-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
16-Oct-2020
କଲାହାଣ୍ଡି (ତ୍ରିନାଥ ବେଶ୍ରା ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଗୋତୋମୁଣ୍ଡ ଗ୍ରାମ ପଞ୍ଚାୟତ ଗୋତୋ ମୁଣ୍ଡା ଗ୍ରାମର ଚାରିବର୍ଷ ର ଦିବ୍ୟାଙ୍ଗ ଶିଶୁ ତୁମେଶ୍ୱର ନାଏକ ପିତା ଅରକ୍ଷିତ ନାଏକ ସେ କୌଣସି ସରକାରି ସହାୟତା ପାଇଁ ନ ଥିଲେ l ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ସେମାନଙ୍କୁ ଗୋ ତୋମୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ଯୁକ୍ତ ଜବାହର ଲାଳ ଗୋପାଳ ଆଜି ତା -୧୬/୧୦/୨୦୨୦ ରିଖ ଦିନ ତୁମେଶ୍ୱର୍ ନାଏକ ଙ୍କୁ ତିନି ମାସର ଭତା ଟ-୧୫୦୦ ଙ୍କ l ସରପଞ୍ଚ ଘରକୁ ଆସି ତୁମେଶ୍ଵର୍ ପିତା ମାତା ଙ୍କୁ ପନ୍ଦର ସହ ଟଙ୍କା ପ୍ରଦାନ କରିଛନ୍ତି l
ଏବଂ ତୁମେଶ୍ଵର ଙ୍କୁ ପ୍ରତେ କ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାପାଇଁ ସରପଞ୍ଚ ଶ୍ରୀ ଯୁକ୍ତ ଜବାହ lର ଲାଳ ଗୋପାଳ ଦିବ୍ୟlଙ୍ଗ ପରିବାର ଙ୍କୁ ଆଶ୍ୱାସନା ଦେଇଛନ୍ତି l
ସରପଞ୍ଚ ଙ୍କ ଏହି କାଯ୍ୟ କୁ ଗ୍ରାମ ବାସି ବହୁତ ପ୍ରଶଂସା କରିଥିଲେ ଏବଂ ଆମ ଚେନାଲ କୁ ମଧ୍ୟ ଧନ୍ୟବାଦ୍ ଜଣା ଇ ଥିଲେ l