-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
28-May-2021
ଲୋଇସିଂହା, (ବିନୋଦ କୁମାର ଦୀପ): ଲୋଇସିଂହା ବ୍ଲକ ସରଗlଡ଼ ପଂଚାୟତ ସରଗାଡ଼ ଗ୍ରାମରେ ଜନସାଧାରଣଙ୍କୁ ମାସ୍କ ବଣ୍ଟନ ସହ ମେସିନ ସାହାଯ୍ୟରେ କରୋନl ପାଇଁ ସ୍କାନିଂ କରା ଯାଇଥିଲା l ଏହାସହ ଲୋକଙ୍କୁ କରୋନା ସଂକ୍ରମଣ ଜନିତ ଜଟିଳ ପରିସ୍ଥିତି ବିଷୟରେ ସଚେତନ କରାଯାଇଥିଲା l ସରଗାଡ ର ଜିତୁ ସାହୁ ଓ ପ୍ରିତମ ସଣ୍ଡ ଓ ଅନେକ ସଦସ୍ୟ ମାନେ ମିଶି କରୋନା ମହାମାରୀ ସଂକ୍ରମଣ ଲୋକଙ୍କୁ ଭୟଭିତ କରୁଥିବା ବେଳେ ନିଜକୁ କିପରି ସୁରକ୍ଷିତ ରଖିବେ ସେ ବିଷୟରେ ଲୋକଙ୍କୁ ସଚେତନ କରାଇଥିଲା l