-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
19-May-2026
କଟକ(ତପନ ମହାନ୍ତି) ଭବାନୀପାଟଣାର ଆର୍ ଆଣ୍ଡ ବି ଡିଭିଜନର AEE (ସହାୟକ ନିର୍ବାହୀ ଯନ୍ତ୍ରୀ), ଶ୍ରୀ ଭୁବନେଶ୍ୱର ସବରଙ୍କ ଦ୍ୱାରା ଅଧିକ ଆୟ ବର୍ହିଭୂତ ସମ୍ପତ୍ତି (DA) ରଖିବା ଅଭିଯୋଗରେ, ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭବାନୀପାଟଣାଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା 6 ଜଣ ଡିଏସ୍ପି, 8 ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲାର ତାଙ୍କ ନିମ୍ନଲିଖିତ 6 ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି ,