-+91-9937148622 |
prerana_bgr@rediffmail.com |
Tuesday 12th May 2026 |
R.N.I. Regd No. ODIODI/2010/46693
Breaking News
23-Apr-2021
ଟିଟିଲାଗଡ଼(ପ୍ରେରଣା ଖବର): ଟିଟିଲାଗଡ଼ ଉପଖଣ୍ଡ ଖାଲିଆପଡା ନିବାସୀ ରଞ୍ଜନ ସୁନା ନାମକ ଜଣେ ୬୫ ବର୍ଷୀୟ ବ୍ୟକ୍ତି ଙ୍କ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ସ୍ଥିତ ଆଇସୋଲେସନ ରେ ଚିକିତ୍ସାଧିନ ଅବସ୍ଥାରେ ଗତ ଗୁରୁବାର ରାତି ୨ ଟା ରେ କରୋନା ଆକ୍ରାନ୍ତ ହୋଇ ଶୋଚନୀୟ ମୃତ୍ୟୁ ର ଶିକାର ହୋଇଛନ୍ତି । ସୂଚନା ଅନୁଯାୟୀ ସେ କରୋନା ରେ ଆକ୍ରାନ୍ତ ଥିବା ଜାଣିବା ସତ୍ବେ କୌଣସି ଔଷଧ ସେବନ ନ କରି ଘରେ ପ୍ରାୟ ୧୦ ଦିନ ଧରି ରହିଥିବା ବେଳେ ଗତ ଗୁରୁବାର ସାନ୍ଧ୍ୟ ରେ ତାଙ୍କ ଛାତିରେ ଯନ୍ତ୍ରଣା ହେବା କହିଥିଲେ, ତାଙ୍କୁ ପରିବାର ଲୋକେ ତୁରନ୍ତ ଟିଟିଲାଗଡ଼ ମୁଖ୍ୟ ସବ ଡିଭିଜିନାଲ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ରାତି ପ୍ରାୟ୨ ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।