-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
21-May-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ): ଚାଷୀମାନଙ୍କ ପାଇଁ ବଡ ଖବର, ସକ୍ରିୟ ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ହେଲା ମୌସୁମୀ ବାୟୁ
ଦକ୍ଷିଣ ଆଣ୍ଡାମାନ୍ ଏବଂ ନିକୋବର ଦ୍ବିପରେ କଲା ପ୍ରବେଶ ୠ ୪୮ ଘଣ୍ଟାରେ ଆହୁରି ଅଗ୍ରସର ହେବ ତଥା ଦକ୍ଷିଣପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି lଏହା ୩୧ ତାରିଖରେ କେରଳ ଛୁଇଁବା ସମ୍ଭାବନା ରହିଛି l
୨୭ ରୁ ଜୁନ୍ ୩ ତାରିଖ ମଧ୍ୟରେ ସଂପୂର୍ଣ୍ଣ କେରଳରେ ପହଞ୍ଚିବ
ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର l