-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||      ମାଁ ସାଉଁତେଶ୍ୱରୀ ମହୋତ୍ସବ (ମୂଳପୀଠ) ଅଏଁଲାସାରୀଠାରେ ଉଦ୍‌ଘାଟିତ   (12-Oct-2026)       ||      ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   (11-Oct-2026)       ||      ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||      *ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   (11-Oct-2026)       ||      ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||     

HOME   ଖେଳ

କ୍ରିକେଟ୍‌ରୁ ସନ୍ୟାସ ନେଲେ ଏହି ଖେଳାଳି, କହିଲେ ଦୁଇଟି ୱାର୍ଲ୍ଡକପ୍‌ ଜିତିବା ଜୀବନର ସବୁଠାରୁ ବଡ଼ ଉପଲବ୍ଧି

26-Feb-2021



ନୂଆଦିଲ୍ଲୀ, (ପ୍ରେରଣା ଖବର ବ୍ୟୁରୋ) ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଲ୍‌ରାଉଣ୍ଡର୍‌ ୟୁସୁଫ୍ ପଠାନ୍‌ କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି । ପଠାନ୍‌ ୨୦୦୭ ମସିହା ଟି-୨୦ ୱାର୍ଲ୍ଡକପ୍ ଏବଂ ୨୦୧୧ ମସିହା ୫୦ ଓଭର୍‌ର ୱାର୍ଲ୍ଡକପ୍ ଜିତିଥିବା ଭାରତୀୟ ଦଲର ସଦସ୍ୟ ରହିସାରିଛନ୍ତି । ସେ ଶୁକ୍ରବାର ଟ୍ୱିଟ୍‌ କରି ସନ୍ୟାସ ଘୋଷଣା କରିଥିବା ଜଣାପଡ଼ିଛି ।

ୟୁସୁଫ୍‌ ପଠାନ ଭାରତ ପାଇଁ ୫୭ଟି ୱାନ୍‌ଡେ ମ୍ୟାଚ୍‌ରେ ହାରାହାରି ୨୭ ରନ୍‌ ହିସାବରେ ୮୧୦ ରନ୍‌ କରିଛନ୍ତି । ଏଥିସହିତ ଟି-୨୦ ମ୍ୟାଚ୍‌ରେ ତାଙ୍କ ନାମରେ ୨୩୬ ରନ୍‌ ରହିଛି । ସେ ୱାନ୍‌ଡେରେ ୨ଟି ଶତକ, ୩ଟି ଅର୍ଦ୍ଧଶତକ କରିଛନ୍ତି ଏବଂ ସେ ୱାନ୍‌ଡେରେ ୩୩ଟି ଓ ଟି-୨୦ରେ ୧୩ଟି ୱିକେଟ୍‌ ହାସଲ୍‌ କରିଛନ୍ତି ।    

ୟୁସୁଫ୍‌ ଏନେଇ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ମୋର ମନେ ଅଛି ଯେଉଁଦିନ ମୁଁ ପ୍ରଥମେ ଭାରତର ଜର୍ସି ପନ୍ଧିଥିଲି । ମୁଁ କେବଳ ସେହି ଜର୍ସି ପିନ୍ଧିନଥିଲି ସେହି ଜର୍ସି ମୋ ପାଇଁ ପରିବାର ଥିଲା, କୋଚ୍‌, ବନ୍ଧୁ ଏବଂ ସାରା ଦେଶ ପାଇଁ ଥିଲା ।

ମୋର ପିଲାଦିନ ଓ ସାରା ଜୀବନ କ୍ରିକେଟ୍‌କୁ ନେଇ ବିତିଥିଲା ଏବଂ ଅନ୍ତରାଷ୍ଟ୍ରିୟ, ଘରୋଇ ଓ ଆଇପିଏଲ୍‌ କ୍ରିକେଟ୍‌ ମୁଁ ଖେଳିଥିଲି । କିନ୍ତୁ ଆଜି କିଛି ଅଲଗା ରହିଛି । ସେ ଆଗକୁ ଲେଖିଛନ୍ତି ଯେ ଆଜି କୌଣସି ଆଇପିଏଲ୍ ଫାଇନାଲ୍‌ କି ୱାର୍ଲ୍ଡକପ୍ ନୁହେଁ କିନ୍ତୁ ଆଜି ଦିନଟି ମୋ ପାଇଁ ସେହିପରି ଗୁରୁତ୍ୱପୂର୍ଣ୍ଣ । ଆଜି ସବୁ କ୍ରିକେଟ୍‌ କ୍ୟାରିୟର୍‌ରେ ସମ୍ପୂର୍ଣ୍ଣ ବିରାମ ଲାଗିଛି । ମୁଁ ଆଧିକାରୀକ ସ୍ତରରେ ସମସ୍ତ ଫର୍ମାଟ୍‌ରୁ ସନ୍ୟାସ ନେଉଛି ବୋଲି ସେ ଏଥିରେ ପ୍ରକାଶ କରିଛନ୍ତି । 

ଆଇପିଏଲ୍‌ରେ ୟୁସୁଫ୍‌ ୨୦୧୦ ମସିହାରେ ମୁମ୍ୱାଇ ଇଣ୍ଡିଆନ୍ସ ବିପକ୍ଷରେ ୩୭ ବଲ୍‌ରେ ଶତକ ହାସଲ୍ କରିଥିଲେ । ଯାହାକି ଆଇପିଏଲ୍‌ ଇତିହାସରେ ଦ୍ୱିତୀୟ ସବୁଠାରୁ ଦ୍ରୁତତମ ଶତକ । ଆଇପିଏଲ୍‌ରେ ସବୁଠାରୁ ଦ୍ରୁତତମ ଶତକ କ୍ରିସ୍‌ ଗେଲ୍‌ଙ୍କ ନାମରେ ରହିଛି । ସେ ୩୦ ବଲ୍‌ ଖେଳି ଏହି ରେକର୍ଡ ନିଜ ନାମରେ କରିଥିଲେ ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   12-Oct-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   12-Oct-2026
  ଜିଲ୍ଲା  
*ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   12-Oct-2026
  ଜିଲ୍ଲା  
କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   12-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   12-Oct-2026
  ଜିଲ୍ଲା  
ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   12-Oct-2026
  ଜିଲ୍ଲା  
ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ   12-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   12-Oct-2026
  ଜିଲ୍ଲା  
ମାଁ ସାଉଁତେଶ୍ୱରୀ ମହୋତ୍ସବ (ମୂଳପୀଠ) ଅଏଁଲାସାରୀଠାରେ ଉଦ୍‌ଘାଟିତ   12-Oct-2026
  ଜିଲ୍ଲା  
ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   11-Oct-2026

You Might Also Like