-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
21-May-2021
ଭୁବନେଶ୍ବର(ପ୍ରେରଣା ଖବର) : ଝାରପଡ଼ା ଜେଲରେ କଏଦୀ କୋରୋନା ପଜିଟିଭଙ୍କ ମଧ୍ୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ରହିଛନ୍ତି । ଆଇଏଫଏସ ଅଭୟ ପାଠକ ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି ଉଭୟ ବିଚାରାଧୀନ ବନ୍ଦୀ ପାଠକ ଓ ପାଣିଗ୍ରାହୀ l
ସୂଚନାଯୋଗ୍ୟ ଯେ, ଝାରପଡ଼ା ଜେଲ୍ରେ ୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି l ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି କଏଦୀ ଓ ଜେଲ୍ ଷ୍ଟାଫ୍ ରହିଥିବା ସୂଚନା ମିଳିଛି l
୧୯୫ ଜଣଙ୍କ ନମୂନା ପରୀକ୍ଷାରୁ ୯୬ ଜଣ ପଜିଟିଭ
ଆକ୍ରାନ୍ତଙ୍କୁ ଆଇସୋଲେସନ ଓ୍ରାର୍ଡରେ ରଖାଯାଇଛି l
ଜେଲ୍ ଡାକ୍ତର ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖି ଥିବା ଜେଲ କର୍ତୃପଷଙ୍କ ପକ୍ଷରୁ ସୁଚନା ମିଳିଛି l