-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
10-May-2021
ବନେଶ୍ବର,(ପ୍ରେରଣା ଖବର) :ଆଜି ରାଜ୍ୟରେ କରୋନା ଯୋଗୁଁ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨୧୯୭କୁ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ମୃତକଙ୍କ ମଧ୍ୟରେ କଳାହାଣ୍ଡି, ରାୟଗଡା, ସୁନ୍ଦରଗଡରୁ ସର୍ବାଧିକ ୩ ଜଣ ଲେଖାଏଁ, ଖୋର୍ଦ୍ଧାରୁ ଜଣେ ଓ ଭୁବନେଶ୍ବରରୁ ୨ଜଣ, ପୁରୀରୁ ୨ଜଣ, ଢେଙ୍କାନାଳ, ଅନୁଗୁଳ, ବଲାଙ୍ଗୀର ଜଣେ ଲେଖାଏଁ ଜୀବନ ହରାଇଛନ୍ତି ।