-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
ବଲାଙ୍ଗିର, ଖପ୍ରାଖୋଲ (ପ୍ରେରଣା ଖବର) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଶାନ୍ତିପୁର ଗାଁରେ ସଶସ୍ତ୍ର ଡକାୟତି ଘଟଣା । ସ୍ବତନ୍ତ୍ର ପୋଲିସ ଟିମ୍ ଦ୍ବାରା ୧୫ ଡକାୟତ ଗିରଫ । ଶାନ୍ତିପୁର ଗାଁର ଆର୍ତ୍ତ କୁମାର ସାହୁଙ୍କ ଘରେ ଗତ ଜାନୁୟାରୀ ୨୨ ତାରିଖ ରାତିରେ ଘଟିଥିଲା ସଶସ୍ତ୍ର ଡକାୟତି । ନୟାଗଡ଼ର କୁଖ୍ୟାତ ଡକାୟତ ଗ୍ୟାଙ୍ଗ । ରବିବାର ୭ ଜଣ ଓ ମଙ୍ଗଳବାର ୮ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସପି ।