-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME    ଅନ୍ୟାନ୍ୟ

ସଂକ୍ଷେପରେ ମୁଖ୍ୟ ଖବର

24-Oct-2020



୧.ମହେଶ ଭଟ୍ଟଙ୍କୁ ବଲିଉଡ୍‌ର‌ ଡନ୍‌ କହିଲେ ନିଜ ଭାଣିଜୀ ବୋହୂ ଲୁବୀନା ଲୋଧ୍‌, ଅଭିଯୋଗକୁ ଖଣ୍ଡନ କଲେ ପ୍ରଯୋଜକଙ୍କ ଓକିଲ

୨.ମୋଦିଙ୍କ ଭାଷଣର ଜବାବ ରଖିଲେ ମହବୁବା ମୁଫତୀ, କହିଲେ ଭୋଟ ମାଗିବାକୁ ସରକାରଙ୍କ ପାଖରେ ଆଉ ନାହିଁ ପ୍ରସଙ୍ଗ

୩.ମୋ ପଛରେ ED ଲଗାଇଲେ ଜାରି କରିଦେବି CD: ଏକନାଥ ଖଡସେ

୪.ସେନା କ୍ୟାଣ୍ଟିନ୍‌ରେ ମିଳିବ ନାହିଁ ବିଦେଶୀ ସାମଗ୍ରୀ, ବିଦେଶୀ ମଦ: ରୋକ୍ ଲଗାଇଲେ ସରକାର

୫.ମହାଷ୍ଟମୀ ଅବସରରେ ଗିରନାର୍ ରୋପ୍-ୱେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି, ବଢିବ ପର୍ଯ୍ୟଟନ ସୁବିଧା

୬.IPL 2020 : ଆଜି KKR ଓ DC ମୁକାବିଲା, ପ୍ଲେ-ଅଫ୍‌ ଦୌଡ଼ ପାଇଁ କୋଲାକାତାର ବିଜୟ ଜରୁରୀ

୭.ସିଂହଦ୍ବାର ସମ୍ମୁଖରେ ଶ୍ରୀଜଗନ୍ନାଥ ସେନାର ବିକ୍ଷୋଭ, ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ଭକ୍ତଙ୍କୁ ଛାଡିବାକୁ ଦାବି

୮.୨ ବର୍ଷ ପରେ ବଲିଉଡକୁ ଫେରିଲେ ଶାହରୁଖ, ତୃତୀୟ ଥର ପାଇଁ ଡବଲ ରୋଲରେ ଆସିବେ ନଜର, ବଦଳାଇଲେ ଲୁକ୍

୯.ଶାଳପତ୍ର ତୋଳିବାକୁ ଜଙ୍ଗଲ ଯାଇଥିଲେ, ଶିକାରୀ ଭାବି ପିଟି ପିଟି ମାରିଦେଲେ ବନ କର୍ମଚାରୀ !

୧୦.ନିର୍ବାଚନୀ ସଭାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ପ୍ରତିଶ୍ରୁତି : ‘ବାଲେଶ୍ବର ହେବ ରୋଜଗାରର ପେଣ୍ଠସ୍ଥଳୀ’

୧୧.ରାଜ୍ୟରେ ଚିହ୍ନଟ ହେଲେ ୧୬୯୫ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୯ ହଜାର ଟପିଲା

୧୨.ଦେଶରେ କମୁଛି କରୋନା ସଂକ୍ରମଣ, ବଢୁଛି ସୁସ୍ଥ ହାର: ଦିନକରେ ୫୩ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ, ୬୩୦ ମୃତ; ୬୭ ହଜାର ଆକ୍ରାନ୍ତ ସୁସ୍ଥ ହେବା ପରେ ଦେଶରେ ସୁସ୍ଥ ସଂଖ୍ୟା ଟପିଲା ୭୦ ଲକ୍ଷ

୧୩.ଢେଙ୍କାନାଳ ପଣ୍ଡୁଆ ନିକଟରେ ଗାଁ ପାଖରେ ଡେରା ପକାଇଛନ୍ତି ହାତୀ ପଲ: ୩ ଦିନ ହେଲା ଅଂଚଳରେ ଚଳାଇଛନ୍ତି ଆତଙ୍କ, ବ୍ୟାପକ ଫସଲ ନଷ୍ଟ

୧୪.ରିଲର ଭିଲେନ୍ କିନ୍ତୁ ରିୟଲ ହିରୋଙ୍କୁ ନିଆରା ସମ୍ମାନ : ପଶ୍ଚିମବଙ୍ଗ ପୂଜା ପେଣ୍ଡାଲରେ ସୋନୁ ସୁଦ୍ ଙ୍କ ପ୍ରତିକୃତି , ତାଲାବନ୍ଦ ବେଳେ ହଜାର ହଜାର ଶ୍ରମିକଙ୍କୁ ବଢାଇଥିଲେ ସହାୟତାର ହାତ

୧୫.ଆଇପିଏଲରେ ମୁମ୍ୱାଇର ଚେନ୍ନାଇ ଶିକାର: ରୋମାଂଚକର ମୁକାବିଲାରେ ସୁପରକିଙ୍ଗସକୁ ୧୦ ୱିକେଟରେ ପରାସ୍ତ କଲା ମୁମ୍ୱାଇ ଇଣ୍ଡିଆନ୍ସ; ପ୍ଲେ ଅଫ୍ ଦୌଡରୁ ଚେନ୍ନାଇର ଆଶା ମଉଳିଲା

୧୬.ଆତଙ୍କୀଦେଶକୁ ନିସ୍ତାର ନାହିଁ…ଏଫଏଟିଏଫର ଗ୍ରେ ଲିଷ୍ଟରେ ପୁଣି ରହିଲା ପାକିସ୍ତାନ: କାମ ଦେଲାନି ଚୀନ୍ ଓ ତୁର୍କୀର ଚାଲ୍; ଆସନ୍ତା ବର୍ଷ ଫେବ୍ରୁଆରୀ ଯାଏଁ ରହିବ ଆର୍ଥିକ କଟକଣା

୧୭.କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମେ ମିଳିବ ଟିକା: ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ଚିଠି ଲେଖିଲେ ରାଜ୍ୟ ସରକାର

୧୮.ବାଲେଶ୍ୱର ଉପନିର୍ବାଚନରେ ଭାବବିହ୍ୱଳ ଦୃଶ୍ୟ: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପଙ୍କ ବୟାନ ପରେ କାନ୍ଦି ପକାଇଲେ ବିଜେପି ପ୍ରାର୍ଥୀ ମାନସ ଦତ; ପ୍ରଶ୍ନ କଲେ ଜଣଙ୍କର ମୃତ୍ୟୁ କେମିତି ହୋଇପାରେ ସୁଯୋଗ

୧୯.ଦିନକ ପରେ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ: ୨୭ ସୁଦ୍ଧା ଓଡ଼ିଶାରୁ ଫେରିଯିବ ମୌସୁମୀ; ପାଗ ଶୁଖିଲା ରହିବା ସହ ସକାଳୁ ଟିକେ ଟିକେ ଥଣ୍ଡା ଅନୁଭୂତ ହେବ

୨୦.ପରଦା ପଛରେ ଚାଲିଛି ମା’ଙ୍କ ଆରାଧନା: ଆଜି ମଣ୍ଡପରେ ଜଗତଜନନୀଙ୍କ ଅଷ୍ଟମୀ ପୂଜା, ପୀଠରେ ମହାନବମୀ; କୋଭିଡ୍ କଟକଣା ଯୋଗୁଁ ଖାଁ ଖାଁ ପୂଜା ମଣ୍ଡପ

୨୧.ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ମିଳିବ ଅଧିକ କଡ଼ା ସୁରକ୍ଷା, ଆଜି ଭାରତ ଆସୁଛି ଦ୍ବିତୀୟ VIP ବିମାନ

୨୨.କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

୨୩.ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା

୨୪.ଆଜି ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର୍ ଯାତ୍ରା, ଭବାନୀପାଟଣା ସହରରେ ୧୪୪ ଧାରା ଜାରି

୨୫.JIO ଲଞ୍ଚ କଲା ‘ମେଡ୍ ଇନ୍ ଇଣ୍ଡିଆ’ ୱେବ୍‌ ବ୍ରାଉଜର ‘ଜିଓପେଜେସ୍‌’, ଡାଟା ସୁରକ୍ଷାକୁ ନେଇ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା

୨୬.IPL-2020: ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ କଡ଼ା ଟକ୍କର

୨୭.ଏଣିକି ପାଣି ନଷ୍ଟ କଲେ ମିଳିବ ଏମିତି ଦଣ୍ଡ; ୫ ବର୍ଷ ଜେଲ୍‌ ସହ ଗଣିବେ ଏକ ଲକ୍ଷ ଟଙ୍କା ଜରିମାନା…

୨୮.ପୁଲିସର‘ଦାଦାବଟିକୁ ନା’ ଅଭିଯାନ: ବନ୍ଧା ହେଲେ ଚାରି ପୁରୁଣା ଅପରାଧୀ,ଦୁର୍ଦ୍ଦାନ୍ତ ବିକା ଓ ଟିଟୋ ଗ୍ୟାଙ୍ଗ୍‌ର କାଲାବାବୁ ଗିରଫ

୨୯.ତାମିଲନାଡୁ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୫ ମୃତ

୩୦.ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୫

୩୧.ଆଠଗଡ଼: ବାଙ୍କୀ ଥାନା ଘୋଳପୁର ଗାଁରେ ବୋମାମାଡ଼, ବୋମାମାଡ଼ରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ; ପୂର୍ବ ଶତ୍ରୁତାରୁ ବୋମାମାଡ଼ ସନ୍ଦେହ, ପୋଲିସର ତନାଘନା

୩୨.ବ୍ରହ୍ମପୁର: ଗାଁ ଦାଣ୍ଡରେ ଯୁବକଙ୍କୁ ଛୁରୀ ଭୁସି ନୃଶଂସ ହତ୍ୟା ଅଭିଯୋଗ, ୨ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ଆକ୍ରମଣ ଅଭିଯୋଗ; ଗୁରୁତର ଯୁବକଙ୍କୁ ଏମ୍‌କେସିଜିରେ ମୃତ ଘୋଷଣା କଲେ ଡାକ୍ତର, ଅଭିଯୁକ୍ତ ଯୁବକ ଫେରାର ଥିବା ସୂଚନା, ଘଟଣାସ୍ଥଳରେ ପୋଲିସର ଛାନ୍‌ଭିନ୍


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like