-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
08-Jun-2021
ବରଗଡ଼ (ମୁକୁନ୍ଦ ଦାସ): ଟୋକନର ଅବ୍ୟବସ୍ଥାକୁ ନେଇ ଚାଷୀ ଘୋରିଲେ ବରଗଡ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ l ଆଜି ଅତାବିରା,ଗୋଡଭଗା,ରୁଷୁଡା ଆଦି ଅଂଚଳର ଚାଷୀ ମାନେ ବରଗଡ ପହଞ୍ଚି ବରଗଡ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ତୁରନ୍ତ ସମାଧାନ ନ ହେଲେ ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବରିଷ୍ଟ କଂଗ୍ରେସ ନେତା ନିହାର ମହାନନ୍ଦ ଜଣାଇଛନ୍ତି। ଏହି ଘେରାଉରେ ବହୁ ଚାଷୀ ଯୋଗଦାନ କରି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ଶହ ଶହ ବସ୍ତା ଧାନ ରାସ୍ତାରେ ପଡିଥିବା ଓ ମାର୍କେଟ ରେ ପଡିଥିବା ଦେଖିବାକୁ ମିଳିଛି ।