-+91-9937148622 |
prerana_bgr@rediffmail.com |
Sunday 12th July 2026 |
R.N.I. Regd No. ODIODI/2010/46693
Breaking News
12-Jul-2026
(ରଂଜିତ ମହାନ୍ତି )
ବୋଦୁଅ ପଞ୍ଚାୟତର ପାଳସାହି ଶାନ୍ତିକମିଟି ପକ୍ଷରୁ ଜଗନ୍ନାଥ ଠାକୁରଙ୍କ ମଣ୍ଡପ ପ୍ରାଙ୍ଗଣରେ ଚାଲିଥିବା ଯୋଗଶିବିର ର ୧୦୦ ଦିନ ଅବସରରେ ଆଜି ଅତିଥିଭାବେ ଯୋଗଗୁରୁ ସୁବାଷ ଚନ୍ଦ୍ର ତ୍ରିପାଠୀ, ଧନେଶ୍ଵର ବେହେରା ପ୍ରତ୍ୟେକ ଦିନ ଯୋଗଶିକ୍ଷା ଦେlଇଥିବା ଯୋଗଗୁରୁ ବିଜୟ କୁମାର ଜେନା ଯୋଗ କରିବା ଦୂରା କଣ ଉପକାର ମିଳେ ଓ ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ସହିତ ଘୃତଯଜ୍ଞ ଅନୁଷ୍ଠିତ ହେlଇଥିଲା l ଏହି ଅବସରରେ ଯଜ୍ଞପଡିଆ ଠାରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେlଇଥିଲା l ଏଥିରେ ବୋଦୁଅ, ପାଳସାହି, ପଣ୍ଡାସାହି, ପୋଡ଼ପଡା,ଭଅଁରା ସମେତ ବିଭିନ୍ନ ଅଞ୍ଚଳରୁ ଲୋକମାନେ ଯୋଗଦେଇଥିଲେ l