-+91-9937148622 |
prerana_bgr@rediffmail.com |
Thursday 9th April 2026 |
R.N.I. Regd No. ODIODI/2010/46693
Breaking News
09-Apr-2026
(ରଂଜିତ ମହାନ୍ତି )
ଲକ୍ଷ୍ମୀ ବସରେ ନିଆଁ, ଯାତ୍ରୀ ସୁରକ୍ଷିତ ଆଜି ସନ୍ଧ୍ୟାରେ ବରୁଆଁ-ବରୀ ରାସ୍ତାର ଏରବାଙ୍କ ନିକଟରେ ବରୀ ଦିଗକୁ ଯାଉଥିବା ଲକ୍ଷ୍ମୀ ବସରେ ନିଆଁ ଲାଗି ଯାଇଥିଲା । ପଛ ଚକା ପାଖରୁ ଧୂଆଁ ବାହାରୁଥିବା ଦେଖି ଡ୍ରାଇଭର ଗାଡି ଅଟକାଇ ଥିଲେ । ଏହା ପରେ ବସରେ ଥିବା ଯାତ୍ରୀ ମାନେ ଓହ୍ଲାଇ ଯାଇଥିଲେ । ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । ପରେ ବରୁଆଁ ଅଗ୍ନିଶମ କେନ୍ଦ୍ରକୁ ଖବର ଦିଆ ଯାଇଥିଲା । ଅଗ୍ନିଶମ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିବା ଜଣା ଯାଇଛି