-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME    ଅନ୍ୟାନ୍ୟ

ସଂକ୍ଷେପରେ ମୁଖ୍ୟ ଖବର

16-Oct-2020



୧.୫୮ବର୍ଷ ପରେ ଏଥର ନବରାତ୍ରରେ ଘଟିବ ଏକ ବିରଳ ସଂଯୋଗ,ଶନି ମକର ରାଶିରେ’ ଏବଂ ‘ଗୁରୁ ଧନୁ ରାଶିରେ’ ରହିବେ। ଆସନ୍ତାକାଲି ସକାଳ ୯.୪୫ ରେ ଏହି ବିରଳ ଘଟଣା ଘଟିବ ।ଏହା ପୂର୍ବରୁ ଏପରି ସଂଯୋଗ ୧୯୬୨ ମସିହାରେ ସଂଗଠିତ ହୋଇଥିଲା। ଏପରି ସଂଯୋଗ ଦ୍ବାରା ଏଥର ନବରାତ୍ରୀ ପର୍ବର କଲ୍ୟାଣ କରିବ ବୋଲି ଜ୍ୟୋର୍ତିବିଦ୍ କହିଛନ୍ତି।

 

୨.ବଲିଉଡ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା ।

 

୩.୨୩ ତାରିଖରୁ ବିହାର ନିର୍ଵାଚନ ମଙ୍ଗ ଧରିବେ ପ୍ରଧାନ ମନ୍ତ୍ରୀ ମୋଦି ।

 

୪.କୋରୋନା କାଳରେ ଓଡ଼ିଶାକୁ ୨୨,୨୬୭.୬୬ କୋଟି ଟଙ୍କାର ପ୍ୟାକେଜ ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

୫.ଆଜି ନିଟ୍‌ ପରୀକ୍ଷା ଫଳ :ତେବେ ପରୀକ୍ଷାର୍ଥୀ ‘ntaneet.nic.in ଓ nta.ac.in’ ୱେବସାଇଟ୍‌ ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ। ସେପ୍ଟେମ୍ବର ୧୩ରେ ସାରା ଦେଶରେ ଅନୁଷ୍ଠିତ ପରୀକ୍ଷାରେ ୧୪ ଲକ୍ଷ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

 

 ୬.ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଖାଲି ଥିବା ସିଟ୍‌ ଲାଗି ଶୁକ୍ରବାର ସ୍ପଟ୍‌ ନାମଲେଖା‌ ଅନୁଷ୍ଠିତ ହେବ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ବଳକା ଥିବା ସିଟ୍‌ ପାଇଁ ଏହି ନାମଲେଖା କରାଯିବ।

 

 ୭.ନଭେମ୍ୱର ମାସରେ ଭାରତକୁ ଆସିପାରେ ରାଫେଲ ଯୁଦ୍ଧ ବିମାନର ଦ୍ୱିତୀୟ କିସ୍ତି । ପ୍ରକଳ୍ପର ସ୍ଥିତି ତଦାରଖ ପାଇଁ ଫ୍ରାନ୍ସରେ ଭାରତୀୟ ବାୟୁସେନା ଟିମ*

 

 ୮.ଗୁରୁତରଙ୍କୁ ରୋଗୀଙ୍କୁ ଚିକିତ୍ସାରେ ବିଳମ୍ବ ହେବା ଯୋଗୁଁ ନର୍ସିଂହୋମ୍‌ର‌ ଭଙ୍ଗାରୁଜା ସହ କର୍ମଚାରୀଙ୍କୁ ମାଡ ମରାଯାଇଛି | ବୁର୍ଲା ସମଲେଶ୍ବରୀ ନର୍ସିଂ ହୋମରେ ଏପରି ଘଟଣା ଘଟିଛି|

 

 ୯.ସେବା ପ୍ରଦାନରେ ନୂତନ ମାନକ ପ୍ରତିଷ୍ଠା କରିବା ନିମନ୍ତେ ପ୍ରଦ୍ୟୁଷଣ ବୋର୍ଡକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ, ଆଉ ୧୫ଟି ସହରରେ ସ୍ଥାପିତ ହେବ ବାୟୁ ପ୍ରଦ୍ୟୁଷଣ ପରିଚାଳନା ଷ୍ଟେସନ।

 

୧୦.୭୫ରେ ପାଦଦେଲେ ନବୀନ।ବାଲୁକାକଳାରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।କୋଭିଡ ପାଇଁ ଜନ୍ମ ଦିନ ପାଳିବେ ନାହିଁ ନବୀନ।

 

୧୧.ବରଗଡ଼:ବେଆଇନ୍‌ କଫ୍‌ ସିରପ୍‌ କାରବାରର ପର୍ଦ୍ଦଫାସ୍‌ କଲା ସୋହେଲା ପୋଲିସ୍‌: ୪ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର।

 

୧୨.ଫେରନ୍ତା ମୈ।ସୁମୀର ପ୍ରଭାବ,୧୯ରେ ପୁଣି ଆଉ ଏକ ଲଘୁଚାପ।

 

୧୩.ଖୋଲିଲା ଧଉଳି,ମାସ୍କ ଓ ସାନିଟାଇଜିଂ ବାଧ୍ୟ ତା ମୂଳକ।

 

୧୪.ବେଗୁନିଆପଡ଼ା:ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, ୧୦ ଜଣ ଓ୍ୱାର୍ଡ ସଭ୍ୟଙ୍କ ଅଭିଯୋଗ-‘ନୀତି ନିୟମ ମାନୁ ନାହାଁନ୍ତି ପଞ୍ଚାୟତ ମୁଖ୍ୟ’

 

୧୫.ଷ୍ଟକ ବଜାରରେ କଳା ଗୁରୁବାର,ସେନ୍‌ସେକ୍ସ ୧୦୬୬ ପଏଣ୍ଟ ଖସିଲା: ୧୦ ଦିନର ଉତ୍ସାହରେ ଲାଗିଲା ବ୍ରେକ୍‌, ନିବେଶକ ହରାଇଲେ ୩.୩ ଲକ୍ଷ କୋଟି।

 

୧୬.ଆର୍‌ସିବିକୁ ୮ୱିକେଟରେ ହରାଇଲା କିଙ୍ଗସ୍ ଏକାଦଶ ପଞ୍ଜାବ।

 

୧୭.ଦେଶରେ ସେରୋ ସର୍ଭେ ଏବଂ ନମୁନା ପରୀକ୍ଷା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ।

 

୧୮.ତାମିଲନାଡୁ:ମିଥୁନ ଚକ୍ରବର୍ତ୍ତୀଙ୍କ ବିଳସୀ ରିସୋର୍ଟ ଭାଙ୍ଗିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ।

 

 ୧୯. ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା!!

 

 ୨୦.ବିପର୍ଯ୍ୟୟ ମୁକାବିଲା, ନବୀନଙ୍କ ଫର୍ମୁଲା । ବାତ୍ୟା- ବନ୍ୟା-କରୋନା, ମହାବିପତ୍ତିକୁ ମାତ୍ ଦେଇ ନବୀନ ସାଉଁଟିଛନ୍ତି ବିଶ୍ୱରୁ ବାଃ ବାଃ!!

 

 ୨୧.ଚିଲିକାରେ ବୁଡି ଗଲା ଦ୍ବିତୀୟ ଭସାପୋଲ। ଜହ୍ନିକୁଦା ଠାରେ ଭସାପୋଲ ଭିତରେ ପସିଗଲା ଚିଲିକା ପାଣି। ଗତ ମାସ ୧୫ ତାରିଖରୁ ଆରମ୍ଭ ହୋଇଥିଲା ଦ୍ବିତୀୟ ଭସାପୋଲ ସେବା*

 

 ୨୨.ଜିଅନ୍ତା ଜଳିଗଲେ ଦମ୍ପତି। ରାମପୁରରେ କୋଇଲା ଚୁଲାରୁ ନିଆଁ ଲାଗି ପୋଡ଼ିଗଲେ। ଘଟଣାସ୍ଥଳରେ ସ୍ୱାମୀ ସ୍ତ୍ରୀ ଜୀବନ୍ତ ଦଗ୍ଧ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲାରେ।

 

 ୨୩.କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କୁ ଅନ୍ତରୀଣ ଜାମିନ : ବିଳାସପୁରରେ ଚିକିତ୍ସିତ ହେଉଥିବାର ସୂଚନା!!

 

 ୨୪.ରାଜଧାନୀରେ ବଢ଼ି ଚାଲିଛି ଆତଙ୍କରାଜ। କେଉଁଠି ଦିନ ଦ୍ୱିପ୍ରହରରେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତ ହାଣୁଛି ତ କେଉଁଠି ଖଣ୍ଡା ବୁଲାଇ ମାରିଦେବାକୁ ଧମକ ଦେଉଛି!!

 

 ୨୫.ଭୋପାଳ: ଜଣେ ୧୪ ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ ଓ ବ୍ଲାକ୍‌ମେଲିଂ କରିବା ଅଭିଯୋଗରେ ମଧ୍ୟପ୍ରଦେଶ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ୩ ଅଭିଯୁକ୍ତଙ୍କ ବୟସ ୧୮ରୁ ୧୯ ବର୍ଷ ମଧ୍ୟରେ ହେବବୋଲି ଜଣାପଡ଼ିଛି।

 

 ୨୬.ତପ୍ତପାଣି ଘାଟିରେ ଖସିପଡିଲା ବସ । ପାଳୁଖୋଳା ଗଡିଆଣି ବାଙ୍କ ନିକଟରେ ଭାରସାମ୍ୟ ହରାଇ ବସଟି ଓଲଟିଲା : ୧୮ ଜଣ ଯାତ୍ରୀ ଆହତ ସୂଚନା*

 

୨୭.ତେଲେଙ୍ଗାନାରେ ବର୍ଷା ଓ ବନ୍ୟାରେ ଏଯାଏଁ ୫୦ଜଣଙ୍କ ମୃତ୍ୟୁ । ହାଇଦ୍ରାବାଦରେ ବନ୍ୟା ଆସିବାରୁ ଗୋଟିଏ ପରିବାରର ୯ଜଣ ଭାସିଗଲେ । ଜଣେ ସୁରକ୍ଷିତ, ୪ମୃତଦେହ ଉଦ୍ଧାର, ୪ଏବେ ବି ନିଖୋଜ।

 

୨୮.ଇନ୍ଦୋରରେ କ୍ରିକେଟ୍ ବେଟିଂ ବେଳେ ପୋଲିସର ରେଡ୍, ୯ଗିରଫ । ଆଇପିଏଲ ମ୍ୟାଚ୍ ବେଳେ ଚାଲିଥିଲା କ୍ରିକେଟ୍ ବେଟିଂ । ୯ଜଣଙ୍କୁ ଗିରଫ ସହ ୫ଲକ୍ଷ ଟଙ୍କା ଓ ୧୫ଟି ମୋବାଇଲ ଜବତ।

 

୨୯.ଆଜିଠାରୁ ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ : ବିଏମସି ଓ ଆରଏମଆରସିର ମିଳିତ ତତ୍ତ୍ୱାବଧାନରେ ହେବ ନମୁନା ସଂଗ୍ରହ । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା ସେରୋ ସର୍ଭେ*

 

 ୩୦.ନଭେମ୍ବର ମାସରେ ନେପାଳ ଗସ୍ତ କରିବେ ଜେନେରାଲ ଏମ୍ ଏମ୍ ନରବଣେ । ନେପାଳ ସେନାର ସମ୍ମାନଜନକ ଜେନେରାଲ ର୍ୟାଙ୍କ୍ ପ୍ରଦାନ କରିବେ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ*

 

୩୧.ରାଉରକେଲାର ଅଣବ୍ୟାଙ୍କିଙ୍ଗ୍ ସଂସ୍ଥା ଫିନସର୍ଭ ପ୍ରାଇଭେଟ ଲିମିଟେଡ ନାଁରେ ୨୫୧ କୋଟିର ଠକେଇ ଅଭିଯୋଗ : ଜାଲ ଖାତା ଖୋଲି ପାଣ୍ଠି ଅନ୍ୟତ୍ର ସ୍ଥାନାନ୍ତର; ସିଇଓଙ୍କ ନାଁରେ ଆସିଲା ଅଭିଯୋଗ*  

       

୩୨.ଫ୍ରାନ୍ସରୁ ଋଷିଆ, ବ୍ରିଟେନରୁ ଚେକ୍‌ ଗଣରାଜ୍ୟ ପର୍ଯ୍ୟନ୍ତ କରୋନା ଭାଇରସ୍ ମହାମାରୀ ପୁଣି ଥରେ ୟୁରୋପୀୟ ନେତାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

 

 ୩୩.ଭାରତକୁ ଆତଙ୍କବାଦୀ ପଠାଇବାକୁ ଜୋର୍‌ଦାର ଉଦ୍ୟମ କରୁଛି ପାକିସ୍ତାନ। ଶୀତ ଋତୁ ପୂର୍ବରୁ ପାକିସ୍ତାନ ଆତଙ୍କାଦୀ ଓ ଅସ୍ତ୍ରଶସ୍ତ୍ର ଭାରତକୁ ପଠାବାକୁ ଯୋଜନା କରୁଥିବା ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଭଣେ ସୂଚନା ଦେଇଛନ୍ତି।

 

 ୩୪.ପୁରୀ ସତ୍ୟବାଦୀ ବ୍ଲକ ଦାସବିଦ୍ୟାଧରପୁର ଗାଁରେ ସରପଞ୍ଚ ହରିହର ନନ୍ଦଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନା


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like