-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
07-Jun-2021
ବଲାଙ୍ଗିର, (ପ୍ରେରଣା ଖବର) - ପଶ୍ଚିମ ଓଡିଶାର ପ୍ରଥମ ଭିଜୁଆଲ ଇଫେକ୍ଟରେ ତିଆରି ହୋଇଥିବା ସମ୍ବଲପୁରୀ ଗୀତ “ତୁଇ ଚାଲିଆ” । ଏହାର ପ୍ରମୁଖ ଭୂମିକା ରେ ଅଭିନୟ କରିଛନ୍ତି ଆର.କେ.ମନିଷ ଓ ଭିରୋନିକା ରୋସନ । ଏହାକୁ ସଙ୍ଗୀତ ରେ ସଜେଇଛନ୍ତି ଆନନ୍ଦ ଜାଲ । ଏହାର ଭିଜୁଆଲ କାମ ମୁମ୍ବାଇରେ ଚାଲିଥିବା ବେଳେ ତାହାର ମୁଖ୍ୟ ଦାୟିତ୍ୱ ନେଇଛନ୍ତି ଅବିକେଶ ମିଶ୍ର ତାଙ୍କ ଭାଇ ଅଭିଳାଷ ମିଶ୍ର ଡିଏମ୍ପିରେ ଏଡିଟର ଶିଶିର ବର୍ମା, ଭିଏଫ୍ଏକ୍ସ କମ୍ପୋଜର ତପନ ମହାରଣା, ରୋଟୋରେ ପବନ ବର୍ମା, ମାଲବିକା ସିଂ ରାଜପୁର, ସୁବ୍ରଜିତ ସରକାର ଓ ଗୋବିନ୍ଦ ରହିଛନ୍ତି । ଏହାର ପୋଷ୍ଟର ରିଲିଜ ହୋଇସାରିଥିବା ବେଳେ ଜୁଲାଇ ମାସର ପ୍ରଥମ ସପ୍ତାହରେ ଏହାର ଭିଜୁଏଲ୍ ଆସିବାର ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ଦିଆଯାଇଛ