-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
16-Oct-2020
ଗତ ୨୪ ଘଣ୍ଟାରେ ୫୩୭ଜଣ ମୋଟର ଯାନ ଆଇନ୍ ଓ ଓଡିଶା ସହରାଞ୍ଚଳ ପୋଲିସ ଆଇନ୍ ତଥା କୋଭିଡ୍୧୯ ଗାଇଡ୍ଲାଇନ୍ସର ଉଲ୍ଲଂଘନ ଅନୁଯାଇ ୧୬୧ଜଣ ମାସ୍କ ନପିନ୍ଧିବା ଓ ୬୧୦ଜଣ ସାମାଜିକ ଦୂରତା ନରଖିବା ପାଇଁ ଜୋରିମନା ଆଦାୟ କରାଯାଇଛି ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଲେ କଟକ ଡ଼ିସିପି!!