-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
20-May-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର): ବିଶିଷ୍ଟ ସମ୍ବଲପୁରୀ ଚଳଚ୍ଚିତ୍ର ଅଭିନେତା, ନାଟ୍ୟକାର ତଥା ଲେଖକ ଶ୍ରୀ ଅଟଳ ବିହାରୀ ପଣ୍ଡାଙ୍କ ସ୍ଵାସ୍ଥ୍ୟଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ପ୍ରେରଣା ଖବର ତଥା ପ୍ରେରଣା ପରିବାର ପକ୍ଷରୁ ମାଁ ସମଲେଶ୍ଵରୀ ତଥା ମାଁ ପାଟଣେଶ୍ବରୀ ଠାରେ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି। ସୂଚନଯୋଗ୍ୟ ଯେ, ସମ୍ବଲପୁରୀ ଚଳଚ୍ଚିତ୍ର ଶଲାବୁଢା଼ ରେ ଅଭିନୟ କରି ସାରା ରାଜ୍ୟରେ ଚର୍ଚିତ ହୋଇଛନ୍ତି ବର୍ଷିୟାନ ଅଭିନେତା ଅଟଳ ବିହାରୀ ପଣ୍ଡା l ତେବେ ବିଭିନ୍ନ ମହଲରୁ ଅଭିନେତା ଶ୍ରୀ ପଣ୍ଡାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି l