-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||     

HOME   ଜିଲ୍ଲା

ବିଶ୍ଵ ପରିବେଶ ଦିବସ ବନାମ ବଲାଙ୍ଗୀର

05-Jun-2021



ବଲାଙ୍ଗୀର (ପ୍ରେରଣା ଖବର ବ୍ୟୁରୋ) : ଆଜି ବିଶ୍ୱ ପରିବେଶ ଦିବସ । ବଲାଙ୍ଗୀର ଜିଲ୍ଲା କୁ ସବୁଜ ସୁନ୍ଦର କରି ଗଢି ତୋଳିବା ସମସ୍ତଙ୍କର କର୍ତ୍ତବ୍ୟ । କରୋନା ମହାମାରୀ ର କବଳ ରେ  ସାରା ବିଶ୍ୱ କବଳିତ । ଏଭଳି ପରିସ୍ଥିତି ରେ ଅମ୍ଳଜାନ ସମସ୍ତଙ୍କୁ ଆବଶ୍ୟକ । କରୋଣା ରୋଗରେ ରୋଗୀର ଅମ୍ଳଜାନ ସ୍ଥର ହ୍ରାସ ପାଇ ମୃତ୍ୟୁ ହେଉଥିବା ଦେଖିବାକୁ ମିଳୁଛି । ଏଣୁ ଜଙ୍ଗଲ ସୁରକ୍ଷା ହିଁ ଜୀବନ ରକ୍ଷା । ବୃକ୍ଷ ରୁ ମଣିଷ ଏବଂ ପ୍ରାଣୀ ଜଗତ ଭରପୁର ଅମ୍ଳଜାନ ପାଇଥାନ୍ତି । ବୃକ୍ଷ କୁ ସୁରକ୍ଷା ଦେବା ଜଙ୍ଗଲ ବିଭାଗ ତଥା ସମସ୍ତ ଜନସାଧାରଣ ଙ୍କ ଦାୟିତ୍ଵ । କିନ୍ତୁ ବଲାଙ୍ଗୀର ଜିଲ୍ଲା ରେ ଏହାର ବିପରୀତ ଦେଖିବାକୁ ମିଳୁଛି । ବଲାଙ୍ଗୀର ସହରର ଆଖପାଖ ଅଞ୍ଚଳରେ ଛତୁ ଫୁଟିଲା ଭଳି ଇଟାଭାଟି ଗଢି ଉଠିଛି । ହଜାର ହଜାର ଜଙ୍ଗଲ ଗଛ କଟାଯାଇ ଇଟାଭାଟି ରେ ବ୍ୟବହାର କରିଛନ୍ତି । ଜଙ୍ଗଲ ବିଭାଗ ଜଙ୍ଗଲ ସୁରକ୍ଷା ଦେବାରେ ସମ୍ପୁର୍ଣ୍ଣ ବିଫଳ । ଲକ୍ଷଧିକ ଟଙ୍କାର ବୃକ୍ଷ କୁ ୪/୫ ହଜାର ଟଙ୍କା ଫାଇନ ଆଦାୟ କରି ହତଗୁଞ୍ଜା ନେଇ ଭାଟି ରେ ଜଳିବା ପାଇଁ ଛାଡ଼ି ଚାଲି ଆସୁଛି । ବଲାଙ୍ଗୀର ସହର ନିକଟରେ ଥିବା ପତରା ଜଙ୍ଗଲ , ଜଙ୍ଗଲ ଜମି, ରାଜସ୍ବ ଜମି , ଚାଷ ଜମି , ଉର୍ବର ଜମି , ତଥା ପତରା ରେ ଥିବା ଗଛ କୁ କାଟି ଜମି ସଫା କରି ତା ଉପରେ ଇଟାଭାଟି କରି ପରିବେଶକୁ ଦୂଷିତ କରୁଛନ୍ତି । ସେହିଭଳି ରାଜସ୍ବ ବିଭାଗ ମଧ୍ୟ ନଗଣ୍ୟ ଫାଇନ କାଟି ରାଜସ୍ବ ଜମି ରେ ଇଟାଭାଟି କରିବା ପାଇଁ ପ୍ରଶ୍ରୟ ଦେଉଛି ।ପ୍ରଦୂଷଣ ଯୋଗୁ ଲାଲ ଇଟାଭାଟି ନିର୍ମାଣ କୁ ସରକାର ବନ୍ଦ କରିଥିବା ବେଳେ ଫାଇନ ଆଦାୟ ନାମରେ ନିଜ ପାକେଟ ଗରମ କରୁଥିବା କେତେଦୂର ଯଥାର୍ଥ । ସରକାରୀ ନିୟମ ଅନୁଯାୟୀ ଫାଇନ ଆଦାୟ ପରେ କଟାଯାଇଥିବା ବୃକ୍ଷ କୁ ଜବତ କରି ସେଠାରୁ ନିକଟସ୍ଥ ଡିପୋ କୁ ଆଣି ଜମା ଦେବା ପରିବର୍ତ୍ତେ ସ୍ୱଳ୍ପ ଟଙ୍କାରେ ବିନା କେସ ରେ ଭାଟି ମାଲିକ ହାତରେ ଛାଡ଼ି ଚାଲି ଆସୁଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ଇଟାଭାଟି ମାଲିକ ନାମରେ କେସ ରୁଜୁ କରାଯାଇନାହିଁ । 
    ଇତି ମଧ୍ୟରେ ବଲାଙ୍ଗୀର ତହସିଲ ରେ ଆଇ ଏ ଏସ ଟ୍ରେନିଂ ରେ ଥିବା ତହସିଲଦାର  ବଇଦିପାଲି ଅଞ୍ଚଳ କୁ ଆସି ଇଟାଭାଟି ମାଲିକ ମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ରାଜସ୍ବ ଆଦାୟ ପାଇଁ ଫାଇନ କାଟିଥିଲେ । ଫାଇନ ପାଇଁ ଏ ଅଞ୍ଚଳରେ ଥିବା ଇଟାଭାଟି ମାଲିକ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଏ ଅଞ୍ଚଳରେ ଥିବା ପ୍ରାୟ ଇଟାଭାଟି ମାଲିକ ଫାଇନ ଦେଇଥିବା ପ୍ରକାଶ କରିଥିଲେ । କିନ୍ତୁ ବଲାଙ୍ଗୀର ରେ ଅନେକ ଗ୍ରାମାଞ୍ଚଳ ରେ ଇଟାଭାଟି ଗଢି ଉଠିବ ବେଳେ ସେମାନଙ୍କ ଠାରୁ ରାଜସ୍ବ ବିଭାଗ ଫାଇନ ଆଦାୟ କରୁ ନ ଥିବା ବଇଦିପାଲି ଅଞ୍ଚଳର ଇଟାଭାଟି ମାଲିକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ବଲାଙ୍ଗୀର ତହସିଲ ଅଧୀନରେ ଥିବା କୁଟୁମଡୋଲା ଗ୍ରାମରେ ଅନ୍ୟ ବ୍ଲକ୍ ରୁ ଆସି ପତରା ଜଙ୍ଗଲ ଜମି ଉପରେ ବର୍ତମାନ ମଧ୍ୟ ଇଟା ଗଢି ଭାଟି କରୁଥିବା ଚର୍ଚ୍ଚା ହୁଏ । କେଶବ ନାମକ ଜନୈକ ବ୍ୟକ୍ତି ଖପ୍ରାଖୋଲ ଅଞ୍ଚଳର ବୋଲି ଜଣା ପଡିଛି । ଜଙ୍ଗଲ ବିଭାଗ ର ଅବହେଳା ଯୋଗୁ ଆଜି ଅନ୍ୟ ବ୍ଲକ୍ ରୁ ଆସି ବୃକ୍ଷ କାଟି ଇଟାଭାଟି କରିବାରେ ସଫଳ ହୋଇଛନ୍ତି । ଆଗାମୀ ଦିନରେ ଜଙ୍ଗଲ ବିଭାଗର ଦାୟିତ୍ବ ହୀନତା ଯୋଗୁ ଅନ୍ୟ ଜିଲ୍ଲାର ଲୋକ ଆସି ଜଙ୍ଗଲ ଗଛ କାଟି ସଫା କରି ଜଙ୍ଗଲଶୁନ୍ୟ  କରିବେ । ଏଥିରେ ଦ୍ଵିମତ ନାହିଁ । ବଲାଙ୍ଗୀର ତହସିଲ ଅଧିନରେ ଥିବା ଝାଙ୍କରପାଲି, କୁଟୁମଡୋଲା ଦୁଡୁକାଶିରା, ବରଗାଁ , ପ୍ରତାପରୁଦ୍ର ପୂର୍, ଘୁସୁରା ଦୁଙ୍ଗୁରି , ତାଲ ଝରନ୍, କାଲି ଝରନ, ବିଡ଼ି ଘାଟ, ଫଟକରା, ଫୁଲଝରନ୍, ଜନକ୍ ପୁର, ଖୁଟପାଲି , ହର୍ଡାଟାଲ, ଗେଡା ବାଞ୍ଜି, ବାରପୁଡୁଗିଆ, କେରମେଲି, ଦୁଲୁସର, ବଡଟିକା, କର୍ଲା ପିଟା, ଆଡ଼େନଡୁଙ୍ଗୁରି, ନାଇକେନପାଲି, ଚିକଲବାହାଲ, କୁଡ଼ାଷିଂହା, ଭୂତିଆରବହାଳ ଇତ୍ୟାଦି ଅଞ୍ଚଳରେ ଶହ ଶହ ଇଟାଭାଟି ଗଢି ଉଠିଥିବା ବେଳେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆଢ଼ୁଆଳରେ ରହିଯାଉଛି ।  

                        


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026

You Might Also Like