-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ରାଜ୍ୟ

ରାଜ୍ୟ ରାଜନୀତିର ଅପରିଚିତ ଚେହେରାରୁ ଆକାଶଛୁଆଁ ଲୋକପ୍ରିୟତା, ବିରୋଧୀଙ୍କୁ ଚକମା ଦେଇ ଦୁଇ ଦଶନ୍ଧି ଧରି କ୍ଷମତାକେନ୍ଦ୍ରର ସାଜିଛନ୍ତି ବେତାଜ ବାଦଶାହା

16-Oct-2020



ରାଜନୀତିରେ ପାଦ ଥାପିବାର ଆବିଳତା ନଥିଲା । କଳା ସଂସ୍କୃତି ସହ ନିଜକୁ ଜଡିତ କରି ଭିନ୍ନ ଏକ ଜୀବନଶୈଳୀ ଜିଇଁ ଆସୁଥିଲେ ନବୀନ । ପେଜ ଥ୍ରୀ ଲାଇଫରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ଥିଲା ତାଙ୍କ ପରିଚୟ । ଯାହା ଭିତରେ ଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ. ଏଫ. କେନେଡିଙ୍କ ପତ୍ନୀ ଜାକଲିନ କେନେଡି । ନବୀନଙ୍କ ରଚିତ ବହି ‘ଏ ସେକେଣ୍ଡ ପାରାଡାଇଜ’ ଓ ‘ଦି ଗାର୍ଡେନ ଅଫ ଲାଇଫ’ର ସଂପାଦନା କରିଥିଲେ ମିସେସ କେନେଡି । ଦିଲ୍ଲୀର ସୋସିଆଲ ସର୍କଲରେ ଭିନ୍ନ ଏକ ପରିଚୟ ସହ ମଧ୍ୟ ନବୀନ ଅନେକ ବର୍ଷ କାଟିଛନ୍ତି । ରାଜନୀତିକୁ ଆସିବା ଆଗରୁ ଦିଲ୍ଲୀରେ ସେ ଏକ ବୁଟିକ୍ ଖୋଲିଥିଲେ, ଯାହାର ଗ୍ରାହକ ଥିଲେ ବିଶ୍ୱର ଖ୍ୟାତିସଂପର୍ଣ୍ଣ ରକବ୍ୟାଣ୍ଡ ଦି ବିଟିଲ୍ସ  *ରାଜନୀତି ପାଇଁ ତିଳେମାତ୍ର ଆଗ୍ରହ ରଖିନଥିବା ଜଣେ ବ୍ୟକ୍ତି ଯେ ବିଜୁ ଲିଗାସୀକୁ ଆଗକୁ ନେଇ ଜଣେ ଅଭିଜ୍ଞ ଓ ଲଢୁଆ ସେନାପତି ଭାବେ ଅନେକ ଚାଣକ୍ୟଙ୍କ ରଣନୀତିକୁ ମାତ୍ ଦେବେ, ବୋଧହୁଏ ଏହି ଆକଳନ କେହି କରିନଥିବେ । ମହାବାତ୍ୟାର ବିଫଳ ମୁକାବିଲାର ଅପବାଦରୁ ଆରମ୍ଭ ହୋଇଥିବା ସରକାର ଦୁଇ ଦଶନ୍ଧିରେ ସାରା ବିଶ୍ୱ ସାମ୍ନାରେ ଉଦାହରଣ ହୋଇ ଠିଆ ହୋଇଛି । ବିପର୍ଯ୍ୟୟ ମୁକାବିଲାରୁ ଆରମ୍ଭ କରି ଏକାଧିକ ବିକାଶ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ହୋଇଛି ଅନୁକରଣୀୟ  !

   ଦୁଇ ଦଶନ୍ଧିରେ ରାଜନୀତିର ହାୱା ବଦଳାଇଛନ୍ତି ନବୀନ । ନେତୃତ୍ୱର ନିଆରାପଣ ଜରିଆରେ ଜିତିଛନ୍ତି ଲୋକଙ୍କ ବିଶ୍ୱାସ । ନିନ୍ଦୁକ-ପ୍ରଶଂସକ, ପ୍ରତିପକ୍ଷ-ସମର୍ଥକ, କେହି ବି ସ୍ୱୀକାର କରିବାକୁ ଦ୍ୱିଧା କରିବେ ନାହିଁ ଯେ ନବୀନ ପଟ୍ଟନାୟକଙ୍କ ରାଜନୈତିକ ମୁଖ୍ୟସ୍ରୋତର କୂଳରେ ହିଁ ଘୁରି ବୁଲୁଛି ରାଜନୀତିର କ୍ରୀଡାଙ୍ଗନ ଯେଉଁଠି ବିଜୁ ଲିଗାସୀର ଏକ ନମ୍ବର ଧ୍ୱଜାଧାରୀ, ଏକ ନମ୍ବର ରାଜନୈତିକ ଦଳର ଏକ ନମ୍ବର ନେତାଙ୍କ ଉପରେ ସବୁକିଛି ନିର୍ଭରଶୀଳ ! ବର୍ତମାନ ସମୟରେ ନବୀନ ନିବାସ- ଓଡିଶା ରାଜନୀତିର ପ୍ରଥମ ଆଉ ଶେଷ ଠିକଣା । ରାଜନୀତି ହେଉ କି ଶାସନ ସୁପ୍ରିମୋଙ୍କ କର୍ତୃତ୍ୱର ବ୍ୟାପକତା ଓ ନିରଙ୍କଶୁତାର ପ୍ରମାଣ ହେଲା ସ୍ତାବକ, ସମାଲୋଚକଙ୍କ ଠାରୁ ଆରମ୍ଭ କରି କ୍ଷମତା ଅଳିନ୍ଦର ସବୁ ସ୍ତର ଆଉ ରାଜନୀତିର ଖଟିରେ ଗୋଟିଏ ଚର୍ଚ୍ଚା ତୃତୀୟ ମହଲା । ଯେଉଁଠୁ ମୁଖ୍ୟମନ୍ତ୍ରୀ ନିଅନ୍ତି ସେହି ସମସ୍ତ ନିଷ୍ପତି, ଯାହା ରାଜ୍ୟର ସାମୁହିକ ବିକାଶ କ୍ଷେତ୍ରର ପ୍ରେରଣା ହୋଇ ରହୁଛି! ଜାତୀୟ ରାଜନୀତିର ଟ୍ରେଣ୍ଡ ବଦଳାଇ ଦେଶର ରାଜନୀତିକୁ ନୂଆ ମୋଡ ଦେଇଥିବା ରାଜନୈତିକ ନେତାଙ୍କ ଭିତରେ ଆଜି ବି ନବୀନଙ୍କ ନାଁ ଗଣାଯାଉଛି । ରାଜନୀତିର ଅନଭିଜ୍ଞ ଗଳିରୁ ଚାଲିବା ଆରମ୍ଭ କରିଥିବା ନେତା ବିଗତ ଦୁଇ ଦଶକର ରାଜନୀତିରେ ନିଜ କ୍ଷୀପ୍ର ଆରୋହଣ ବଳରେ ବିଜୁ ଲିଗାସୀର ଧ୍ୱଜାଧାରୀଙ୍କ ସ୍ୱପ୍ନକୁ ଭାଙ୍ଗିବା ସହ ରାଜନୈତିକ ଶତ୍ରୁ ମାନଙ୍କୁ କ୍ଷମତା ଅଳିନ୍ଦରୁ ବାହାରେ ରଖିବାରେ ସମର୍ଥ ହୋଇଛନ୍ତି!


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like