-+91-9937148622 |
prerana_bgr@rediffmail.com |
Thursday 10th September 2026 |
R.N.I. Regd No. ODIODI/2010/46693
Breaking News
10-Sep-2026
♦️ନନ୍ଦନକାନନରେ ନୂଆ ଉତ୍ସାହ, କଣ୍ଢେଇ ଧରି ଖେଳୁଛନ୍ତି ଓରାଂଓଟାନ,ଛାଡୁନାହାଁନ୍ତି କେୟାର ଟେକରଙ୍କ କୋଳ।*
♦️ୟୁଏଇରେ ଓଡ଼ିଶାର ବିଜନେସ୍ ମିଶନ୍; ମୋହନଙ୍କ ରାଉଣ୍ଡଟେବୁଲ୍ ବୈଠକରେ ରପ୍ତାନି ଓ ନିଯୁକ୍ତି ଉପରେ ବଡ଼ ଫୋକସ୍।*
♦️ଭୁବନେଶ୍ୱର:ସବୁଠି ଅଶାନ୍ତ କ୍ଯାମ୍ପସ୍, ଉତ୍କଳ,ବିଜେବି ପରେ ରାଜଧାନୀ କଲେଜରେ ଗୋଷ୍ଠୀ ସଂଘର୍ଷ।*
♦️ଶ୍ରୀମନ୍ଦିରରେ ୨ ଘଣ୍ଟା ବନ୍ଦ ରହିଲା ସାଧାରଣ ଦର୍ଶନ; ଭକ୍ତଙ୍କ ବାନ୍ତି ପରେ ହେଲା ବଡ଼ ମହାସ୍ନାନ ନୀତି।*
♦️ACF ସୌମ୍ୟରଂଜନ ମୃତ୍ୟୁ ମାମଲା : ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନ ହାଇକୋର୍ଟରେ ଖାରଜ।*
♦️ପୁଣି ଓଡ଼ିଶାକୁ କେନ୍ଦ୍ରର ଉପହାର, ଝାରସୁଗୁଡ଼ା-ଖଡ଼ଗପୁର ୪ର୍ଥ ଲେନ୍ ଟ୍ରାକ୍କୁ ମିଳିଲା ମଞ୍ଜୁରୀ।*
♦️ଭଦ୍ରକ:ଚାକିରି ନାଁରେ କୋଟିଏରୁ ଅଧିକ ଠକେଇ, ମହାଠକ ଗିରଫ; ଉପମୁଖ୍ୟମନ୍ତ୍ରୀଙ୍କ ପିଏ କହି ଠକିଥିଲା।*
♦️ସମ୍ବଲପୁର-ଝାରସୁଗୁଡ଼ା ସୀମାନ୍ତ ତଲାବିରାରେ ଜଳୁଛି କୋଇଲା, ରାଜସ୍ୱ କ୍ଷତି ସହ ବଢୁଛି ପ୍ରଦୂଷଣ।*
♦️କଟକ-ରାଜନଗର ରୁଟ୍ରେ କଖାରୁଣୀ ଛକ ନିକଟରେ ଭୟଙ୍କର ଦୁର୍ଘଟଣା; ରାସ୍ତା ତଳକୁ ଓଲଟିଲା ବସ୍, ୩୦ରୁ ଅଧିକ ଯାତ୍ରୀ ଆହତ।
♦️ବଲାଙ୍ଗିର, ଭରୁଆପାଲି ଗାଁ:ସୈତାନ ସାଜିଲା ସ୍ୱାମୀ! ମଦ ପିଇ ସ୍ତ୍ରୀକୁ ମାରିଲା, ୩ ବର୍ଷର ଝିଅକୁ ବି ହାଣିଲା।*
♦️ଭାରତରେ ବିଭିନ୍ନ ରାଜ୍ୟ ସହିତ ପାକିସ୍ତାନରେ ଥିବା ମହାପ୍ରଭୁଙ୍କ ଜମି ଚିହ୍ନଟ ହେବ: ଆଇନ ମନ୍ତ୍ରୀ*
♦️ସୁନ୍ଦରଗଡ଼, ପିଠାଭୁଇଁ ଜଙ୍ଗଲ:ପାର୍ବଣ ପୂର୍ବରୁ ଜଙ୍ଗଲରେ ବେଆଇନ ମଦ କାରବାର ଉପରେ ଚଢ଼ାଉ; ବିପୁଳ ଦେଶୀ ମଦ ସହ ମଦ ପ୍ରସ୍ତୁତି ସାମଗ୍ରୀ ଜବତ।*
♦️ସାମାଜିକ ଗଣମାଧ୍ୟମରେ ୮୦ ଦଶକର ଟ୍ରେଣ୍ଡ:ମାୟାରେ ବାୟା ୭ରୁ ୭୦ ,ନେତାଠୁ ସେଲିବ୍ରିଟ୍ ସମସ୍ତେ ରେଟ୍ରୋ ପ୍ରେମରେ।
♦️୧୦୦ ବର୍ଷର ରେକର୍ଡ ଧ୍ୱସ୍ତ ! ଓଲି ରବିନସନ୍ ହାସଲ କଲେ ୧୦୦ ୱିକେଟ୍, ବୁମରାଙ୍କୁ ପକାଇଲେ ପଛରେ।*
♦️ଅଶୋଧିତ ତେଲ ୧୦୦ ଡଲାର ଟପିଲା, ପେଟ୍ରୋଲ ଲିଟରରେ ୫ ଓ ଡିଜେଲରେ ୨୩ ଟଙ୍କା କ୍ଷତି।*
♦️ସାହାରା ଗ୍ରୁପ ଠକେଇର ଶିକାର ଲୋକଙ୍କ ପାଇଁ ଖୁସୀ ଖବର: ମିଳିବ ଫସି ରହିଥିବା ଟଙ୍କା।*
♦️ଲାଲକିଲ୍ଲା ବିସ୍ଫୋରଣ: ଉମର-ଉନ-ନବି ମାଷ୍ଟରମାଇଣ୍ଡ,ଏନଆଇଏ ଚାର୍ଜସିଟ୍ରେ ଖୁଲାସା।*
♦️ଦୁବାଇ, ମହିଳା ଏସିଆ କପ୍ :ଆଜି ଭାରତ -ବାଙ୍ଗଲାଦେଶ ସେମିଫାଇନାଲ।*
♦️ଗୁଜରାଟର ଗାନ୍ଧୀନଗରରେ ବଡ଼ ଦୁର୍ଘଟଣା, ନିର୍ମାଣାଧୀନ ବିଲ୍ଡିଂର ଭାଙ୍ଗିଲା ସ୍ଲାବ୍; ଚାପି ହୋଇଛନ୍ତି ୧୫ ଜଣ।*
♦️ବ୍ରିକ୍ସ ସମ୍ମିଳନୀକୁ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି;ମୁତୟନ ହେବେ ୭ ହଜାର ଯବାନ।*
♦️ବିଶ୍ୱର ସବୁଠାରୁ ଧନୀ ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ, ଟ୍ରମ୍ପଙ୍କଠାରୁ ପାଆନ୍ତି ଅଧିକ ୭ ଗୁଣା ଦରମା।*
♦️ହର୍ମୁଜ ପ୍ରଣାଳୀରେ ଆମେରିକା ଓ ଇରାନ ମଧ୍ୟରେ ଭୟଙ୍କର ସଂଘର୍ଷ, ଜଳିଗଲା ଲକ୍ଷ ଲକ୍ଷ ବ୍ୟାରେଲ୍ ତେଲ।