-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
03-Apr-2021
ବ୍ରହ୍ମପୁର୍(ପ୍ରେରଣା ଖବର) ଦଣ୍ଡନାଚ ପାଇଁ ଜିଲ୍ଲା ପ୍ରଶାସନର କଡା କଟକଣା ଜାରି । ପ୍ରତି ଗ୍ରୁପ୍ ରେ ୨୫ରୁ ଅଧିକ ଦଣ୍ଡୁଆ ରହିପାରିବେ ନାହିଁ । ମା’ ତାରାତାରିଣୀଙ୍କ ଯାତ୍ରାରେ ମଧ୍ୟ ଲାଗିଲା ରୋକ୍ । କେହି ମୁଣ୍ଡନ କରିପାରିବେ ନାହିଁ । ଦୋକାନୀମାନେ ପଞ୍ଚସୂତ୍ରୀ ନିୟମକୁ ଅନୁସରଣ କରିବେ । ଟ୍ବିଟ୍ ଯୋଗେ ସୂଚନା ଦେଲେ ଜିଲ୍ଲାପାଳ ।