-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||     

HOME   ଜିଲ୍ଲା

ଆତଙ୍କିତ ହୋଇ ପେଟ୍ରୋଲ ନ କିଣିବାକୁ ପରାମର୍ଶ ଦେଲେ ମନ୍ତ୍ରୀ

15-May-2026



କଟକ(ତପନ ମହାନ୍ତି) ସଂଗୀନ-ସାଂଘାତିକ-ଅସମ୍ଭାଳ। କେଉଁଠି ଛାନିଆ, କେଉଁଠି ଆତଙ୍କ। ଅଧରାତି ହେଉ କି ଉଦୁଉଦିଆ ଖରାବେଳ। କିଲୋମିଟର କିଲୋମିଟର ଯାଏଁ ଲମ୍ବିଛି ଲୋକଙ୍କ ଲମ୍ବା ଧାଡ଼ି। ରାଜଧାନୀରୁ ରାଉରକେଲା ଯାଏଁ ତୈଳ ସଂକଟର ସଂଗୀନ ଚିତ୍ର ଭିତରେ ସବୁକୁ ବଳିଯାଇଛି ଶ୍ରୀକ୍ଷେତ୍ର ପୁରୀ । ଯିଏ ଯାହା ପାଇଲା, ହାତରେ ଯାହା ପଡ଼ିଲା ଟେକିନେଇ ଆସିଛନ୍ତି ପେଟ୍ରୋଲ୍ ପାଇଁ। ପ୍ଲାଷ୍ଟିକ୍ ବୋତଲ ତ ବୋତଲ, ମାଳମାଳ ଟିଣ ଓ ବାଲଟି ଧରି ବି ପାଇଁ ଲାଇନରେ ଲୋକେ। ଜାର୍-ଜାରକିନ ଏପରିକି ପାଣି ବୁହା କେନ୍ ଭର୍ତ୍ତି କରି ପେଟ୍ରୋଲ୍ ଟେକିନେଇଛନ୍ତି। ଆଗକୁ ତେଲ ନ ମିଳିବା ଆଶଙ୍କାରେ ଲୋକେ ଏମିତି ପେଟ୍ରୋଲ-ଡିଜେଲ୍ ବୋହିଲେ ଯେ, ଶେଷରେ ପୋଲିସ ଆସି ତାଗିଦ୍ କରିବାକୁ ପଡ଼ିଥିଲା।

ରାଜଧାନୀ ଭୁବନେଶ୍ବର,କଟକ କାଲିଠୁ ଲାଗିରହିଛି ଅଣାୟତ ସ୍ଥିତି। ଚନ୍ଦ୍ରଶେଖରପୁର ପେଟ୍ରୋଲ ପ୍ରମ୍ପରେ ରାତି ସାଢେ ୧୨ଟାରେ ବି ତେଲ ପକେଇବାକୁ ଅପେକ୍ଷା କରିଥିଲେ ଶହଶହ ଗାଡ଼ି । କେବଳ ଏଇ ଗୋଟିଏ ନୁହେଁ, ସ୍ମାର୍ଟସିଟିର ସବୁ ପେଟ୍ରୋଲ ପମ୍ପର ଅବସ୍ଥା ଏମିତି । ଛିଡ଼ା ହେବା ତ ଛାଡ଼ନ୍ତୁ, ସୋରିଷ ବୁଣିବାକୁ ଜାଗା ନାହିଁ । କେଉଁଠି ଟାଙ୍କି ବନ୍ଦ ଆଉ କେଉଠି ରାତିଦିନ ମେଳା ଭଳି ଗହଳି ଲଗାଇଛନ୍ତି ଗ୍ରାହକ। ରାସ୍ତା ଉପରେ ବି ଧାଡ଼ି କରି ନିଜ ପାଳିକୁ ଅପେକ୍ଷା କରୁଛନ୍ତି । ଭିଡ଼ ଏଭଳି ହେଉଛି ଯେ, ପୋଲିସ ମୁତୟନ ହେବାକୁ ବାଧ୍ୟ ହେଲେଣି। ତଥାପି ଘଣ୍ଟା ଘଣ୍ଟା ଅପେକ୍ଷା କଲେ ବି ତେଲ ଠୋପେ ମିଳୁନି। ବାଲେଶ୍ୱର, କେନ୍ଦ୍ରାପଡ଼ା, ଜୟପୁର, ରାଉରକେଲାରେ ଟାଙ୍କିରେ ବି ସମାନ ଅବସ୍ଥା । ଅଧିକାଂଶ ପମ୍ପରେ ନିର୍ଦ୍ଦିଷ୍ଟ ପରିମାଣର ତେଲ ଦିଆଯିବାକୁ ନେଇ ଅସନ୍ତୋଷ ବଢିଛି ।

ସାରା ରାଜ୍ୟରେ ତେଲ ସଂକଟର ତମାମ ଦୃଶ୍ୟ ଓ ଅଭିଯୋଗ ଭିତରେ କିନ୍ତୁ ସବୁକୁ ଖଣ୍ଡନ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କହିଛନ୍ତି, ରାଜ୍ୟରେ ପେଟ୍ରୋଲ, ଡିଜେଲର ଅଭାବ ନାହିଁ । ୧୩ ଦିନ ପାଇଁ ଓଡ଼ିଶାରେ ତେଲ ଷ୍ଟକ୍ ରହିଛି । ନିର୍ଦ୍ଦିଷ୍ଟ ପରିମାଣର ତେଲ ଦେବାକୁ ସରକାରଙ୍କ ପକ୍ଷରୁ କୌଣସି ନିୟମ କରାଯାଇନି । ଭିଡ଼ ବଢ଼ିଯିବାରୁ ଟାଙ୍କି ମାଲିକ ଅଳ୍ପ ଅଳ୍ପ ପେଟ୍ରୋଲ୍-ଡିଜେଲ୍ ଦେଉଛନ୍ତି । ଏଣୁ ଆତଙ୍କିତ ହୋଇ ତେଲ ନ କିଣିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   15-Aug-2026
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026

You Might Also Like