-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME    ଅନ୍ୟାନ୍ୟ

ବର୍ତ୍ତମାନର ମୁଖ୍ୟ ଖବର

17-Oct-2020



୧.୧୯୮୭ରୁ ପ୍ରତି ବର୍ଷ ଅକ୍‌ଟୋବର‌ ୧୭ ତାରିଖରେ ପାଳିତ ହେଉଛି ‘ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ’। ଦାରିଦ୍ର୍ୟ, କ୍ଷୁଧା, ହି˚ସା ଓ ଭୟ ଦୂରକରିବା, ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ।

 

 ୨.ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ଉନ୍ନତିକରଣ କାର୍ଯ୍ୟର କରୁଛନ୍ତି ଅନଧ୍ୟାନ । ପୁରୀକୁ ଐତିହ ସହର ଭାବେ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।

 

 ୩.ଗ୍ୟାସ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ସିଲିଣ୍ଡର ପାଇଁ ଏଣିକି ଓଟିପି ଜରୁରୀ । ଏଣିକି ଆଉ ହୋଇପାରିବନି ଗ୍ୟାସ ଚୋରି ।

 

 ୪.ଅଲ୍ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (ଏମ୍‌ସ)ରେ ନିଯୁକ୍ତି ସୁଯୋଗ, ୧୮ ଅକ୍ଟୋବର ପୂର୍ବରୁ କରନ୍ତୁ ଆବେଦନ*

 

୫.ଆବେଦନ କରିବା ପାଇଁ (prajnaparamita.giri@gmail.com) ମେଲ୍ ଆଇଡିକୁ ନିଜର ସିଭି ପଠାନ୍ତୁ।

 

 ୬.ଖୁବ୍‌ ଶୀଘ୍ର ଭାରତରେ ଋଷୀୟ କରୋନା ଟିକା ସ୍ଫୁଟନିକ୍‌-V ର ଦ୍ୱିତୀୟ ଓ ତୃତୀୟ ମାନବ ପରୀକ୍ଷଣ*

 

 ୭.ଖୁସି ଖବର-ରାଜ୍ଯରେ ୨୮୪୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି ।ରାଜ୍ଯରେ ଏଯାବତ୍ ୨,୪୪,୨୨୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି ।

 

 ୮.ଉପନିର୍ବାଚନରେ ରାଜନୈତିକ ସଭା ନେଇ ଗାଇଡଲାଇନ ଜାରି ହୋଇଛି। ରାଜନୈତିକ ସଭା ନେଇ ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।

 

 ୯.ଖୋଲିଲା ସାବରିମାଲା କବାଟ, ଅକ୍ଟୋବର ୨୧ ପର୍ଯ୍ୟନ୍ତ ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ ଭକ୍ତ*

 

 ୧୦.ଭୁବନେଶ୍ୱରରେ ବସ ମାଲିକଙ୍କୁ ବଟି ମାଗି ୪ ଗିରଫ । ‘ଦାଦାବଟିକୁ ନାଁ ଅଭିଯାନ’ରେ ଗିରଫ କଲା ପୋଲିସ । କ୍ୟୁଏଟ ଓ ଖଣ୍ଡଗିରି ଥାନା ପୋଲିସ ଦ୍ୱାରା ଗିରଫ ।

 

 ୧୧.କଟକ ତେଲେଙ୍ଗାପେଣ୍ଠ ନିକଟରେ ହୋଇଥିବା ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ ରହିଛନ୍ତି।

 

 ୧୨.ଖୋଲିଲା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ୍। ସିଲ୍ ହେବାର ୮ ଦିନ ପରେ ଆଜି ଭୁବନେଶ୍ୱର ପଳାସପଲ୍ଲୀ ସ୍ଥିତ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ ଖୋଲିଛି।

 

 ୧୩.ଡିଜିଟାଲ ମିଡିଆର ବିସ୍ତାର ଓ ହଟଚମଟ ସୃଷ୍ଟିକାରୀ ଟେଲିଭିଜନ୍‌ ନ୍ୟୁଜ୍‌ର ବହୁଳ ପ୍ରସାର ସତ୍ତ୍ୱେ ଖବରକାଗଜ ତା’ର ବିଶେଷତ୍ୱ ବଜାୟ ରଖିଛି। ୬୬ ପ୍ରତିଶତ ଭାରତୀୟ ପ୍ରିଣ୍ଟ ମିଡିଆକୁ ସୂଚନାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉତ୍ସ ବୋଲି ବିବେଚନା କରନ୍ତି।

 

 ୧୪.୨୦୨୧ ଜାନୁୟାରୀରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ: ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ନେଇ ଅନିଶ୍ଚିତତା !

 

 ୧୫.କୋଭିଡ୍‌-୧୯ ଯୋଗୁ ରାଜ୍ୟ ରାଜକୋଷ ଉପରେ ଆର୍ଥିକ ଚାପ ବଢ଼ିଚାଲିଛି। ଗତ କିଛିବର୍ଷ ହେବ ରାଜ୍ୟ ପାଇଁ କେନ୍ଦ୍ରୀୟ ଅନୁଦାନ ହ୍ରାସ ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି ।

 

 ୧୬.ଲକଡାଉନ୍ ଯୋଗୁଁ ଭୋଗୁଥିଲେ ଆର୍ଥିକ ସମସ୍ୟା* ପଞ୍ଜାବର ଫରିଦକୋଟ ଜିଲ୍ଲାର କଲେର ଗାଁରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଏବଂ ୨ପିଲାଙ୍କ ସହ ନିଆଁ ଲଗାଇ ଆତ୍ମହତ୍ୟା କରି ଦେଇଛନ୍ତି। ମୃତକ ହେଲେ ରାଜସ୍ଥାନର ସିକର ଜିଲ୍ଲାର ୪୦ବର୍ଷ ବୟସ୍କ ଧର୍ମପାଳ ଯିଏ ଗତ ୧୦ବର୍ଷରୁ କଲେରରେ ନିଜ ପତ୍ନୀ ସୀମା(୩୬),ଝିଅ ମୋନିକା(୧୫) ଏବଂ ପୁଅ ହତିଷ(୧୦)ଙ୍କ ସହ ରହୁଥିଲେ। ଧର୍ମପାଳ ଏଠାକାର ଟୁଡି ରୋଡରେ ଏକ ଇଟାଭାଟିରେ ମୁନସି କାମ କରୁଥିଲେ।

 

 ୧୭.ଉତ୍ତରପ୍ରଦେଶର ଜାଲୌନରେ ଜଣେ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଖବର ସାମନାକୁ ଆସିଛି। ପୀଡ଼ିତା ଛାତ୍ରୀ ଜଣକ ଅସୁସ୍ଥ ଥିବା ମାଆଙ୍କୁ ଦେଖିବାକୁ ହସ୍ପିଟାଲକୁ ଯାଉଥିଲେ। ନାବାଳିକାଙ୍କୁ ଏକୁଟିଆ ଦେଖି ୨ଜଣ ଯୁବକ ତାଙ୍କୁ ଅପହରଣ କରି ନେଇଥିଲେ ଏବଂ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ।

 

୧୮. ଜଣେ ମହିଳା ନିଜ ସହ ହେଉଥିବା ଦୁଷ୍କର୍ମ ଏବଂ ବ୍ଲାକମେଲିଂ ସହି ନପାରି ଜଣେ ଯୁବକକୁ ହତ୍ୟା କରି ଦେଇଛନ୍ତି। ମହିଳା ଏହି ଯୁବକର ଅତ୍ୟାଚାରରେ ଅତିଷ୍ଠ ହୋଇ ତାକୁ ୨୫ଥର ଛୁରୀ ଭୁଷି ହତ୍ୟା କରି ଦେଇଛନ୍ତି। ଏହି ହୃଦୟବିଦାରକ ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଗୁନା ସହରରେ।

 

 ୧୯.ଦାଦାବଟି ଜୁଲମ ଅଭିଯୋଗରେ ଅଭିଯୋଗରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍‌। ରାଜାଙ୍କୁ କମିଶନରେଟ ପୋଲିସର ଆଣ୍ଟି ଏକ୍ସଟର୍ସନ ଉଇଙ୍ଗ୍ ଉଠାଇ ନେଇଥିବା ବେଳେ ଗିରଫ ପରେ କ୍ୟାପିଟାଲ ଥାନାରେ ତାଙ୍କୁ ଜେରା ଚାଲିଥିବା ଜଣାଯାଇଛି।

 

 ୨୦.ଭାରସାମ୍ୟ ହରାଇ କାନ୍ଥରେ ପିଟିଲା ଯାତ୍ରୀବାହୀ ବସ*ରାଉରକେଲା ସହରର ସୌଭାଗ୍ୟବସତ ବସରେ କୌଣସି ଯାତ୍ରୀ ରହି ନ ଥିଲେ । ଏହି ଦୁର୍ଘଟଣାରେ ଚାଳକ ଓ ହେଲପେର ଦୁଇ ଜଣ ସାମାନ୍ୟ ଆହତ ହୋଇଥିବାରୁ ସେମାନଙ୍କୁ ହସ୍ପିଟାଲକୁ ପଠାଯାଇଛି ଚିକିତ୍ସା ପାଇଁ ।

 

 ୨୧. ଏଡିଟର୍ସ ଗିଲ୍ଡ କ’ଣ?*ଏଡିଟର୍ସ ଗିଲ୍ଡ ୧୯୭୮ରେ ପ୍ରତିଷ୍ଠା ହୋଇଥିଲା। ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ରଖି ଏହି ସଂଘ ତିଆରି ହୋଇଥିଲା। ସାମ୍ବାଦିକଙ୍କ ସ୍ୱାଧୀନତାକୁ ସୁରକ୍ଷା ଦେବା ଓ ଖବରକାଗଜ ଏବଂ ପତ୍ରିକାର ମାନ ବୃଦ୍ଧି ପାଇଁ ଏହି ଏଡ଼ିଟର୍ସ ଗିଲ୍ଡ ପ୍ରତିଷ୍ଠା ହୋଇଥିଲା!

 

 ୨୨.ଆଜି ବାଲେଶ୍ୱର ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ତୁଷାରକାନ୍ତି ବେହେରା ଓ ତାଙ୍କର ସମର୍ଥକମାନେ ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା, ଜିଲ୍ଲା ସଭାପତି ରବିନ୍ଦ୍ର ଜେନା ଏବଂ ଅନ୍ୟ ବରିଷ୍ଠ ନେତୃମଣ୍ଡଳୀ ଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି*

 

 ୨୩.ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ,କହିଲେ- ମୋର କାର୍ଯ୍ୟାଳୟ ସିଲ୍ କରିବା ବିଏମ୍‌ସିର ବେଆଇନ୍ ପଦକ୍ଷେପ ଥିଲା। ଗୃହ ମନ୍ତ୍ରାଳୟର ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରାଯାଇ ପଦକ୍ଷେପ ନିଆଯାଇଛି। ମୁଁ ଆଇନ୍‌ର ଦ୍ୱାରସ୍ଥ ହୋଇପାରେ*

 

 ୨୪.କଳାହାଣ୍ଡିର ବିରଳ ଛତରଯାତ୍ରାରେ ପଶୁବଳି ନିଷେଧ ମାମଲା; ହାଇକୋର୍ଟର ନିର୍ଦ୍ଦେଶ ଉପରେ ସୁପ୍ରିମ କୋର୍ଟଙ୍କ ରହିତାଦେଶ*

 

 ୨୫.ସାରା ବିଶ୍ବର କ୍ୟାଲେଣ୍ଡରରେ ଏବେ ୨୦୨୦ ମସିହା ଚାଲିଥିବାବେଳେ ଏପରି ଏକ ଦେଶ ଅଛି ଯେଉଁଠାରେ ଆଜି ବି ୨୦୧୨ ମସିହା ଚାଲୁଛି। ଏହି ଦେଶରେ ବର୍ଷକ ବାରମାସ ନୁହେଁ ବରଂ ୧୩ ମାସ ଭାବେ ପ୍ରଚଳିତ। ଦେଶର ନାଁ ଇଥିଓପିଆ।

 

 ୨୬.୩ ବିଗ୍ରହଙ୍କୁ ୩ଟି କାର୍ ରେ ବସାଇ ନିଆଯାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଇସ୍କନର ଏଭଳି ମନମାନିର ପ୍ରତିବାଦ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତ ଓ ଭକ୍ତ*

 

 ୨୭.ଆଜିଠାରୁ ତେଜସ୍ ଏକ୍ସପ୍ରେସ ଟ୍ରେନ୍ ପୁଣି ଥରେ ଆରମ୍ଭ ହେଉଛି । ଦେଶର ପ୍ରଥମ ବେସରକାରୀ ଟ୍ରେନର କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ IRCTC ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛି*

 

      


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like