-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
17-Oct-2020
ଆସନ୍ତା ମାର୍ଚ୍ଚ ସୁଦ୍ଧା ସୂର୍ଯ୍ୟ ମନ୍ଦିର ତଥା କୋଣାର୍କ ଅଧିସୂଚିତ କ୍ଷେତ୍ର ସହରାଞ୍ଚଳକୁ ସୌରଶକ୍ତି ଯୋଗାଇ ଦିଆଯିବ। ଛାତଉପର ସୌରଶକ୍ତି ବ୍ଯବସ୍ଥା, ସୋଲାର ପାଣି ପମ୍ପ୍, ଇ-ବାଇକ୍ ଓ ଇ-କାର ଇତ୍ୟାଦି ବ୍ଯବହାର ପାଇଁ ଲୋକଙ୍କୁ ପ୍ରବର୍ତ୍ତା ଯିବ। ଏଥିପାଇଁ ଓରେଡା ଅଧୀନରେ ୧୦ ମେଗୱାଟ୍ ସୌରଶକ୍ତି ପ୍ଲାଣ୍ଟ କଳାହାଣ୍ଡିରେ ପ୍ରତିଷ୍ଠା ହେବ।