-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
26-Mar-2021
ଖୋର୍ଦ୍ଧା (ପ୍ରେରଣା ଖବର ବ୍ୟୁରୋ) :କରୋନା କଟକଣା ମଧ୍ୟରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ସଲପଡ଼ିହ ହରିଜନସାହି ରେ ମା ପା ଣ୍ଡବା ଶୁଣିଙ୍କ ବାର୍ଷିକ ଯାନୀ ଯାତ୍ରା ପାଳିହୋଇଛି l ସକାଳୁ ଠାକୁରାଣି ମାନଙ୍କୁ କତ୍ରିତ କରାଯାଇ ଗ୍ରାମ ପରିକ୍ରମା କରାଯାଇ ଥିଲା ତା ପରେ ଠାକୁରାଣୀ ମାନ ଙ୍କୁ ମଣ୍ଡପରେ ରଖାଯାଇ ପୂଜାଵିଧି କରାଯାଇ ସନ୍ଧ୍ୟାରେ ମେଲାନିଦିଅଯାଇ ଥିଲା ଠାକୁରାଣୀ ମାନଙ୍କୁ