-+91-9937148622 |

prerana_bgr@rediffmail.com |

  Sunday 6th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ    (05-Sep-2026)       ||      ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   (05-Sep-2026)       ||      ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   (05-Sep-2026)       ||      ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   (05-Sep-2026)       ||      ଗୁରୁଦିବସ ପାଳିତ   (05-Sep-2026)       ||      ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   (05-Sep-2026)       ||      *ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   (05-Sep-2026)       ||      ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   (05-Sep-2026)       ||      ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   (05-Sep-2026)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   (05-Sep-2026)       ||      ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   (05-Sep-2026)       ||      ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   (05-Sep-2026)       ||      ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ   (05-Sep-2026)       ||      ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ   (05-Sep-2026)       ||      ଅମୃତ ଶିକ୍ଷାସେବା ସମ୍ମାନ"ରେ ସମ୍ମାନିତ ହେଲେ ଶିକ୍ଷକ ଦେବଦତ୍ତ   (05-Sep-2026)       ||      ଗୁରୁ ଦିବସରେ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ-୨୦୨୬’ କାଲିମେଳାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା   (05-Sep-2026)       ||      ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ସୁନାମୁଦି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ଗୁରୁଦିବସ ପାଳିତ   (05-Sep-2026)       ||      *​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   (05-Sep-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   (05-Sep-2026)       ||      ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   (05-Sep-2026)       ||     

HOME   ଜିଲ୍ଲା

ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ଙ୍କ ମହାବୀର ପଡା ପରିଦର୍ଶନ

14-Jul-2026



ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ଙ୍କ ମହାବୀର ପଡା ପରିଦର୍ଶନ

 

ସମ୍ବଲପୁର -ଧନୁପାଲି :( ସଂଜୀବ ପାଣିଗ୍ରାହୀ ) ଦିନ ସକାଳେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳୀରାମ ଵୋନ୍ଦର ଓ ମହାନଗର କମିଶନର ଶ୍ରୀ ରେହାନ କ୍ଷେତ୍ରୀ ସମ୍ବଲପୁର ମହାନଗର ନିଗମସ୍ଥ ୱାର୍ଡ ୩୭ ମହାବୀରପଡା ପରିଦର୍ଶନ ରେ ଆସିଥିଲେ।ସ୍ଥାନୀୟ ନାଗରିକ ମାନଙ୍କ ତରଫରୁ ଉଭୟ ଙ୍କୁ ଫୁଲତୋଡା ସହ ପଡାକୁ ସ୍ୱାଗତ କରାଯାଇଥିଲା।ଲୋକଙ୍କ ତରଫରୁ ପଡା ର ବରିଷ୍ଠ ସଭ୍ୟ ଶିକ୍ଷାବିଦ

ରାଜେନ୍ଦ୍ର ପଣ୍ଡା ଉଭୟ ଅଧିକାରୀ ଙ୍କୁ ପଡା ର ବିଭନ୍ନ ମୋଲିକ ସମସ୍ୟା ଯଥା ମହାବୀର ପଡା ଖେଳପଡ଼ିଆ ର ଉନ୍ନତି କରଣ,ଷ୍ଟ୍ରୀଟ ଲାଇଟ ନ ଜଳିବା, ଧନୁପାଲି ଛକ ରୁ ସିନ୍ଦୁରପଙ୍କ,ନକ୍ସାପାଲି ଓ ଖଣ୍ଡୁଆଲ ରାସ୍ତା ସବୁ ସମ୍ପୂର୍ଣ୍ଣ ଅନ୍ଧାର ହେବା,ପରିମଳ ବ୍ୟବସ୍ଥା ରାସ୍ତା ଉପରେ ମଇଳା ଡ଼ମ୍ପିଙ୍ଗ,ସ୍ୱରେଜ ବୋର୍ଡ଼ନାଲି ରେ ମଳ ପାଣି ରାସ୍ତାଉପରେ ଭାସିବା,ବିଦ୍ୟୁତ ବିଭ୍ରାଟ,ପାନୀୟ ଜଳ ଯୋଗାଣ ର ଅନିମିୟତା,ରାସ୍ତାଘାଟ ଓ,ନାଲି ନର୍ଦମା ମରାମତି,ମଦ ଭାଟି ର ଦୂଷିତ ପାଣି ବାହାରକୁ ଛାଡିବା,କଲ୍ୟାଣ ମଣ୍ଡପ ଠାରେ ଗାଡି ପାର୍କିଂ, ଯାତ୍ରୀ, ବିଶ୍ରାମାଗାର ,ଶୌଚାଳୟ , ଜବରଦଖଲ ଉଛେଦ ସହିତ,ମହାବୀରପଡା ଛକ ରେ ଏକ ହାଇମାକ୍ସ୍ ଲାଇଟ ବ୍ୟବସ୍ଥା ଇତ୍ୟାଦି ବିଷୟ ରେ ଅବଗତ କରେଇ ଥିଲେ।ସବୁ ଶୁଣି ସାରିଲାପରେ ଜିଲ୍ଲାପାଳ ମହୋଦୟ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀ ମାନ ଙ୍କୁ ସମସ୍ୟା ସମାଧାନ ଦିଗରେ ତପ୍ତର ହେବାକୁ ନିର୍ଦେଶ ଦେଇଥିଲେ।ଖେଳ ପଡ଼ିଆ ପରିଦର୍ଶନ କରିବା ସହ ସହରୀ ବିକାଶ ଯୋଜନା ରେ ତୁରନ୍ତ ପଡିଆ ର ଉନ୍ନୟନ କାମ ଆରମ୍ଭ କରିବାକୁ ଜିଲ୍ଲାପାଳ ଲୋକଙ୍କୁ ପ୍ରତିଶୃତି ଦେବାସହ ସମ୍ପୁକ୍ତ ଅଧିକାରୀ ମାନଙ୍କୁ ତୁରନ୍ତ କାମ ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ।ଏହା କେବଳ ରୋଟିନ ଭିଜିଟ ନୁହେଁ ଲୋକ ଙ୍କ ସହଯୋଗ କ୍ରମେ ବିଭାଗୀୟ ଅଧିକାରୀ ମାନେ ଆସି ସମସ୍ୟା ର ସମାଧାନ କରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହ ବିଶେଷ କରି ପରିମଳ ବ୍ୟବସ୍ଥା ସୁଧାରି ବାରେ ଲୋକଙ୍କ ସହଯୋଗ ପାଇଁ ଖୁସି ବ୍ୟକ୍ତ କରିବା ସହ ଆହୁରି ତ୍ୱରାନ୍ୱିତ କରି ପରିମଳ କ୍ଷେତ୍ରରେ ମହାବୀରପଡା କୁ ଶୀର୍ଷ ସ୍ଥାନ ରେ ରଖିବାକୁ ପଡ଼ାବାସୀ ଙ୍କୁ ଆହ୍ଵାନ ଦେଇଥିଲେ। ପରିଦର୍ଶନ ସମୟ ପ୍ରାୟ ସକାଳ ୭.୩୦ ପର୍ଯ୍ୟନ୍ତ ଷ୍ଟ୍ରୀତଲାଇଟ ଜଳୁଥିବା ଦେଖି ଜିଲ୍ଲାପାଳ କ୍ଷୋଭ ପ୍ରକାଶ କରିବାରେ ଲାଇଟ ଦିନବେଳେ ଜଳୁଛି ଓ ରାତିରେ ଲିଭୁଛି କହି ଲୋକେ ଅଭିଯୋଗ କରିଥିଲେ।ଏହି ପରିଦର୍ଶନ ସମୟ ରେ ପଡା ର ବରିଷ୍ଠ ନାଗରିକ,ଯୁବଗୋଷ୍ଠୀ ଓ ମହିଳା ତଥା ବିଭିନ୍ନ ଗଳି ର ବାସିନ୍ଦା ଉପସ୍ଥିତ ରହି ନିଜ ନିଜ ସମସ୍ୟା ଜଣେଇଥିଲେ ପ୍ରମୁଖ ବିଭଗୀୟ ଅଧିକାରୀ ଓ ପଡା ବାସିନ୍ଦା ଙ୍କ ଗହଣ ରେ ଜିଲ୍ଲାପାଳ ଓ କମିଶନର ପଡା ର ଖେଳ ପଡିଆ ସମେତ ବିଭିନ୍ନ ସ୍ଥାନ ବୁଲି ସମସ୍ୟା ଅନୁଧ୍ୟାନ କରିଥିଲେ।ଏହି ପରିଦର୍ଶନ ସମୟରେ ସ୍ଥାନୀୟ ବାସିନ୍ଦା ସୁଧୀର ଦାଶ, କାହ୍ନୁ ଶର୍ମା,ସଂଜୀବ ପାଣିଗ୍ରାହୀ, ବିବେକାନନ୍ଦ ନାୟକ,ପ୍ରଶାନ୍ତ ନାୟକ,ପ୍ରଦୀପ ଧର,ବିହାରୀଲାଲ ବିଶ୍ୱାଳ,ଅନୀଲ ପ୍ରଧାନ,ବିବେକ ପଣ୍ଡା, ,ଆଲୋକ ମିଶ୍ର,ବିକାଶ ମିଶ୍ର,କପିଳ ନାୟକ,ଯୁବରାଜ ନାୟକ,ଅକ୍ଷୟ ରାୟ,ପ୍ରଦୀପ ପାଢ଼ୀ ,ପୂଜା ମିଶ୍ର, ମେନକା ପ୍ରଧାନ,ମମତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ   05-Sep-2026
  ଜିଲ୍ଲା  
ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   05-Sep-2026
  ଜିଲ୍ଲା  
ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   05-Sep-2026
  ଜିଲ୍ଲା  
ଗୁରୁଦିବସ ପାଳିତ   05-Sep-2026
  ରାଜ୍ୟ  
ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   05-Sep-2026
  ଜିଲ୍ଲା  
*ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   05-Sep-2026
  ଜିଲ୍ଲା  
ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   05-Sep-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   05-Sep-2026
  ଜିଲ୍ଲା  
ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   05-Sep-2026
  ଜିଲ୍ଲା  
ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   05-Sep-2026

You Might Also Like