-+91-9937148622 |

prerana_bgr@rediffmail.com |

  Saturday 20th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ବୈଦିକ ରୀତିରେ ଶିବ–ପାର୍ବତୀଙ୍କ ବିବାହ ସମ୍ପନ୍ନ ଯୋଗଦେଲେ ବିଧାୟକ   (20-Jun-2026)       ||      କୋଶଲ କଳା ମଣ୍ଡଳର ମୁଖପତ୍ର ‘ଚତୁରଙ୍ଗ’ର ନବପ୍ରକାଶର ପଞ୍ଚମ ବର୍ଷର ପ୍ରଥମ ସଂଖ୍ୟା ଉନ୍ମୋଚିତ    (20-Jun-2026)       ||      ସୁଦପଡା ଶୀତଳଷଷ୍ଠୀରେ ଅସୀମା ପଣ୍ଡା ଷ୍ଟାର ନାଇଟ୍ ସହ ପ୍ରତିଭା ସମ୍ବର୍ଦ୍ଧନା   (20-Jun-2026)       ||      ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ    (19-Jun-2026)       ||      ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ    (19-Jun-2026)       ||      ବାହାର ଜିଲ୍ଲାରୁ ଆସୁଛି ଧାନ !   (19-Jun-2026)       ||      *ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   (19-Jun-2026)       ||      ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   (19-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   (19-Jun-2026)       ||      *ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   (19-Jun-2026)       ||      ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା    (19-Jun-2026)       ||      ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   (19-Jun-2026)       ||      ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ    (19-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ    (18-Jun-2026)       ||      ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   (18-Jun-2026)       ||      ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   (18-Jun-2026)       ||      *ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   (18-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   (18-Jun-2026)       ||     

HOME   ଜିଲ୍ଲା

ବିଭିନ୍ନ କ୍ଲଷ୍ଟର ରେ ଗଡିଲା ଶିକ୍ଷା ସଚେତନତା ରଥ କୀର୍ତ୍ତନ ଓ ନାଚଗୀତ ସହ ସାମିଲ ହେଲେ ଛାତ୍ରଛାତ୍ରୀ ଓ ଅବିଭାବକ

09-Apr-2026



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ର ବିଭିନ୍ନ ଗ୍ରାମରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ଙ୍କ ତତ୍ୱାବଧାନ ରେ ଶିକ୍ଷା ସଚେତନତା ରଥ ବିପୁଳ ଜନ ଜାଗରଣ ସୃଷ୍ଟି କରିଛି। କୀର୍ତ୍ତନ ସହ ଅବିଭାବକମାନେ ଯୋଗଦେଇ ଜନ ସାଧାରଣ ଙ୍କୁ ଶିକ୍ଷା ପ୍ରତି ସଚେତନ ହେବାକୁ ବାର୍ତ୍ତା ଦେଇଛନ୍ତି। କାଇଶକନ୍ଦା ଗ୍ରାମରେ ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ସାହୁ ଙ୍କ ନେତୃତ୍ୱ ରେ ସଂଗୀତ ର ତାଳେ ତାଳେ ଶିକ୍ଷା ସଚେତନତା ରଥ ଗଡ଼ିଥିଲା।

ଗଜବନ୍ଧ ଗ୍ରାମରେ ପ୍ରଧାନ ଶିକ୍ଷକ ହାରାଧନ ବେରିଆ ଙ୍କ ନେତୃତ୍ୱ ରେ ଶିକ୍ଷୟିତ୍ରୀ ମାନସୀ ନାଗ ଦୀପ ଜାଳି କଳସ ବସାଇ ହୁଳହୁଳି ଦେଇ ସ୍ୱାଗତ କରିବା ପରେ କୀର୍ତ୍ତନ ଓ ସଚେତନତା ରାଲି ମାଧ୍ୟମରେ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ  ଜନସାଧାରଣ ଓ ଛାତ୍ରଛାତ୍ରୀ ସ୍ୱାଗତ କରିଥିଲେ। ଶିକ୍ଷକ ପ୍ରଶାନ୍ତଜ୍ୟୋତି ପ୍ରଧାନ,ବିକାଶ ଭରାସାଗର, ଦିନେଶ ନାଏକ,ଗୋବିନ୍ଦ ସାହୁ,ଶିକ୍ଷୟିତ୍ରୀ କଳ୍ପନା ସେଠୀ,ଲଳିତା ଭୁଏ,ବର୍ଷାରାଣୀ ମଲ୍ଲିକ ସହଯୋଗ କରିଥିଲେ। ଗଜବନ୍ଧ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ରଣା, ଶିକ୍ଷକ ଶଙ୍କର ପ୍ରସାଦ ଭୋଇ,କଳାକାହ୍ନୁ ରଣା,ପ୍ରମୋଦ ପଧାନ,ଶିକ୍ଷୟିତ୍ରୀ ଅମୁଲ୍ୟ ଝାଙ୍କର,ସଂଯୁକ୍ତା ଭୋଇ,କର୍ମଚାରୀ ସୁବାସ ଭୁଏ, ଦାରାସିଂ ଛେଛୁଆଁ,କିରଟି ନାଏକ ଓ ଛାତ୍ରଛାତ୍ରୀ ବୀର ବାଜା ସହ ସ୍ୱାଗତ କରିବା ପରେ ପଣ୍ଡରାପାଲି ଗ୍ରାମରେ ବୀର ବାଜା ସହ ସ୍ୱାଗତ କରିଥିଲେ ପ୍ରଧାନ ଶିକ୍ଷକ ନନ୍ଦକିଶୋର ବିଶି, ଶିକ୍ଷକ ବିଶ୍ଵଦେବ ବେରିଆ, ସୂର୍ଯ୍ୟଭାନୁ ରାଉତ,ଅଜୟ ପଧାନ,ଅମର ତାଣ୍ଡିଆ ଓ ଛାତ୍ରଛାତ୍ରୀ । ଏହି ଅବସରରେ କୃତୀ ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଉପହାର ଦେଇ ସମ୍ମାନିତ କରାଯାଇଥିଲା। ସୁବର୍ଣ୍ଣପୁର ଶିକ୍ଷା ବିଭାଗ ର ସଚେତନତା ରଥ ପରିକ୍ରମା ଡୁଙ୍ଗୁରିପାଲି ବ୍ଲକ ର ବିଭିନ୍ନ ଗ୍ରାମର ଜନ ସାଧାରଣ ଙ୍କ ମନରେ ଶିକ୍ଷା ପ୍ରତି ଉତ୍ସାହ ସୃଷ୍ଟି କରିଥିବାରୁ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଅବସରରେ ଉତ୍ସବ ର ମାହୋଲ ସୃଷ୍ଟି କରିଛି। ସଭିଏଁ ପଢିବା ଓ ସଭିଏଁ ବଢିବା ର ନାରା ଦେଇଛନ୍ତି ଛାତ୍ରଛାତ୍ରୀ। ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଂଗଳ ଙ୍କ ବାର୍ତ୍ତା ସମ୍ବଳିତ ବାର୍ତ୍ତା ର ଲିଫଲେଟ ଜନସାଧାରଣ ଙ୍କୁ ବଣ୍ଟନ କରାଯାଇଥିଲା। ସେହିପରି ଅନ୍ଧାରିବାଞ୍ଜି କ୍ଲଷ୍ଟର ର ବିଭିନ୍ନ ଗ୍ରାମରେ ଶିକ୍ଷା ସଚେତନତା ରଥ ବିପୁଳ ଜନ ଜାଗରଣ ସୃଷ୍ଟି କରିଛି। ସିଆରସିସି ଚିତ୍ତରଞ୍ଜନ ଠାକୁର ଙ୍କ ତତ୍ୱାବଧାନ ରେ  ଅନ୍ଧାରିବାଞ୍ଜି ରେ  ପ୍ରଧାନ ଶିକ୍ଷକ ବାସୁଦେବ ସୁନା , ଶିକ୍ଷକ ହରିହର କର, ଲଚ୍ଛମନ ବାଘ, ଶ୍ୟାମ କୁଅଁର,ଉମେଶ

ମହାକୁର, ହରିହର ଭୋଇ,ଶିକ୍ଷାପ୍ରେମୀ ଗୟାଧର ପଧାନଙ୍କ ପରିଚାଳନା ରେ କୀର୍ତ୍ତନ ଓ ନାଚଗୀତ ସହ ସ୍ୱାଗତ କରିଥିଲେ ଗ୍ରାମବାସୀ। ଗନିଆଁ ରେ ପ୍ରଧାନ ଶିକ୍ଷକ ନାରାୟଣ ରଣା, ସଲିଲ ସାହୁ, ସୁରେନ୍ଦ୍ର ବେହେରା, ନୀଳାଞ୍ଚଳ ପଣ୍ଡା, ଅଶୋକ ପାଣ୍ଡିଆ,ଭୀମଟିକିରା ରେ ପ୍ରଧାନ ଶିକ୍ଷକ ଉତ୍କଳ ସାହୁ,ଶିକ୍ଷକ ରାଜକୁମାର ଭୋଇ,ପ୍ରଭାତରଞ୍ଜନ ତ୍ରିପାଠୀ,ଅଭିରାମ ପଧାନ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଙ୍ଗନୱାଡି କର୍ମୀ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ବିଦ୍ୟାବନ୍ତ ବିଦ୍ୟାର୍ଥୀ ବିକଶିତ ଓଡିଶା ର ସଂକଳ୍ପ ନେଇ ସ୍ୱାଗତ କରିଥିଲେ। ଏହି ଅବସରରେ ଅଧା ରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀ ଙ୍କୁ ଆସ ସ୍କୁଲ ଯିବା ସ୍ଲୋଗାନ ଦେଇ ସଚେତନ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ବୈଦିକ ରୀତିରେ ଶିବ–ପାର୍ବତୀଙ୍କ ବିବାହ ସମ୍ପନ୍ନ ଯୋଗଦେଲେ ବିଧାୟକ   20-Jun-2026
  ଜିଲ୍ଲା  
କୋଶଲ କଳା ମଣ୍ଡଳର ମୁଖପତ୍ର ‘ଚତୁରଙ୍ଗ’ର ନବପ୍ରକାଶର ପଞ୍ଚମ ବର୍ଷର ପ୍ରଥମ ସଂଖ୍ୟା ଉନ୍ମୋଚିତ   20-Jun-2026
  ଜିଲ୍ଲା  
ସୁଦପଡା ଶୀତଳଷଷ୍ଠୀରେ ଅସୀମା ପଣ୍ଡା ଷ୍ଟାର ନାଇଟ୍ ସହ ପ୍ରତିଭା ସମ୍ବର୍ଦ୍ଧନା   20-Jun-2026
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ   19-Jun-2026
  ଜିଲ୍ଲା  
ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ   19-Jun-2026
  ଜିଲ୍ଲା  
ବାହାର ଜିଲ୍ଲାରୁ ଆସୁଛି ଧାନ !   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   19-Jun-2026
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   19-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   19-Jun-2026

You Might Also Like