-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
31-Mar-2021
ବଲାଙ୍ଗିର,(ପ୍ରେରଣା ଖବର)- ବଲାଙ୍ଗିର ଝିଅ ବାସନ୍ତି ନାଗ ରାଜ୍ୟସ୍ତରୀୟ ୧୮ ବର୍ଷରୁ କମ୍ ଖେଲୋ ଇଣ୍ଡିଆ ଖୋଖୋ ପ୍ରଶିକ୍ଷଣ ଶିବିର ପାଇଁ ମନୋନିତ ହୋଇଛନ୍ତି । ଏହି ଶିବିର କିଟ୍ ଏବଂ କିସ୍ କ୍ୟାମ୍ପସ୍ ଭୁବନେଶ୍ୱରଠାରେ ୨ ଏପ୍ରିଲ ରୁ ୩୧ ମେ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଜିଲ୍ଲା ଖୋଖୋ ପ୍ରଶିକ୍ଷକ ପଦ୍ମ ଚରଣ ଦାସ, ହଲଦି ପ୍ରଥମିକ ବିଦ୍ୟାଳୟ କ୍ରୀଡା ଶିକ୍ଷକ ଅଞ୍ଜନ କୁମାର ବେହେରା, ହାଇସ୍କୁଲ କ୍ରୀଡା ଶିକ୍ଷକ ପ୍ରସାଦି କମ୍ପ ଓ ଜିଲ୍ଲା କ୍ରୀଡାସଂସଦ ତରଫରୁ ବାସନ୍ତି ନାଗଙ୍କର ଶୁଭକାମନ କରିଛନ୍ତି । ଏ ନେଇ ବଲାଙ୍ଗିର ଜିଲ୍ଲାର କ୍ରୀଡାପ୍ରେମୀ ଓ ଜନସାଧାରଣମାନଙ୍କ ମନରେ ଆନନ୍ଦ ଲହରି ଖେଳିଯାଇଛି ।