-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-May-2021
ଭୁବନେଶ୍ବର,(ପ୍ରେରଣା ଖବର ବ୍ୟୁରୋ) ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଥିବା ବେଳେ ଏବେ ବି ୨୬ ଟି ଜିଲ୍ଲା ରହିଛନ୍ତି ରେଡ ଜୋନ୍ରେ । ଆଜି ରାଜ୍ୟରେ ଦୈନିକ ସଂକ୍ରମଣର ୯,୭୯୩ ନୁଆ ମାମଲା ଚିହ୍ନଟ ହୋଇଥିଲା ବେଳେ ରାଜ୍ୟରେ ଏବେ ୯୪,୮୨୯ ସକ୍ରିୟ ସଂକ୍ରମଣ ରହିଛନ୍ତି ।
ତେବେ ରାଜ୍ୟର ରାଜଧାନୀରୁ ଦୈନିକ ସଂକ୍ରମଣ ମାମଲା ପ୍ରାୟ ଏକ ହଜାର ରହୁଥିଲା ବେଳେ ସକ୍ରିୟ ସଂକ୍ରମଣ ମାମଲାରେ ଖୋର୍ଦ୍ଧାରେ ୧୪,୨୫୦ ସହିତ ଆଗରେ ରହିଁଛି । ଏହା ପଛକୁ ସୁନ୍ଦରଗଡରେ ରହିଛି ୧୧,୫୫, କଟକରେ ୭୫୨୨,ବରଗଡ ୪୩୦୩, ସମ୍ବଲପୁର୪୬୪୩, ପୁରୀ ୪୦୦୩, ଅନୁଗୁଳ ୪୨୫୭, ନବରଙ୍ଗପୁର ୩୦୧୪, ଝାରସୁଗୁଡା ୩୧୩୨, କଳାହାଣ୍ଡି ୩୭୪୪, ବଲାଙ୍ଗିର ୨୮୬୫, ଯାଜପୁର ୨୮୪୮, ନୁଆପଡା ୨୩୯୬, ମୟୁରଭଞ୍ଜ ୧୮୭୨, ନୟାଗଡ ୨୧୨୯, ଗଞ୍ଜାମ ୨୦୩୫, ବାଲେଶ୍ୱର ୨୩୭୧, ରାୟଗଡା ୧୩୦୩, ଭଦ୍ରକ ୧୬୪୭,ବୌଦ୍ଧ ୧୯୦୪, ଜଗତସିଂହପୁର ୧୩୪୦, କେନ୍ଦୁଝର ୧୧୬୫, ସୁବର୍ଣ୍ଣପୁର ୧୪୦୩, କୋରାପୁଟ ୧୩୪୭, ଢେଙ୍କାନାଳ ୧୨୫୬, କେନ୍ଦ୍ରାପଡା ୧୧୯୫ ।