-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
26-Feb-2021
ବରଗଡ଼ (ମୁକୁନ୍ଦ ଦାସ) : ନିଷ୍ଠା ପରିବାର ତରଫରୁ ଆଜି ନିଷ୍ଠା ଭବନ ଆନ୍ଧ୍ର କେମ୍ଫ, ଖଣ୍ଡହଥା ଠାରେ ଏକ ସଚେତନତାମୁଳକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ୧୦୮ ଆମ୍ବୁଲାନ୍ସ ଆସିବା ପୁର୍ବ ରୁ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଙ୍କୁ ଜରୁରୀକାଳୀନ ପ୍ରାଥମିକ ସେବା ପ୍ରଦାନ କରିବା ପାଇଁ ୧୦୮ ଆମ୍ବୁଲେନ୍ସ ର ମ୍ୟାନେଜର ଭରତ କୁମାର ପଣ୍ଡା ଏବଂ ଇ ଏମ୍ ଟି ବିକାଶ ମିଶ୍ର ତାଲିମ ପ୍ରଦାନ କରିଥିଲେ । ଏଥିରେ ନିଷ୍ଠା ପରିବାରର ସଭାପତି ରକ୍ଷପାଲ ସାହୁ, ସଂପାଦକ ଅଶ୍ବିନୀ କୁମାର ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁଙ୍କ ସହ ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ