-+91-9937148622 |
prerana_bgr@rediffmail.com |
Friday 10th April 2026 |
R.N.I. Regd No. ODIODI/2010/46693
Breaking News
08-Apr-2026
(ରଂଜିତ ମହାନ୍ତି )
ରାଜ୍ୟ ସରକାରଙ୍କ ତରଫରୁ ଜନଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି। ଘରଘର ବୁଲି ଜନଗଣନା କରିବା ପାଇଁ ସରକାରୀ କର୍ମଚାରୀଙ୍କୁ ଆସନ୍ତା ୧୬ ତାରିଖରୁ ନିର୍ଦେଶ ଦିଆଯାଇଛି | ମାତ୍ର ୧ ତାରିଖରୁ ୧୫ ତାରିଖ ଯାଏ ସ୍ବଜନଗଣନା ହେବ ବୋଲି ସୂଚନା ମିଳିଛି। ଏହି ସ୍ବଜନଗଣନା ବରୀ ଡାକବଙ୍ଗଳାଠାରେ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ ଶୁଭାରମ୍ଭକରିଛନ୍ତି l ମୋବାଇଲ୍ ଫୋନ୍ ମାଧ୍ୟମରେ ଅନ୍ୟ ବ୍ୟକ୍ତିବିଶେଷ ମଧ୍ୟ ଏହା କରିପାରିବେ ବୋଲି କୁହାଯାଇଛି। ଏଠାରେ ତହସିଲଦାର ଦିପ୍ତିମୟୀ ବେହେରା ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ