-+91-9937148622 |

prerana_bgr@rediffmail.com |

  Sunday 6th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବେକରେ ଓଢଣୀ ଦେଇ ନବମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା   (06-Sep-2026)       ||      ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତିନିଧି ଦଳ ନର୍ଲା ବ୍ଲକ ବେହେରା ପାଟିରେ   (06-Sep-2026)       ||      ବେହେରା ପାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ   (06-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ    (05-Sep-2026)       ||      ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   (05-Sep-2026)       ||      ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   (05-Sep-2026)       ||      ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   (05-Sep-2026)       ||      ଗୁରୁଦିବସ ପାଳିତ   (05-Sep-2026)       ||      ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   (05-Sep-2026)       ||      *ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   (05-Sep-2026)       ||      ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   (05-Sep-2026)       ||      ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   (05-Sep-2026)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   (05-Sep-2026)       ||      ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   (05-Sep-2026)       ||      ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   (05-Sep-2026)       ||      ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ   (05-Sep-2026)       ||      ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ   (05-Sep-2026)       ||      ଅମୃତ ଶିକ୍ଷାସେବା ସମ୍ମାନ"ରେ ସମ୍ମାନିତ ହେଲେ ଶିକ୍ଷକ ଦେବଦତ୍ତ   (05-Sep-2026)       ||      ଗୁରୁ ଦିବସରେ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ-୨୦୨୬’ କାଲିମେଳାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା   (05-Sep-2026)       ||      ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ସୁନାମୁଦି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ଗୁରୁଦିବସ ପାଳିତ   (05-Sep-2026)       ||     

HOME   ଜିଲ୍ଲା

ଯୁବକଙ୍କୁ ହତ୍ୟା, ପୁଲିସର ତଦନ୍ତ ଜାରି

11-Jul-2026



ଡୁଙ୍ଗୁରିପାଲି(ଆରବିନ୍ଦ ମିଶ୍ର): ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ଗ୍ରାମର ଯୁବକ ସ୍ବରପ କୁମାର ପାଣ୍ଡେ (୨୭)ଓରଫ ବବୁନ ହତ୍ୟା କରି ଜଙ୍ଗଳ ରାସ୍ତା ଫୋପାଡି ଦେଇଥିବା ଅଭିଯୋଗ ହୋଇଅଛି । ପ୍ରାପ୍ତ ସୂଚନା ଅନୁସାରେ ସମଲେଇଚୁଆ ଗ୍ରାମର ଅଷାଢୁ ପାଣ୍ଡେଙ୍କ ପୁଅ ସ୍ବରୁପ କୁମାର ପାଣ୍ଡେ(୨୭) ସେ ସମ୍ବଲପୁରରେ ରହୁଥିଲା । ଗତ ୨ ଦିନ ହେବ ଗାଁକୁ ଆସିଥିଲେ । ଗାଁକୁ ଆସିଥୁବା ପରିବାର ଲୋକେ ମଧ୍ଯ ଭଲ ଭାବରେ ଜାଣିନଥିଲେ । ଦୁଇ ଦିନ ତଳେ ତାଙ୍କ ଶିକ୍ଷକ ବାପା କୌଣସି କାମରେ ଭୁବନେଶ୍ୱର ଯାଇ ଆଜି ସକାଳେ ଘରକୁ ଫେରିଥିଲେ । ଦିନ ୧୦.୫୧ରେ ଗ୍ରାମର

ଜଣେ ଯୁବକ ଫୋନ ଯୋଗେ ତାଙ୍କ ପୁଅ ଅଇଁଲାସାରୀ-ପାଙ୍କେଲ ଧର୍ସାର ପାଣ୍ଡିରିଡୁଙ୍ଗୁରି ଜଙ୍ଗଲିଆ ରାସ୍ତା କଡରେ ପଡିଥିବା ଜଣାଇଥିଲା । ଫୋନ ପାଇ ସେ ଘଟଣା ସ୍ଥଳରେ ଯାଇ ଦେଖିଲେ ଯେ ତାଙ୍କ ପୁଅକୁ କେହି ହତ୍ୟା କରି ନିଛାଟିଆ ସ୍ଥାନରେ ପକାଇ ଦେଇଥିବା ଅଭିଯୋଗ କରିଥିଲେ । ପାରିପାର୍ଶିକ ଅବସ୍ଥାକୁ ଦେଖୁଲେ କେହି ହତ୍ୟା କରି ପକାଇ ଦେଇଥିବା ସନ୍ଦେହ ହେଉଛି । ସମଲାଇଚୁଆଁ ପଂଚାୟତ ସାଲେପାଲି ମୁଖ୍ୟ ଛକରୁ ୫ଶ ମିଟର ଦୂର ରାସ୍ତାରେ ଏକ କୁକୁଡା ଦୋକାନ ରହିଛି । ଦୋକାନ ଠାରୁ ପ୍ରାୟ ୧୦/ ୨୦ ମିଟର ଦୂର ରାସ୍ତା ମଝିରେ ରକ୍ତ ପଢିଥିବା ଦେଖା ଯାଉ । ଉକ୍ତ ସ୍ଥାନକୁ ପୁଲିସ ଜଗି ରହିଥ‌ିବା ବେଳେ ସେଠାରେ ଯୁବକଙ୍କୁ ଆକ୍ରମଣ କରି ବୋଧହୁଏ ଅଇଁଲାସାରି ଜଙ୍ଗଲ ରାସ୍ତାକୁ ନିଆଯାଇଥିବା ସନ୍ଦେହ ଦେଖା ଦେଇଛି । ମୃତ ଯୁବକର ବାପା ମଧ୍ଯ ହତ୍ୟା ଅଭିଯୋଗ ଆଣିଛନ୍ତି । ନିକଟସ୍ଥ ଗ୍ରାମର କେତେକ ଯୁବକମାନଙ୍କ ସହିତ ତାଙ୍କର ପୂର୍ବ ଶତୃତା ରହିଥିବା ତାଙ୍କ ବାପା ଅଭିଯୋଗ ଆଣିଛନ୍ତି ।ପୁଲିସ ଠିକ୍ ଭାବରେ ତଦନ୍ତ କଲେ ଅଭିଯୁକ୍ତମାନେ ଧରାପଡିବେ ବୋଲି କହିଛନ୍ତି । ଘଟଣା ସୁଳରେ ରାମପୁର ଥାନାଧୁକାରୀ ରୋଜାଲିନ ପଟେଲ, ସୋନପୁର ଏସଡିପିଓ କଲ୍ୟାଣୀ ବେହେରା, ସୋନପୁର ଢଗ

ସ୍ବାଡ, ବଲାଙ୍ଗିର ସାଇ ଫିକ ଟିମ ପହଂଚି ଅଧୁକ ତଦନ୍ତ କରିଛନ୍ତି । ଡୁଙ୍ଗୁରିପାଲି ପୁଲିସ ଏକ ହତ୍ୟା ମାମଲା ରଜୁ କରି ତଦନ୍ତ ଜାରି ରଖୁଛନ୍ତି । ମୃତ ଯୁବକ ସମଲେଇଚୁଆ ଗ୍ରାମର ଶିକ୍ଷକ ଅଷାଢୁ ପାଣ୍ଡେ ଓ ଅଙ୍ଗନୱାଡି କର୍ମୀ ପୁଷ୍ପାଞ୍ଜଳୀଙ୍କ ଦୁଇ ଝିଅ ମଧ୍ୟରେ ଏକ ମାତ୍ର ପୁତ୍ର । ଘଟଣାଟି ଗତ ରାତିରେ ହୋଇଥିବା ବେଳେ ଏଥିରେ ଜଣକରୁ ଅଧିକ ବ୍ୟକ୍ତିଙ୍କ ସଂପୃକ୍ତି ରହିଥ‌ିବା ଆଲୋଚନା ହେଉଛି । ଜଣେ ବ୍ୟକ୍ତି ମାଧ୍ୟମରେ ଏହା ସମ୍ଭବ ହୋଇ ପାରିବ ନାହିଁ । ଏଣୁ ପୁଲିସ ଏ ଦିଗରେ ତଦନ୍ତ କରିବାକୁ ପରିବାର ବର୍ଗ ପକ୍ଷରୁ ଦାବୀ କରାଯାଇଛି


News Comment




Photo in News

Advertisment
Lastest News
  ଜିଲ୍ଲା  
ବେକରେ ଓଢଣୀ ଦେଇ ନବମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା   06-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତିନିଧି ଦଳ ନର୍ଲା ବ୍ଲକ ବେହେରା ପାଟିରେ   06-Sep-2026
  ଜିଲ୍ଲା  
ବେହେରା ପାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ   06-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ   05-Sep-2026
  ଜିଲ୍ଲା  
ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   05-Sep-2026
  ଜିଲ୍ଲା  
ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   05-Sep-2026
  ଜିଲ୍ଲା  
ଗୁରୁଦିବସ ପାଳିତ   05-Sep-2026
  ରାଜ୍ୟ  
ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   05-Sep-2026
  ଜିଲ୍ଲା  
*ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   05-Sep-2026
  ଜିଲ୍ଲା  
ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   05-Sep-2026

You Might Also Like