-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
23-Apr-2021
ଗଞ୍ଜାମ (ଉମା ମହାରଣା) -ଅଦିନିଆ ମେଘ ବର୍ଷା ରେ ବିଦ୍ୟୁତ ପୋଲ ପଡି ମହିଳା ମୃତ। ମୃତ ବ୍ୟକ୍ତି ହେଲେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଧିନସ୍ଥ କଣଛାଇ ଗ୍ରାମର କୁମାରୀ ଜେନା। ପାଣି ଆଣିବାକୁ ଯିବା ବେଳେ ମୁଣ୍ଡ ଉପରେ ବିଦ୍ୟୁତ ପୋଲ ପଡ଼ିଯିବାରୁ ମହିଳା ଜଣଙ୍କ ତଳେ ପଡିଯାଇଥିଲେ ମହିଳା ଜଣଙ୍କୁ ଜୋର ଆଘାତ ଲାଗିଥିବା ବେଳେ କଣଛାଇଗ୍ରାମବାସି ଙ୍କ ସହାୟତାରେ ସଙ୍ଗେସଙ୍ଗେ ପୋଲଶରା ମେଡିକାଲକୁ ନେଈଥିଲେ ା ସେଠାରେ ଡାକ୍ତର କୁମାରିଜେନା ଙ୍କୁ ମୂତ୍ୟୁ ଘୋଷଣା କରିଥିଲେ।। ବିଦ୍ୟୁତ ଖୁଣ୍ଟଟି ବହୁଦିନଧରି ଅର୍ଦଭଙ୍ଗ ଅବସ୍ଥାରେ ଝୁଲି ରହିଥିଲା ା ଯାହାଫଳରେ ପୋଲସରା ବିଦ୍ୟୁତ ବିଭାଗର ଅବହେଳିତ ରେ ଆଜି ଅଦିନିଆ ବର୍ଷା ସାଙ୍ଗକୁ ପବନ ପ୍ରବଳ ମାତ୍ରାରେ ହୋଇଥିଲା ା ଯାହାଫଳରେ ଅର୍ଦଭଙ୍ଗା ପୋଲଟି ପବନରେ ଭାଙ୍ଗି ଜଣେ ମହିଳାଙ୍କ ମୂତ୍ୟୁ ଘଟିଛି ା ଯାହାକି ଏହା ସାଧାରଣରେ ଚର୍ଚ୍ଚା ହେଉଛି ମହିଳା ଙ୍କ ମୂତ୍ୟୁକୁନେଇ ଏହି ମୂତ୍ୟୁପାଇଁ ଦାୟି କିଏ ବିଦ୍ୟୁତବିଭାଗ ନା ଆଉକିଏ ା