-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର : ଯୁବ ଗୋଷ୍ଠୀଙ୍କୁ ଟିକାକରଣ ପ୍ରସଙ୍ଗ : ସରକାରଙ୍କ ଘୋଷଣା ଘୋଷଣାରେ ନ ରହୁ

06-Jun-2021



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) : ଯେଉଁମାନେ ଦେଶ ର ଭବିଷ୍ୟତ ସେଇ  ଛାତ୍ର ଓ ଯୁବ ସମାଜ ଆଜି ଅସୁରକ୍ଷିତ ଏବଂ କୋଭିଡ ଟୀକା କରଣ ରୁ ଉପେକ୍ଷିତ  l  ରାଜ୍ୟ ସରକାର ଦୀର୍ଘ ମାସ ରୁ ଡିଣ୍ଡିମି ପିଟିଲେ ଓ ନିର୍ଦ୍ଧେଶ ବି କଲେ ଯେ,  ରାଜ୍ୟରେ ୧୮ ବର୍ଷରୁ 45 ବର୍ଷ ଲୋକ ଓ  ଯୁବସମାଜ ପାଇଁ ଯୁଦ୍ଧ କାଳୀନ ଭିତ୍ତି ରେ କୋଭିଡ  ଟୀକାକରଣ ଆରମ୍ଭ କରାଯିବ। ଏବଂ ଏହା ଏକ ଖୁସିର ମାହୋଲ ବି  ସୃଷ୍ଟି  ହୋଇଥିଲା। କିନ୍ତୁ ଏହି ଟୀକାକରଣ କେନ୍ଦ୍ର ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର କୌଣସି ଗୋଟିଏ ବି ଜାଗାରେ ନହୋଇ ଥିବା କାରଣ ଓ ସରକାର ଙ୍କ ପlତର ଅନ୍ତର ନୀତି ଯୋଗୁଁ  ଉଭୟ ଜିଲ୍ଲାର ଜନସାଧାରଣ ଙ୍କ ମନରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି। କାରଣ ଉଭୟ ଜ଼ିଲ୍ଲା ର ଅନେକ ଯୁବ ବୟସ ଲୋକ ଙ୍କ କୋଭିଡ ରେ ମୃତ୍ୟ ବରଣ ଖବର ଲୋକ ଙ୍କୁ ଭୟଭିତ  ଓ ମର୍ମାହତ ବି କରିଛି l ଏବଂ ସରକାର ବୟସ୍କ ଲୋକ ଙ୍କ ଟିକାକରଣ ଆଗେ ଆରମ୍ଭ କରି ଲକ୍ଷ ଲକ୍ଷ ଟୀକା ଏକ୍ସପାରି କରିଛି ପଛେ କିନ୍ତୁ ଯୁବ ଗୋଷ୍ଟି ଙ୍କୁ ତାହା ସୁଯୋଗ ନ ଦେବା  ଲଜ୍ଜା ର ବିଷୟ ଅଟେ l ଯଦି ଟୀକା ନାହିଁ ତ ଘୋଷଣା କଲ କାହିଁ l  ଏଠାକାର ଯୁବକ ଓ ଜନସାଧାରଣ ଶହ ଶହ  କିମି ଦୂର  ସମ୍ବଲପୁରକୁ ଟୀକା ନେବା କୁ  ଯାଉଥିବା ପରିଲକ୍ଷିତ ହୋଇଛି। ଫଳରେ ସେମାନେ କେବଳ ହଇରାଣ ଓ  ଖର୍ଚାନ୍ତ  ହେଉଛନ୍ତି ତା ନୁହେଁ  ଅନେକ ଦୂର  ବଡ଼ ଓ ଭିଡ଼  ସହର କୁ ଯୁବକ ମାନେ ଯିବା ଆସିବା କରି କୋଭିଡ ଟୀକା ପ୍ରୋଟେକ୍ସନ ବଦଳରେ କୋଭିଡ ଇନଫେକ୍ସନ ର ଖୁବ ଆଶଙ୍କା  ଦେଖା ଦେଇଛି  ବୋଲି ଜ଼ିଲ୍ଲା ର ବୁଦ୍ଧିଜୀବୀ, ବିଭିନ୍ନ ଛାତ୍ର ସଂଗଠନ  ଙ୍କ ସମେତ  ବରିଷ୍ଠ ବିଜେପି ନେତା ତଥା ବରିଷ୍ଠ ଆଇନଜ୍ଞ ଶ୍ରୀ  ବଳଦେବ ବେଦବାକ  ଅଭିଯୋଗ କରିଛନ୍ତି। ତେବେ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାରେ ତିନୋଟି କ୍ୟାବିନେଟ ମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ,  ବାଣିଜ୍ୟ ପରିବହନ, ଯୋଜନା ଓ ସମନ୍ୱୟ ମନ୍ତ୍ରୀ, ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ପୁଣି WODC ଅଧ୍ୟକ୍ଷ ଥିବା ବେଳେ ଏଠାରେ ଟୀକାକରଣ କେନ୍ଦ୍ର ହୋଇ ନ ପାରିବା ଏବଂ ଯେଉଁ ଛାତ୍ର ଓ ଯୁବକ ଙ୍କୁ ଆମ ଦେଶ ର ଉଜ୍ବଳ  ଭବିଷ୍ୟତ ବୋଲି ପ୍ରତ୍ୟକ୍ଷ ଭାବେ  ଅଭିଭାଷଣ ରେ ଏଇ ନେତା ମନ୍ତ୍ରୀ କହୁଛନ୍ତି ଏଠି କିନ୍ତୁ ପରୋକ୍ଷ ଭାବେ ପୁଣି ସେଇ  ଯୁବ ସମାଜ କୁ ମୃତ୍ୟ ମୁଖ କୁ ଠେଲି ଦେଉଥିବାର ଦେଖା ଦେଇଛି l ଯାହାକି  ସେମାନଙ୍କ ଅଞ୍ଚଳ ପ୍ରତି  ଚରମ ଅବହେଳାକୁ ସୁଚେଇ ଦେଉଛି ବୋଲି  ଶ୍ରୀ ବେଦବାକ କହିଛନ୍ତି। ଖୁବ ଶୀଘ୍ର   ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ଯୁବକ ଙ୍କ ପାଇଁ  ଟୀକାକରଣ କେନ୍ଦ୍ର ନ ହେଲେ ତୀବ୍ର ଆନ୍ଦୋଳନ କରିବାକୁ  ଶ୍ରୀ ବେଦବାକ ପୂର୍ବ ରୁ  ଧମକ ଦେଇ ଥିବା ବେଳେ ଗତ କାଲି ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ରାଜ୍ୟ ସରକାର ଙ୍କୁ  ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି  l କୋଉଟା ଗ୍ଲୋବାଲ ଟେଣ୍ଡର କୋଉଟା ଲୋକାଲ ଟେଣ୍ଡର  ଲୋକ ଜାଣିବାର ଦରକାର ନାହିଁ l ଲୋକ ଙ୍କ ସଙ୍କଟ ବେଳେ  ଉଭୟ ସରକାର  ପରସ୍ପର ଭିତରେ  କାଦୁଅ ଫିଙ୍ଗା  ରାଜନୀତି ନ କରି ବରଂ ଯୁଦ୍ଧ କାଳୀନ ଭିତ୍ତି ରେ  ଲୋକ ଙ୍କୁ ମୃତ୍ୟୁ ମୁଖ ରୁ ବଞ୍ଚାଇଵା କୁ ପ୍ରାଣ ପଣେ ଉଦ୍ୟମ କରିବା ଉଚିତ l ଯଦି ପରିଚାଳନା ରେ ଅକ୍ଷମ ଅଟେ ସରକାର ତାହେଲେ ଏ ପ୍ରକ୍ରିୟା କୁ ବି ଶୀଘ୍ର  ଘରୋଇ କରଣ କରିଦେବl ଉଚିତ  ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026

You Might Also Like