-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME    ଅନ୍ୟାନ୍ୟ

ସଂକ୍ଷେପରେ ମୁଖ୍ୟ ଖବର

21-Oct-2020



୧.କେନ୍ଦ୍ରସରକାରଙ୍କ ପୂଜା ଭେଟି । ୩୦ ଲକ୍ଷ କର୍ମଚାରୀଙ୍କୁ ମିଳିବ ପୂଜା ବୋନସ । ଖର୍ଚ୍ଚ ହେବ ୩,୭୩୭ କୋଟି ଟଙ୍କା ।

 

୨.ଆଇପିଏଲ: ପ୍ରତିଶୋଧ ନେବା ଲକ୍ଷ୍ୟରେ ଆଜି ମଇଦାନକୁ ଓହ୍ଲାଇବ କୋଲକତା ।

 

୩.ବଲିଉଡର ଅଭିନେତା ସଞ୍ଜୟ ଦତ୍ତ କ୍ୟାନସର୍‌ ଲଢେଇ ରେ ଜିତିଲେ। ଏନେଇ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

 

୪.ଇସ୍ପାତ ଶିଳ୍ପର ଲୁହାପଥର ଚିନ୍ତା ରପ୍ତାନି କଟକଣା ଦାବି କଲା ଇସ୍ପାତ ସଂଘ;ଭାରତୀୟ କଂପାନି କିଣୁନଥିବା ଲୁହାପଥର ରପ୍ତାନି ହେଉଛି*

 

 ୫.ସ୍ମିତାଲିଙ୍କୁ ମିଳିବ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ : ମନ୍ତ୍ରୀ କହିଲେ, ଦୁଇ ଦିନ ଭିତରେ ଡୁପ୍ଲିକେଟ ସାର୍ଟିଫିକେଟ ଦେବାକୁ ଦିଆଯାଇଛି ସ୍ୱତନ୍ତ୍ର ନିର୍ଦ୍ଦେଶ*

 

 ୬.ବଙ୍ଗୋପସାଗରରେ ଘନୀଭୂତ ହେବାରେ ଲାଗିଛି ଘୂର୍ଣ୍ଣିବଳୟ : କିଛି ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ, ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର*

 ୭.ସହିଦଙ୍କୁ_ଶ୍ରଦ୍ଧାଞ୍ଜଳି_ଜଣାଇଲେପୁଲିସ_ଡିଜି: କରୋନା ସହ ଲଢେଇରେ ସହିଦ ହୋଇଛନ୍ତି ୪୧ ପୁଲିସ କର୍ମଚାରୀ। କଟକରେ ପୋଲିସ ଡିଜି ଅଭୟ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଲେ ଏମିତି କଥା!

 

 ୮.ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଶୌଚ ହେବାକୁ ଯାଇଥିବା ବେଳେ ହାତୀ କଲା ଆକ୍ରମଣ । ମୃତକ ହେଲେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଜୁଲଙ୍ଗ ଗ୍ରାମର ଦୁଲଣ ବିଶ୍ବାଳ ।

 

 ୯.ଆମେରିକାର ଶିକାଗୋରେ ଅନଲାଇନ କ୍ଲାସ ସମୟରେ ୭ ବର୍ଷୀୟା ଶିଶୁ ସହିତ ଯୌନଶୌଷଣ ଉତ୍ପୀଡ଼ନ ମାମଲା ଗଣମାଧ୍ୟମକୁ ଆସିଛି ।

 

 ୧୦.ସଞ୍ଜୟଙ୍କ ପରିବାରର ଜଣେ ନିକଟ ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ସଞ୍ଜୟ ଦତ୍ତ ଖୁବ୍‌ ଶୀଘ୍ର କ୍ୟାନ୍ସନକୁ ମାତ୍‌ ଦେଇ ଫେରିବେ। ତାଙ୍କର ଚିକିତ୍ସା ଭଲରେ ଚାଲିଛି ଏବଂ ଭଲ ପ୍ରଭାବ ମଧ୍ୟ ପକାଉଛି।

 

 ୧୧.ଲଦାଖରୁ ଧରାପଡିଥିବା ଚୀନର ସୈନିକଙ୍କୁ ଫେରାଇଲା ଭାରତ, ୨ ଦିନ ପୂର୍ବେ ଭୁଲରେ ସୀମା ଭିତରକୁ ପଶିଆସିଥିଲେ!

 

 ୧୨.ପାର୍ବଣ ଅଭିନନ୍ଦନ ସହ ଦେଶବାସୀଙ୍କୁ ମୋଦିଙ୍କ ମଙ୍ଗଳ ମନ୍ତ୍ର: 'ଲକ୍ ଡାଉନ୍ ସରିଛି କିନ୍ତୁ ଭୁତାଣୁ ରହିଛି ତେଣୁ ନିୟନ୍ତ୍ରିତ ସ୍ଥିତି ବିଗାଡିବାକୁ ଦେବାନି।'

 

୧୩.କରୋନା ମୁକାବିଲାରେ ଆମେ ଆଗରେ, ରାଜ୍ୟରେ ପଜିଟିଭ୍ ସଂଖ୍ୟା କମିଛି, ତଥାପି ଆମକୁ ଆହୁରି ସାବଧାନ ଓ ସତର୍କ ରହିବାକୁ ହେବ’ : ସଂକ୍ରମଣ ରୋକିବାକୁ ଶପଥ ନେବା ଲାଗି ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ

 

୧୪.ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତଙ୍କୁ ସମ୍ମାନୀତ କଲା କମିଶନରେଟ୍ ପୋଲିସ୍।

 

୧୫.କାଟିଲେ-ଛେଚିଲେ ନୁହେଁ; ପିଆଜ-ରଶୁଣ-ଅଦା କିଣିଲେ ଆଖିରୁ ବୋହୁଛି ଲୁହ।

 

୧୬.ଭୁବନେଶ୍ୱର:ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ରନାଥ ପ୍ରଧାନଙ୍କ ସମ୍ପତ୍ତି ୬.୫ କୋଟି; ଠାବ କଲା ଭିଜିଲାନ୍ସ।

 

୧୭.କାର୍ତ୍ତିକ ମାସରେ ଭକ୍ତଙ୍କୁ ସହଜରେ ମିଳିବ ଅବଢା, ଖୋଲିବ ସ୍ବତନ୍ତ୍ର କାଉଣ୍ଟର।

 

୧୮.କୋଲକାତା:ଡାକ୍ତରଙ୍କ ବେଶଭୂଷାରେ ‘କରୋନାସୁର’ର ବଧ କରିବେ ମା ଦୁର୍ଗା, ଭାଇରାଲ ହେଲା ଫଟୋ।

 

୧୯.ନଭେମ୍ବର ୧୧ ଓ ୧୨ ରେ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା।

 

୨୦.କରୋନା ମହାମାରୀ ମଧ୍ୟରେ କଟକ ଦଶହରା ଜଗିବେ ୩୦ ପ୍ଲାଟୁନ ଫୋର୍ସ : ୧୦୦ ଜଣ ଅଫିସରଙ୍କୁ ମଧ୍ୟ ଦାୟିତ୍ୱ।

 

୨୧.ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୧୦% ବୃଦ୍ଧି।

 

୨୨.ବ୍ଲକ ଓ ଜିଲ୍ଲା ବିକାଶ ଯୋଜନା ପାଇଁ ପ୍ରସ୍ତୁତ ଢାଞ୍ଚା ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ତୋମାର।

 

 ୨୩.ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା, ମହିଳା କମିସନଙ୍କ ନିକଟରେ ହାଜର ହେଲେ ଓଟିଭିର ଜଣେ ପ୍ରତିନିଧି, ଓଟିଭି ପକ୍ଷରୁ ଜଣେ ଓକିଲ ମଧ୍ୟ ହାଜର ହେଲେ, ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗର ହୋଇପାରେ ଶୁଣାଣି*

 

୨୪.ଆତଙ୍କବାଦୀ ସନ୍ଦେହରେ ଜଣଙ୍କୁ ରାଜଧାନୀରୁ ଉଠାଇନେଲା NIA, ବନ୍ଧୁକ ଡିଲ୍‌ ଲିଙ୍କ୍‌ ସନ୍ଦେହରେ ଯୁବକଙ୍କୁ ଉଠାଇନେଲା NIA, ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ଯୁବକଙ୍କୁ ଧରିଥିବା ସୂଚନା, କ୍ରାଇମବ୍ରାଞ୍ଚ ଓ NIA କରୁଛନ୍ତି ମିଳିତ ଜେରା*

 

 ୨୫.ଆମେରିକାରଘନିଷ୍ଠ ତାଇୱାନବହୁ ବର୍ଷ ଧରି ଭାରତ ସହିତ ବାଣିଜ୍ୟ ଚୁକ୍ତି କରିବାକୁ ଚାହୁଁଛି । ତେବେ ଲଦ୍ଦାଖରେ ସୀମା ଉତ୍ତେଜନା ପୂର୍ବରୁ ଚୀନ୍ ସହ ଭଲ ସମ୍ପର୍କ ଥିବାରୁ ଭାରତ ଏଥିରୁ ଦୂରେଇ ରହିଛି ।

 

 ୨୬.ଭିଜିଲାନ୍ସ ଜାଲରେ ଭୁବନେଶ୍ବର R & B ଡିଭିଜନ୍‌ର ଯନ୍ତ୍ରୀ। R & B ଡିଭିଜନ୍‌ର ଯନ୍ତ୍ରୀ ସାରଦା ପ୍ରସାଦ ଗୌଡଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି।

 

 ୨୭.ଗୁରୁବାର ପୁଣି ମୁହାଁମୁହିଁ ହେବେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ ଦ୍ୱିତୀୟ ବିତର୍କ ସମୟରେ ହେବ ମ୍ୟୁଟ ବଟନର ବ୍ୟବହାର*

 

 ୨୮.ରାଜନୈତିକ ଅସ୍ଥିରତା ଆଡକୁ ଗତି କରୁଛି ପାକିସ୍ତାନ । ଇମ୍ରାନ ସରକାରଙ୍କ ପ୍ରତି ଦେଖାଦେଇଛି ସଙ୍କଟ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଓଲଟା ଗଣତି ଆରମ୍ଭ ହୋଇଯାଇଛି ।

 

 


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like