-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
ବଲାଙ୍ଗିର (ପ୍ରେରଣା ଖବର) :l ଆଜି ବଲାଙ୍ଗିର ଜିଲ୍ଲାରେ ମାତ୍ର 3 ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି l ବଲାଙ୍ଗିର ପୌରାଞ୍ଚଳର ୱାର୍ଡ଼ ନମ୍ବର 15 ରୁ ଜଣେ, କଣ୍ଟାବାଞ୍ଜି ଏନ୍ ଏ ସି ୱାର୍ଡ ନମ୍ବର 15 ରୁ ଜଣେ ଏବଂ ଟିଟିଲାଗଡ ମୁନିସିପାଲଟି ୱାର୍ଡ଼ ନଂ 14 ରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ l
ସୂଚନlଯୋଗ୍ୟ, ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ 8795 ଜଣା ପଜିଟିଭ ଚିହ୍ନଟ ହୋଇଥିବ ବେଳେ 14 ଟି ଆକ୍ଟିଭ କେଶ୍ ରହିଛି ଓ ମୋଟ 8740 ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି l