-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
18-Oct-2020
ଭୁବନେଶ୍ବର, ମିଥ୍ୟା ଅଶ୍ଳୀଳ ଭିଡିଓ ଭାଇରାଲ ପ୍ରସଙ୍ଗରେ ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କୁ ଚନ୍ଦ୍ରାଣୀ ମୁର୍ମୁଙ୍କ ପ୍ରଶ୍ନ, ଯଦି ମୋ ଜାଗାରେ ଆପଣଙ୍କ ପରିବାରର ଝିଅ ଥାଆନ୍ତା କଣ କରିଥାନ୍ତେ???? ଏପରି ଘୃଣ୍ୟ କାମ କରିଥିବା ସାମ୍ବାଦିକଙ୍କୁ କଣ ଆପଣ ବଞ୍ଚାଇଥାନ୍ତେ???? ,ଜଗି, ବୈଜୟନ୍ତ ଓ ଓଟିଭି ମୋତେ ନ୍ୟାୟ ପାଇବାରୁ ବଞ୍ଚିତ କରୁଛନ୍ତି! ଯିଏ ଅପରାଧ କରିଛନ୍ତି ସେମାନେ ତାଙ୍କୁ ସୁରକ୍ଷା ଦେଉଛନ୍ତି, ସେମାନେ କହି ପାରିବେ କି ମୋତେ ନ୍ୟାୟ ମିଳିବ କି????, ସେମାନେ ଅପରାଧ କରିଥିବା ସାମ୍ବାଦିକଙ୍କୁ ବଞ୍ଚାଇବା ବନ୍ଦ କରନ୍ତୁ, ଜଗିମଙ୍ଗତ ପଣ୍ଡାଙ୍କ ବିବେକ କୁଆଡ଼େ ଗଲା???? , ଅଭିଯୁକ୍ତ ସାମ୍ବାଦିକ ଗିରଫ ହେଲେ ମୁଁ ନ୍ୟାୟ ପାଇବି!!