-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ଜିଲ୍ଲା

ଟିଟିଲାଗଡ଼ :

28-May-2021



ଟିଟିଲାଗଡ,(ପ୍ରେରଣା ଖବର): କେହି ସ୍ଵାସ୍ଥ୍ୟ ସେବାରୁ ବଞ୍ଚିତ ନ ରହନ୍ତୁ,ଧନୀ ଗରିବ ସବୁ ଶ୍ରେଣୀର ଲୋକଙ୍କୁ ଉପଯୁକ୍ତ ମାନର  ସ୍ୱାସ୍ଥ୍ୟ ସେବା ମିଳିବ ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ  ଡାକ୍ତର ଓ ଔଷଧ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରୋଗୀ ଅକାଳ ରେ ମୃତ୍ୟୁବରଣ କରୁଛି l ସରକାରୀ ନିୟମ ଅନୁଯାୟୀ ଡ଼ାକ୍ତରଙ୍କୁ ବାହାରୁ ଔଷଧ, ଇଞ୍ଜେକ୍ସନ ଲେଖିବାକୁ ସାଧାରଣ ବାଧ୍ୟ ନ କରିବା ନିମନ୍ତେ ସାଧାରଣ ଙ୍କୁ ଜଣାଇବା ଏକ ଲେଖା ଉକ୍ତ ଚିକିତ୍ସାଳୟରେ ଲେଖା ରହୁଛି  । ହେଲେ ପରିତାପର ବିଷୟ ଏହା ଯେ,ଟିଟିଲାଗଡ ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ପ୍ରତି ସପ୍ତାହ ରେ ଭେଷଜ ବିଶେଷଜ୍ଞ ଡ଼. ଶ୍ରୀ ମେହେର ଆସି ଚିକିତ୍ସା କରିଥାନ୍ତି । ତାଙ୍କ ଔଷଧ ସେବନ କରି ଅନେକ ରୋଗୀ ଉପକୃତ ହୋଇପାରିଛନ୍ତି । 

। ହେଲେ ଖୋଲାଖୋଲି ଭାବେ ସେ ସରକାରୀ ଔଷଧ,ଇଞ୍ଜେକ୍ସନ ଆଦି ଏକ ନିର୍ଦ୍ଦିଷ୍ଟ ଦୋକାନ କୁ ପଠେଇ ବାହାରୁ କିଣିବାକୁ ଏକ ପ୍ରକାର ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇ ଆସୁଛି । ରୋଗୀଙ୍କୁ ସରକାରୀ ଔଷଧ ଲେଖିବା ଓ ଗରିବ ଲୋକ ବୋଲି ଯଦି କେହି କହେ ହାତୀ କୁ ଚାଣ୍ଟି  ର ଔଷଧ କିଛି କାମ ଦେବନି ବୋଲି କହିବା ପରି ଗୁରୁତର ଅଭିଯୋଗ ହୋଇଛି । ଇତି ମଧ୍ୟରେ ରୋଗ ନିର୍ଣ୍ଣୟ ନ କରି ତଥା ନିଜ ରୋଗ ବିଷୟ ରେ ଜଣେ କହିବା ସତ୍ୱେ ବାରମ୍ବାର ପ୍ରାୟ ୫ ରୁ ୬ ମାସ ବାହାରୁ ଔଷଧ କିଣିବା ପାଇଁ କହି ଆସୁଥିଲେ ।  ଏ ନେଇ ଲିଖିତ ଅଭିଯୋଗ ହୋଇଥିବା ବେଳେ  ଏଚ ଆଇ ବି/ଏଡ୍ସ ରେ ପୀଡିତ ଜଣେ ବ୍ୟକ୍ତି ଙ୍କୁ ତାଙ୍କ ପୁଅ ନେଇ ଦେଖେଇ ଥିବା ବେଳେ ସେ ବାହାରୁ ଔଷଧ ଆଣି ଖାଇବାକୁ କହିଥିଲେ । ଏପରିକି ତାଙ୍କୁ ସାଲାଇନ,ଇଞ୍ଜେକ୍ସନ ଆଦି ସରକାରୀ ଟିକଟ ପଛପଟେ ଲେଖି ନିର୍ଦ୍ଦିଷ୍ଟ ଔଷଧ ଦୋକାନକୁ ଯିବାକୁ କହିଥିଲେ । ନିଜର ଗୁରୁତର ଅବସ୍ଥାରେ ଥିବା ତଥା ଜଣେ ଏଡ୍ସ ରେ ଆକ୍ରାନ୍ତ ଗୁରୁତର ରୋଗୀ ଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିବାକୁ ମଧ୍ୟ ମନା କରିଥିଲେ । ସେ ବାଧ୍ୟ ହୋଇ ନିଜ ସରକାରୀ ରାସନ କାର୍ଡ ବନ୍ଧା ରଖି ସାଲାଇନ ଓ ଅନ୍ୟ ଇଞ୍ଜେକ୍ସନ ଔଷଧ ନିଜ ଘରେ ଜଣେ ଇଞ୍ଜେକ୍ସନ,ସାଲାଇନ ଆଦି କିଣି ଚିକିତ୍ସା କରେଇ ଥିଲେ । ତେବେ ନିଜ ଘରୋଇ ଡାକ୍ତରଖାନା ଅବା କ୍ଲିନିକ ରେ ସେ ଏପରି ଚିକିତ୍ସା କରିବା ପରି ନିଜ କାର୍ଯ୍ୟ ସମୟରେ ଏପରି ଅର୍ଥ ଶୋଷଣ ମନୋଭାବ ସହ ଏଡ୍ସ ଅକ୍ରାନ୍ତ ରୋଗୀ ଙ୍କୁ ଛୁଇଁବା,ଅବା କିଛି ପରୀକ୍ଷା କରି ନ ଦେଖିବା ନେଇ ଉକ୍ତ ପରିବାର ମର୍ମାହତ ହୋଇଥିଲେ ।  ଏ ନେଇ ଟିଟିଲାଗଡ ୱାର୍ଡ ନଂ-୨ ସର୍ଗିଗୁଡା ର ଉକ୍ତ ଗୁରୁତର ରୋଗୀଙ୍କ ପରିବାର ବର୍ଗ ଏ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସମସ୍ତ ଉଚ୍ଚ ଅଧିକାରୀ ତଥା ଓଡ଼ିଶା ମୁଖ୍ୟ 

ଶାସନ ସଚିବଙ୍କୁ ଡାକ ଯୋଗେ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ରମେଶ ଜୈନ, ମୀନାଖି ଅଗ୍ରୱାଲ, ସୋମେସ ପାଣିଗ୍ରାହୀ ଅନୁରୂପ ଭାବେ ଚିକିତ୍ସା ହୋଇ ଠିକ ନ ହେବା ଓ ବିଶାଖାପାଟଣା ଓ ରାୟପୁର ଆଦି ଯାଇ ନିଜ ପ୍ରକୃତ ରୋଗ ନିର୍ଣ୍ଣୟ କରେଇ ସୁସ୍ଥ ହୋଇଥିବା ଅଭିଯୋଗ କରିଛନ୍ତି । ଏ ନେଇ ତୁରନ୍ତ ତଦନ୍ତ ସହ  ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଡ଼ାକ୍ତର ଦୋକାନୀ ମଧୁଚନ୍ଦ୍ରିକା ନେଇ କଠୋର ପଦକ୍ଷେପ ନେବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ଓ ବୁଦ୍ଧିଜୀବୀ ମହଲରେ ଦାବୀ ପ୍ରକାଶ ପାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like