-+91-9937148622 |

prerana_bgr@rediffmail.com |

  Sunday 5th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତାବିରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ   (04-Apr-2026)       ||      *ଖଡିଛୁଆଁ ଉତ୍ସଵ ପାଳନ ପ୍ରହସନ- ମିଡିଆ ବୁମ୍ ଆଗରେ ଜିଲ୍ଲା ଶିକ୍ଷାଧିକାରୀ ଗୁମ୍*   (04-Apr-2026)       ||      ବଲାଙ୍ଗୀର: ମେହେଫିଲ ର ନିଆରା କାର୍ଯ୍ୟକ୍ରମ ♦️ ରେଷ୍ଟେ।ରେଣ୍ଟରେ ରକ୍ତଦାନ ଶିବିର    (04-Apr-2026)       ||      ଓଡ଼ିଆ ପକ୍ଷ ଅବସରରେ ସୋନପୁରରେ ଓଡ଼ିଆ ନାମଫଳକ ସଚେତନତା ପଦଯାତ୍ରା   (04-Apr-2026)       ||      ଡାବୁଗାଁ ଠାରେ ଜନଗଣନା କ୍ଷେତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଦର୍ଶନ କଲେ ଜିଲ୍ଲା ପାଳ   (04-Apr-2026)       ||      ବଲାଙ୍ଗୀରରେ ମଡେଲ ଜଳ ଛତ୍ର ଉଦ୍ଘାଟନ   (04-Apr-2026)       ||      ସିମେଣ୍ଟ ବୋଝେଇ ୧୬ଚକିଆ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଚାଳକଙ୍କ ମୃତ୍ୟୁ, ହେଲପର ଗୁରୁତର   (04-Apr-2026)       ||      ଡାବୁଗାଁ ଅଞ୍ଚଳରେ ଗ୍ୟାସ ସମସ୍ୟା ଜଳଖିଆ ଦୋକାନୀଙ୍କ କାଠଚୁଲା ଭରସା   (04-Apr-2026)       ||      ସିମେଣ୍ଟ ବୋଝେଇ ୧୬ଚକିଆ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଚାଳକଙ୍କ ମୃତ୍ୟୁ, ହେଲପର ଗୁରୁତର    (04-Apr-2026)       ||      କେସିଙ୍ଗା ରେଲୱେ ଷ୍ଟେସନରୁ ୪୦ ଲକ୍ଷ ଟଙ୍କା ଜବତ କଲା ଟିଟିଲାଗଡ ରେଲୱେ ପୋଲିସ   (04-Apr-2026)       ||      ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ପ୍ରଦର୍ଶନ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ   (04-Apr-2026)       ||      ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ    (04-Apr-2026)       ||      ସ୍ୱଚ୍ଛତା କୁ ଗୁରୁତ୍ୱ ଦିଅନ୍ତି ଗୁଣ୍ଠିଆ   (04-Apr-2026)       ||      ସୀମା ଲଂଘନ କରିଛି ମନରେଗା ଦୁର୍ନୀତି ♦️ ଗ୍ରାମସାଥୀଙ୍କ ହେରାଫେରି ପ୍ରତି ଦୃଷ୍ଟି ପଡୁ !    (03-Apr-2026)       ||      ମଁl ସମଲେଇ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ କଳସଯାତ୍ରା   (03-Apr-2026)       ||      ବଲାଙ୍ଗୀର ଜିଲ୍ଲାରେ ସୀମା ଲଂଘନ କରିଛି ମନରେଗାରେ ଦୁର୍ନୀତି ♦️ ଗ୍ରାମସାଥୀଙ୍କ ହେରାଫେରି ପ୍ରତି ଦୃଷ୍ଟି ପଡୁ  !    (03-Apr-2026)       ||      ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ   (03-Apr-2026)       ||      ଶିକ୍ଷାକ୍ଷେତ୍ରରେ ପ୍ରତିମା ରାଉତଙ୍କ ଅବଦାନ ଅତୁଳନୀୟ   (03-Apr-2026)       ||      ଇକୋ କ୍ଲବ ଆନୁକୂଲ୍ୟରେ ହାତୀ ସୁରକ୍ଷା ସଚେତନତା ଅଭିଯାନ   (03-Apr-2026)       ||      ଐତିହାସିକ ପ୍ରସିଦ୍ଧ ଘୋରଡ଼ିଆ ଦୟଣାଚୋରି କୁଞ୍ଜ ମେଳଣ ଯାତ୍ରା   (03-Apr-2026)       ||     

HOME   ଜିଲ୍ଲା

ବଲାଙ୍ଗିର ଏ.ଆଈ.ଟି. ୟୁ.ସି. ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

02-Apr-2026



ବଲାଙ୍ଗିର(ପ୍ରେରଣା ଖବର): କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ଆହ୍ୱାନରେ ଶ୍ରମିକ ବିରୋଧୀ ଶ୍ରମକୋଡ଼ ପ୍ରତ୍ୟାହାର ଦାବୀରେ ଦେଶ ବ୍ୟାପି ପ୍ରତବାଦ ଦିବସ ଅବସରରେ ବଲାଙ୍ଗିର ଏ ଆଈ ଟି ୟୁ ସି ପକ୍ଷରୁ ଜିଲ୍ଲା ସଭାପତି ତୀର୍ଥ ପଧାନଙ୍କ ନେତୃତ୍ୱରେ ଉଭୟ ମହିଳା ଓ ପୁରୁଷ ଶ୍ରମିକ ମାନଙ୍କ ଏକ ଶୋଭାଯାତ୍ରା ସ୍ଥାନୀୟ କୋଶଳ କଳା ମଣ୍ଡପ ପଡିଆ ଗେଟରୁ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ

ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l ଶ୍ରମିକ ନେତାମାନେ ମୋଦି ସରକାରଙ୍କ ଶ୍ରମିକ ମlରଣା ନୀତି ବିରୁଦ୍ଧରେ କଡା ସମାଲୋଚନା କରି  ତୁରନ୍ତ ଶ୍ରମିକ ବିରୋଧୀ ୪ ଟି କଳା ଶ୍ରମ କୋଡ଼ ପ୍ରତ୍ୟାହାର କରି ୪୪ ଟି ଶ୍ରମ ଆଇନ ପ୍ରଣୟନ କରିବାକୁ ମତବ୍ୟକ୍ତ କରିଥିଲେ l ମୋଦି ସରକାର କେବଳ ପୁଞ୍ଜିପତି ମାନଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଦେଶର ଅଗଣିତ ଶ୍ରମଜୀବୀ ମାନଙ୍କ ହକ ଓ ଅଧିକାର ଗୁଡିକୁ ଛଡେଇ ନେଇ ସେମାନଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଚାଲିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ l
  ଶେଷରେ ଶ୍ରମିକ ବିରୋଧୀ ୪ଟି କଳା ଶ୍ରମକୋଡ଼ କେନ୍ଦ୍ର ସରକାର ଶୀଘ୍ର ପ୍ରତ୍ୟାହାର କରି ୪୪ଟି କଷ୍ଠଲବ୍ଧ ଶ୍ରମ ଆଇନ ପୁଣି ଲାଗୁ କରରିବା ପାଇଁ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କୁ ମେମୋରେଣ୍ଡମ ପ୍ରଦାନ କରିଥିଲେ l
ଏଥିରେ ଜଗବନ୍ଧୁ ବେହେରା, ପୁରୁଷୋତ୍ତମ କର୍ମୀ, ମାଧବୀ କଲତା, ପାଣ୍ଡଵ ଭୋଇ, ଓମୀ ଗୁପ୍ତା, କମଲ ଲୋଚନ ଭୋଇ, ନମିତା ପଟେଲ, ପଙ୍କଜିନୀ ବାଗ, ରସିକ ରଣା, କ୍ଷେତ୍ରମୋହନ ସାହୁ, ବାସନ୍ତୀ ରଣା ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ ଲ ଶେଷରେ ସହ ସମ୍ପାଦକ ସାଇବୁ ନନ୍ଦ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତାବିରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ   04-Apr-2026
  ଜିଲ୍ଲା  
*ଖଡିଛୁଆଁ ଉତ୍ସଵ ପାଳନ ପ୍ରହସନ- ମିଡିଆ ବୁମ୍ ଆଗରେ ଜିଲ୍ଲା ଶିକ୍ଷାଧିକାରୀ ଗୁମ୍*   04-Apr-2026
  ଜିଲ୍ଲା  
ବଲାଙ୍ଗୀର: ମେହେଫିଲ ର ନିଆରା କାର୍ଯ୍ୟକ୍ରମ ♦️ ରେଷ୍ଟେ।ରେଣ୍ଟରେ ରକ୍ତଦାନ ଶିବିର    04-Apr-2026
  ଜିଲ୍ଲା  
ଓଡ଼ିଆ ପକ୍ଷ ଅବସରରେ ସୋନପୁରରେ ଓଡ଼ିଆ ନାମଫଳକ ସଚେତନତା ପଦଯାତ୍ରା   04-Apr-2026
  ଜିଲ୍ଲା  
ଡାବୁଗାଁ ଠାରେ ଜନଗଣନା କ୍ଷେତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଦର୍ଶନ କଲେ ଜିଲ୍ଲା ପାଳ   04-Apr-2026
  ରାଜ୍ୟ  
ବଲାଙ୍ଗୀରରେ ମଡେଲ ଜଳ ଛତ୍ର ଉଦ୍ଘାଟନ   04-Apr-2026
  ଜିଲ୍ଲା  
ସିମେଣ୍ଟ ବୋଝେଇ ୧୬ଚକିଆ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଚାଳକଙ୍କ ମୃତ୍ୟୁ, ହେଲପର ଗୁରୁତର   04-Apr-2026
  ଜିଲ୍ଲା  
ଡାବୁଗାଁ ଅଞ୍ଚଳରେ ଗ୍ୟାସ ସମସ୍ୟା ଜଳଖିଆ ଦୋକାନୀଙ୍କ କାଠଚୁଲା ଭରସା   04-Apr-2026
  ଜିଲ୍ଲା  
ସିମେଣ୍ଟ ବୋଝେଇ ୧୬ଚକିଆ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଚାଳକଙ୍କ ମୃତ୍ୟୁ, ହେଲପର ଗୁରୁତର   04-Apr-2026
  ଜିଲ୍ଲା  
କେସିଙ୍ଗା ରେଲୱେ ଷ୍ଟେସନରୁ ୪୦ ଲକ୍ଷ ଟଙ୍କା ଜବତ କଲା ଟିଟିଲାଗଡ ରେଲୱେ ପୋଲିସ   04-Apr-2026
  ଜିଲ୍ଲା  
ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ପ୍ରଦର୍ଶନ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ   04-Apr-2026
  ଜିଲ୍ଲା  
ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ   04-Apr-2026

You Might Also Like