧ୍ୟା ୬ଟାରୁ ୬.୩୦ ମଧ୍ୟରେ ପତ୍ରପେଣ୍ଡି ପାଇଁ ଲଗ୍ନସ୍ଥିର ହୋଇଥିବ ଜଣାପଡିଛି l