-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME    ଅନ୍ୟାନ୍ୟ

ବର୍ତ୍ତମାନର ମୁଖ୍ୟ ଖବର

19-Oct-2020



୧.ସ୍କୁଲ ଫି ହ୍ରାସ ନେଇ ହାଇକୋର୍ଟରେ ଆଜି ଚୂଡ଼ାନ୍ତ ଶୁଣାଣି, ବିଭିନ୍ନ ସ୍ତରରେ ଫି ହ୍ରାସ କରିବାକୁ ଗଣଶିକ୍ଷା ବିଭାଗର ପ୍ରସ୍ତାବ, ୭ଟି ସ୍ଲାବରେ ଫି ହ୍ରାସ କରିବାକୁ ଗଣଶିକ୍ଷା ବିଭାଗର ପ୍ରସ୍ତାବ!

 

୨.ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଲେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ : ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିବାକୁ କଲେ ଦାବି; କହିଲେ, ଅଶ୍ଲୀଳ ଭିଡିଓ ଭାଇରାଲ ତାଙ୍କୁ ଦେଇଛି ମାନସିକ ନିର୍ଯାତନା ।

 

 ୩.ମହଙ୍ଗା ପଡ଼ିଲା ବାର୍‌ରେ ଜନ୍ମଦିନ ଆୟୋଜନ। ଭୁବନେଶ୍ୱର ଇନ୍‌ଫୋସିଟି ରୋଡ୍‌ରେ ଥିବା ଏକ ବାର୍‌କୁ ସିଲ୍ କରିଛି କମିଶନରେଟ୍ ପୁଲିସ୍‌।

 

 ୪.ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କ ଜ୍ୱାଇଁ ଗିରଫ; ନଓ୍ୱାଜ ସରିଫଙ୍କ ଜ୍ୱାଇଁ କ୍ୟାପଟେନ୍ ସଫଦର ଅଓ୍ୱାନ ଗିରଫ; କରାଚିରେ ରହୁଥିବା ଏକ ହୋଟେଲ୍‌ରୁ ଗିରଫ କଲା ପୁଲିସ୍‌*

 

 ୫.ଦୀପାବଳିରେ ଚୀନ୍‌କୁ ଲାଗିବ ୪୦ ହଜାର କୋଟିର ଝଟ୍‌କା : ଅନଲାଇନରେ ବୃଦ୍ଧି ପାଇବ ବିକ୍ରି*

 

 ୬.କୋଭିଡ୍‌ କଟକଣା ମଧ୍ୟରେ ଆଜି ୩ଟି ରାଜ୍ୟରେ ଖୋଲିଲା ସ୍କୁଲ୍‌। ଉତ୍ତରପ୍ରଦେଶ, ପଞ୍ଜାବ, ସିକିମରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍‌ ଖୋଲା ଯାଇଛି। ହେଲେ ଛାତ୍ରଛାତ୍ରୀ ସ୍କୁଲ୍‌ ଆସିବା ବାଧ୍ୟତାମୂଳକ ନୁହେଁ।

 

 ୭.ସୁପର_ଓଭରରେ_ସୁପର_ବିଜୟ ଆଇପିଏଲ୍ ଇତିହାସରେ ବିରଳ ରେକର୍ଡ : ୨ ଟି ସୁପର ଓଭର ଖେଳି ମୁମ୍ବାଇକୁ ହରାଇଲା ପଞ୍ଜାବ , ଗେଲ୍ ଓ ମୟଙ୍କ ଅଗ୍ରୱାଲ୍ ଦେଲେ ୩ୟ ବିଜୟ*

 

୮.ନବରାତ୍ରୀର ତୃତୀୟ ଦିନ : କୋଭିଡ କଟକଣା ଭିତରେ ଦେବୀପୀଠଗୁଡିକରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା, ବିଭିନ୍ନ ବେଶରେ ମା ଦେଉଛନ୍ତି ଦର୍ଶନ*

 

୯.ମହାରାଷ୍ଟ୍ରରେ ସୁରକ୍ଷାକର୍ମୀଙ୍କ ବଡ ଅପରେସନ : ଗଡଚିରୋଲିରେ ପୁଲିସ-ମାଓବାଦୀ ମୁହାଁମୁହିଁ; ୫ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି*

 

 ୧୦.ଲଘୁଚାପ ପ୍ରଭାବରେ ଆଜିଠୁ ୨୨ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର ଓ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ଅନୁମାନ । ୫ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି । ସମ୍ଭାବ୍ୟ ବନ୍ୟା ନେଇ ଜଳସମ୍ପଦ ବିଭାଗ ସଜାଗ ।

 

୧୧.୧୦ ଶକ୍ତିଶାଳୀ ପ୍ରଶାସକ ତାଲିକାରେ ୩ ଓଡ଼ିଆ: ପ୍ରମୋଦ କୁମାର ମିଶ୍ର, ଶକ୍ତି କାନ୍ତ ଦାସ ଓ ଗିରିଶ ଚନ୍ଦ୍ର ମୁର୍ମୁ।

 

୧୨.ଏଥର ଅନଲାଇନରେ ଦେବୀ ଦର୍ଶନ, ଭୋଗର ହେବ ହୋମ୍ ଡେଲିଭରି । ଭୁବନେଶ୍ୱରର ପୁରୁଣା ଷ୍ଟେସନ ବଜାର ପୂଜା ମଣ୍ଡପର ଅଭିନବ ଉଦ୍ୟମ । କୋଭିଡ୍ କଟକଣା ଯୋଗୁଁ ଫେସବୁକ୍ ଲାଇଭରେ ଘରେ ବସି ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । 

 

୧୩.ଫେବୃୟାରୀରେ କାବୁ ହେବ କରୋନା, ମାର୍ଚ୍ଚରେ ମିଳିବ ଟୀକା।

 

୧୪.ଅଗ୍ରଣୀ ନିର୍ମାଣକାରୀ ସଂସ୍ଥା ଆରକେଡିର ସଂସ୍ଥାପକ ଓଡିଶା ଉଦ୍ୟୋଗୀ ରୋହିତ କୁମାର ଦାସଙ୍କ ୬୪ବର୍ଷ ବୟସରେ ପରଲୋକ।

 

୧୫.ପରିବା ବଜାରରେ ନିଆଁ:ବିନ୍ସ ୧୨୦,ମାଟି ଆଳୁ ଓ କାକୁଡ଼ି ୮୦।

 

୧୬.ଭୁବନେଶ୍ୱର:ଦଶଟି ଜିଲ୍ଲାରେ SC,ST ହଷ୍ଟେଲର ମୂଲ୍ଯାଙ୍କନ ହେବ।

 

୧୭.UP ରେ ଲଞ୍ଚ ହେଲା PINK Patrol, ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବେ ପ୍ରଶିକ୍ଷିତ ଫୋର୍ସ।

 

୧୮.ୟୁପି ହାଥରସ୍ ଘଟଣା ପ୍ରତିବାଦରେ ଅକ୍ଟୋବର ୨୬ରେ କଂଗ୍ରେସର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ।

 

୧୯.ଦେଶର କିଛି ଅଞ୍ଚଳରେ ହୋଇଛି ସାମୁଦାୟିକ ସଂକ୍ରମଣ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ

 

୨୦.ପୁରୀ ବ୍ଲୁଫ୍ଲାଗ ବିଚ୍‍’ରେ ଯୋଗାଭ୍ୟାସ, ୨ଶହ କରୋନା ଆରୋଗ୍ୟଙ୍କୁ ଦିଆଗଲା ଯୋଗ ଶିକ୍ଷା।

 

୨୧.ପୁନର୍ବାର ବିଜୟ ପାଇଁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ।

 

 ୨୨.ମଧ୍ୟପ୍ରଦେଶର ଜବଲପୁରରେ ଜଣେ ୧୩ବର୍ଷର ନାବାଳକକୁ ଅପହରଣ କରିବା ପରେ ହତ୍ୟା ଘଟଣା ସାମନାକୁ ଆସିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ମୃତ ନାବାଳକର ବାପାଙ୍କ ପରିଚିତ। ଅପହରଣ କରି ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ରାହୁଲ ଓରଫ ମୋନୁର ପୋଲିସ୍ ହେପାଜତରେ ମୃତ୍ୟୁ ହୋଇଯାଇଛି।

 

 ୨୩.ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା, ପ୍ରତିଦିନ ସର୍ବାଧିକ ୫୦୦ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି, କୋଭିଡ୍‌ ନିୟମ ପାଳନ କରିବା ବାଧ୍ୟତାମୂଳକ, ପୂର୍ବରୁ କେବଳ ରାତ୍ରି ଯାପନ କରିବାକୁ ଅନୁମତି ମିଳିଥିଲା, ରାଜନଗର ବନଖଣ୍ଡ ଅଧିକାରୀଙ୍କ ସୂଚନା!

 

 ୨୪.ତିର୍ତ୍ତୋଲ ଉପନିର୍ବାଚନ ତାତି । ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କ ଗାଡି ଭଙ୍ଗାରୁଜା କଲେ ଦୁର୍ବୃତ୍ତ । ଆନନ୍ଦ ମଣ୍ଡପ ବିଜେପି ନିର୍ବାଚନୀ ଅଫିସ୍ ସମ୍ମୁଖରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ । ଏନେଇ ତିର୍ତ୍ତୋଲ ଥାନାରେ ଏତଲା ଦିଆଯାଇଛି!

 

 ୨୫.ସୋସିଆଲ ମେଡିଆରେ ଗାନ୍ଧୀଙ୍କୁ ଅପମାନ କଲା ଭଳି ପୋଷ୍ଟକୁ ନେଇ ଥାନାରେ ଯୁବକଙ୍କ ନାମରେ ଏତଲା । ଉମରକୋଟର ସତ୍ୟବାଦୀ ସାମଲ ନାମକ ଜଣେ ଯୁବକଙ୍କ ନାମରେ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଲେ ଜଣେ ଆଇନଜୀବୀ ।

 

 ୨୬.ବଲାଙ୍ଗିର ସହରର ଚନ୍ଦ୍ରଶେଖରନଗର ପଡାରେ ଏକ ଘରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର, ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ, ବୃଦ୍ଧାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ, ମୃତକ ସ୍ବାମୀ ବୃନ୍ଦାବନ ସାହୁ ଓ ସ୍ତ୍ରୀ ନିରାଶ ସାହୁ, ବଲାଙ୍ଗିର ଟାଉନ ଥାନା ପୋଲିସର ତଦନ୍ତ ଆରମ୍ଭ!

 

 ୨୭.ଗୋଟିଏ ଦିନରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଓ ଗୁଇନ୍ଦା ଡିଆଇଜି ଅନୁପ ସାହୁଙ୍କର ଜାଲ୍ ଫେସବୁକ୍ ଆକାଉଣ୍ଟ ତିଆରି କଲେ ସାଇବର ଠକ। ଖାଲି ଆକାଉଣ୍ଟ ତିଆରି କଲେନି, ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଲୋକଙ୍କୁ ଟଙ୍କା ମଧ୍ୟ ମାଗିଲେ।

 

 ୨୮.ଆପଣଙ୍କ ସହରରେ ପ୍ରତିଦିନ ପେଟ୍ରୋଲ-ଡିଜେଲ ଦର କେତେ ରହୁଛି ତାହା ଜାଣିବା ପାଇଁ ହେଲେ ଆପଣଙ୍କୁ ପ୍ରଥମେ ଆର.ଏସ.ପି ଏବଂ ଆପଣଙ୍କ ସହରର କୋଡ ଲେଖି ୯୨୨୪୯୯୨୨୪୯ କୁ ମେସେଜ ପଠାନ୍ତୁ । ଆଉ ମେସେଜ୍ ପଠେଇବା ମାତ୍ରେ ଆପଣଙ୍କ ସହରର ପେଟ୍ରୋଲ-ଡିଜେଲ ମୂଲ୍ୟ ଆପଣ ରିଟର୍ଣ୍ଣ ମେସେଜ ମାଧ୍ୟମରେ ପାଇପାରିବେ!!

 

 ୨୯.ଗତକାଲି ରାତିରେ ପାହାଳ ଫାଣ୍ଡି ସାମ୍ନାରେ ଏକ ବାଲି ବୋଝେଇ ଟ୍ରକ୍‌ ଜଳିଯାଇଛି । ଟ୍ରକଟି କଟକରୁ ଭୁବନେଶ୍ୱର ଆସୁଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ଟ୍ରକ୍ ଡ୍ରାଇଭର ସଙ୍ଗେ ସଙ୍ଗେ ଓହ୍ଲାଇ ପଡିଥିଲେ ।

 


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like