-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
16-Oct-2020
ଝାରସୁଗୁଡା ,16.10- ଜିଅନ୍ତା ଜଳିଗଲେ ଦମ୍ପତି। ରାମପୁରରେ କୋଇଲା ଚୁଲାରୁ ନିଆଁ ଲାଗି ପୋଡ଼ିଗଲେ। ଘଟଣାସ୍ଥଳରେ ସ୍ୱାମୀ ସ୍ତ୍ରୀ ଜୀବନ୍ତ ଦଗ୍ଧ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲାରେ। ଝାରସୁଗୁଡା ଜିଲା ବ୍ରଜରାଜନଗର ସ୍ଥିତ ରାମପୁର ଠାରେ ଥିବା ଗିରିବର ଦାଶ(47)ଙ୍କ ପତ୍ନୀ ଗୀତା ଦାଶ ଆଜି ସକାଳେ କୋଇଲା ଚୁଲାକୁ ଘର ଭିତରକୁ ନେବା ସମୟରେ ଅସାବଧାନତା ହେତୁ ପିନ୍ଧିଥିବା ଶାଢୀରେ ନିଆଁ ଲାଗିଯାଇଥିଲା। ମହିଳା ତଳେ ପଡିବାରୁ ମହିଳାଙ୍କ ଦେହରେ ଜୋରରେ ନିଆଁ ଲାଗିଥିଲା!!*