-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||     

HOME   ଜିଲ୍ଲା

ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ

29-Jun-2026



ବଲାଙ୍ଗିର:(ପ୍ରେରଣା ଖବର):  ସବୁବେଳେ ଚର୍ଚ୍ଚାରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗ। ଏବେ ଜିଲ୍ଲା ଶିକ୍ଷା ବିଭାଗ ର ଅବହେଳା ଯୋଗୁଁ ଜଣେ ପ୍ରଧାନ ଶିକ୍ଷୟତ୍ରୀ ଅବସରକାଳୀନ ପେନସନ ପାଇବାରୁ ବଞ୍ଚିତ ହେବାର ପରିଲକ୍ଷିତ ହେଉଛି।ସୂଚନା ଅନୁଯାୟୀ ବଲାଙ୍ଗିର ଲକ୍ଷ୍ମୀ ନାରାୟଣ ପଡ଼ା ସ୍କୁଲ ରେ ଚାଲିଛି ଉର୍ଦ୍ଦୁ ସ୍କୁଲ।ଜିଲ୍ଲାରେ ଥିବା ଏକମାତ୍ର ଏହି ମାଇନରିଟି ସ୍କୁଲ ୧୯୭୨ ସାଲରୁ ବଲାଙ୍ଗିର ସହରରେ ଚାଲିଛି।ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାଇନରିଟି ସ୍କୁଲ ର ନିଜସ୍ୱ ଗୃହ ନାହିଁ।ବାରବୁଲା ଭଳି ଏଠାରେ ସେଠାରେ ଚାଲିଛି ଏହି ସ୍କୁଲ।ଏହି ସ୍କୁଲ ରେ ଦୁଇ ଜଣ ଶିକ୍ଷୟତ୍ରୀ ଶିକ୍ଷକତା କରି ଆସୁଛନ୍ତି।ଜଣେ ଶିକ୍ଷୟତ୍ରୀ ଟିକ୍ରାପଡ଼ା ସ୍କୁଲ ରୁ ଡ଼େପୁଟେସନ ରେ ଆସିଥିବା ବେଳେ ଅନ୍ୟ ଜଣକ ପ୍ରୋଜେକ୍ଟ ଏମ୍ ଇ ସ୍କୁଲ ରୁ ୨୦୨୧ ରୁ ଆସି ଏହି ଉର୍ଦ୍ଦୁ ସ୍କୁଲ ରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି।ଏବେ ଦୁଇ ଜଣ ନିଜ କାର୍ଯ୍ୟରୁ ଅବସର ନେବେ।ଚଳିତ ୩୦ ତାରିଖ ଦିନ ସ୍କୁଲ ରେ ତାଙ୍କ ଶେଷ ଦିବସ। ଚିନ୍ତାର ବିଷୟ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଜୁନିଅର୍ ଶିକ୍ଷକ ଏହି ସ୍କୁଲ ରେ ଯୋଗଦାନ କରି ନ ଥିବାରୁ ପ୍ରଧାନ ଶିକ୍ଷୟତ୍ରୀ ଜଣକ ତାଙ୍କର ନୋ ଡିଉଜ୍ ସାର୍ଟିଫିକେଟ ଆବେଦନ କରିପାରି ନାହାନ୍ତି।ଯଦ୍ୱାରା ସେ ଅବସର ଦିନ ପାଇବାକୁ ଥିବା ଅବସରକାଳୀନ ପେନସନ ବ୍ୟବସ୍ଥା ରୁ ବଞ୍ଚିତ ହେବେ।ଅବସର ଦିନ ଅବସରକାଳୀନ ପେନସନ ପାଇବା ପାଇଁ ସରକାର ଘୋଷଣା କରିଥିବା ବେଳେ ବଲାଙ୍ଗିର ଜିଲ୍ଲା ରେ ସରକାର ଙ୍କ ଆଦେଶ କୁ ଅବମାନନା କରାଯାଉଥିବା ଜଣାପଡ଼ିଛି।ଶିକ୍ଷୟତ୍ରୀ ଜଣକ ତିନି ମାସ ପୂର୍ବରୁ ବଲାଙ୍ଗିର ସଦର ବି ଇ ଓ ଙ୍କୁ ତାଙ୍କ ଅବସର ସମୟ ବିଷୟରେ ଦୁଇ ଥର ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଇ ନ ଥିଲେ।ପରେ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ମଧ୍ୟ ସେ କର୍ଣ୍ଣପାତ କରିନଥିଲେ।ଜଣେ ଶିକ୍ଷକ ଅବସର ନେବାର ଚାରି ମାସ ପୂର୍ବରୁ ତାଙ୍କ ଅବସର କାଳୀନ କାଗଜପତ୍ର କରିବା ପାଇଁ ତାଙ୍କୁ ସୁଯୋଗ ଦେବା ପାଇଁ ସରକାରୀ ବ୍ୟବସ୍ଥା ଥିବା ସତ୍ତ୍ୱେ ଶିକ୍ଷୟିତ୍ରୀ ଜଣକ ସେହି ସୁବିଧା ରୁ ବଞ୍ଚିତ ହେଲେ।ଏଣୁ ସେ ତାଙ୍କ ଅବସରକାଳୀନ ସୁବିଧା ପାଇବାରୁ ଏବେ ବଞ୍ଚିତ ହେବାକୁ ଯାଉଛନ୍ତି ଯାହାକି ତାଙ୍କର ଚିନ୍ତାର କାରଣ ପାଲଟିଛି।ତେବେ ଇତି ମଧ୍ୟରେ ବଲାଙ୍ଗିର ସଦର ବ୍ଲକ୍ ରେ ୫୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଡ଼େପୁଟେସନ ଏବଂ ଟ୍ରାନସ୍ଫର ହୋଇ ଆସିଥିଲେ ମଧ୍ୟ ଏହି ମାଇନରିଟି ସ୍କୁଲ କୁ ଭୁଲିଗଲେ।କାହା ସ୍ୱାର୍ଥରେ ଏମାନଙ୍କୁ ବଦଳି କରି ଅଣାଗଲା।ଶିକ୍ଷକ ଙ୍କ ସ୍ୱାର୍ଥରେ ନା ଛାତ୍ର ଛାତ୍ରୀ ଙ୍କ ଉନ୍ନତି ପାଇଁ।ଜଣେ ଜୁନିଅର୍ ଶିକ୍ଷକ ଙ୍କୁ ସ୍କୁଲ କୁ ଦେଇଥିଲେ ପ୍ରଧାନ ଶିକ୍ଷୟତ୍ରୀ ତାଙ୍କୁ ଚାର୍ଜ ଦେଇ ନିଜ ଅବସର କାଳୀନ କାର୍ଯ୍ୟ କରିପାରିଥାନ୍ତେ ବୋଲି ବଲାଙ୍ଗିର ବିଇଓ ଭାବେ ଅତିରିକ୍ତ ଦାୟିତ୍ୱ ରେ ଥିବା ସଇଁତଳା ବ୍ଲକ ବି ଇ ଓ ଦିଲୀପ ଯୋଶୀଙ୍କୁ ଫୋନ୍ ମାଧ୍ୟମରେ ପଚାରିବାରୁ ସେ ପ୍ରତ୍ୟୁତ୍ତର ରେ ଏଭଳି କୌଣସି ନିୟମ ନାହିଁ ବୋଲି କହି ଫୋନ୍ କାଟି ଦେଇଥିଲେ।ତେବେ ଏଠି ପ୍ରଶ୍ନ ଉଠେ ସରକାର ଜାରି କରିଥିବା ସର୍ଭିସ କୋଡ ବିଷୟରେ ଜାଣି ନାହାନ୍ତି କି ବଲାଙ୍ଗିର ସଦର       ବିଇଓ ବୋଲି ଚର୍ଚ୍ଚା ହେଉଛି।ଏହା ପାଇଁ ଦାୟୀ କିଏ?ତେବେ କେଉଁ ନିୟମ ବଳରେ ଶିକ୍ଷୟତ୍ରୀ ଜଣକ ନିଜ ଅବସର କାଳୀନ ପେନସନ ବ୍ୟବସ୍ଥା ରୁ ବଞ୍ଚିତ ଅଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳ ଜବାବ୍ ଦେବେ କି ବୋଲି ପ୍ରଶ୍ନ ଉଠିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସେବା ସେତୁ କାର୍ଯ୍ୟକ୍ରମ   06-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   06-Oct-2026
  ଜିଲ୍ଲା  
ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   06-Oct-2026
  ଜିଲ୍ଲା  
ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   06-Oct-2026
  ଜିଲ୍ଲା  
ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ   05-Oct-2026
  ରାଜ୍ୟ  
ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   05-Oct-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   05-Oct-2026
  ରାଜ୍ୟ  
ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ   05-Oct-2026
  ଜିଲ୍ଲା  
କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   05-Oct-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   05-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   05-Oct-2026
  ଜିଲ୍ଲା  
ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   05-Oct-2026

You Might Also Like