-+91-9937148622 |

prerana_bgr@rediffmail.com |

  Tuesday 30th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   (30-Jun-2026)       ||      ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା    (29-Jun-2026)       ||      ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   (29-Jun-2026)       ||      ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   (29-Jun-2026)       ||      ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   (29-Jun-2026)       ||      ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   (29-Jun-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   (29-Jun-2026)       ||      ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   (29-Jun-2026)       ||      କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   (29-Jun-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    (29-Jun-2026)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   (29-Jun-2026)       ||      *ମଦ ବିକ୍ରୀ ବନ୍ଦ ସହ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବଜ୍ର ଶପଥ*   (29-Jun-2026)       ||      ବାଟରେ ଅଟକିଗଲା ଆମ୍ବୁଲାନ୍ସ, ଏକ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ   (29-Jun-2026)       ||      ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   (29-Jun-2026)       ||      ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   (29-Jun-2026)       ||      ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   (29-Jun-2026)       ||      ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||     

HOME   ଜିଲ୍ଲା

ବାରପାହାଡ ଦେବପୀଠରେ ଯାତ୍ରା ଆରମ୍ଭ,ବାରବଏଠା ପରେ ଛତରଗୁଡି ଯାତ୍ରା

01-Apr-2026



ତରଭା(ପ୍ରେରଣା ଖବର)-ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପାଇକବାହାଲ ଗ୍ରାମପଞ୍ଚାୟତ ରାଜପାଲି/ବ୍ରାହ୍ମଣୀପାଲିର ଦେବପୀଠରେ ବାରପାହାଡ ଯାତ୍ରା ଆରମ୍ଭ ହୋଇଯାଇଛି। ଚୈତ୍ରମାସ ତ୍ରୟୋଦଶୀତିଥି ମଙ୍ଗଳବାରଦିନ ବ୍ରାହ୍ମଣୀପାଲି (ମଖନାମୁଣ୍ଡା)ର କୁଠିଘରୁ ବାରବଏଠା ଯାଇ ବାରପାହାଡ ପର୍ବତରେ ଥିବା ଗୁମ୍ଫାରେ ଦେବପୀଠରେ ପୂଜାର୍ଚ୍ଚନା କରାଯାଇ ଥିଲା । ପରେ ସେଠାରୁ ବାଜାଗଜା ସହିତ ରାତିରେ ଛତର ବଏରଖ ଧରି ଏକ ଶୋଭାଯାତ୍ରାରେ

ରାଜପାଲିଗ୍ରାମ ଦେଇ ଡାଲତଳ ରାଜପାଲିପୀଠକୁ ପହଞ୍ଚିଥିଲା । ମଙ୍ଗଳବାର ଠାରୁ ଅଞ୍ଚଳଟି ଚଳଚଞ୍ଚଳ ହୋଇଉଠିଛି । ରାତିରେ ରାଜପାଲିଗ୍ରାମ ଦେଇ ଛତର ଆସିବା ବେଳେ ଗ୍ରାମର ଗଉଁତିଆ ଚକ୍ରଧର ପଣ୍ଡାଙ୍କ ସମେତ ସମସ୍ତଗ୍ରାମବାସୀ ଖଇ,ନଡିଆ,ଧୂପ,ଦୀପ ଓ ପାଣିଧାର ଦେଇ ପୂଜାର୍ଚ୍ଚନା କରିଥିଲେ । ରାତିରେ ରାଜପାଲି ଡାଲତଳ ପୀଠରେ ପୂଜାର୍ଚ୍ଚନା ପରେ ଆଜି ବୁଧବାର ପୁଣି ପୂଜା କରାଯାଇଥିଲା। ବୁଧବାର ରାତିରେ ପୁଣି ବାରପାହାଡ ପର୍ବତରେ ଥିବା ଗୁମ୍ଫାକୁ ପୂଜାପାଇଁ ଯାଇଥିଲା । ନୀୟମ ରହିଛି । ଯେଉଁବର୍ଷ ପୋଢବଳି ପଡେନାହିଁ ସେହିବର୍ଷ ପର୍ବତରୁ କେବଳ ଛତର ଆସି ରାଜପାଲିପୀଠରେ ପୂଜା ହୋଇଥାଏ । କିନ୍ତୁ ଯେଉଁ ବର୍ଷ ପୋଢବଳି ପଡିବ ସେହିବର୍ଷ ହଜାର ହଜାର ସଂଖ୍ୟାରେ ମାନସିକଧାରୀ ଛେଳି,କୁକୁଡା ଓ ପୋଢ ବୋଦା ନେଇ ପର୍ବତର ଗୁ୍‌ମ୍ଫାକୁ ଯାଇ ବଳି ଚଢାଇଥାନ୍ତି। ଚଳିତବର୍ଷ ଦୁଇଟି ପୋଢବଳି ପଡିବାର ରହିଛି। ସେଥିପାଇଁ ବାରପାହାଡ ଦେବଗୁମ୍ଫା ଚଳଚଞ୍ଚଳ ହୋଇଛି। ଆଜି ଚତର୍ଦ୍ଦଶୀ ତିଥିରେ ପୋଢବଳି ଦେଉଥିବା ମାନସିକଧାରୀ ପୋଢ ସହ ଏକ ଛେଳି ବୋଦା ନେଇ ମେଣ୍ଡାର ଦକ୍ଷିଣମୁଣ୍ଡରେ ଥିବା ମଙ୍ଗଳାସର (ସୁକତେଲନଦୀ)ରେ ଗାଧୋଇବା ପରେ ମେଣ୍ଡାଶୁଣୀ ମନ୍ଦିରରେ ପୂଜାର୍ଚ୍ଚନା କରା ଥିଲେ । ସେହିକ୍ରମରେ ଦୁଇଟି ପୋଢବୋଦା ଓ ଛେଳିକୁ ନେଇ ମଙ୍ଗଳାସରରେ ଗାଧୋଇବା ପରେ ମେଣ୍ଡାଶୁଣୀ ମନ୍ଦିରରେ ପୂଜା କରାଯାଇଥିଲା । ସେଠାରୁ ରାଜପାଲି ପୀଠକୁ ଅଣାଯାଇ ପୂଜାର୍ଚ୍ଚନା ପରେ ସଂଧ୍ୟାରେ ବାରାପାହାଡ ପର୍ବତର ଗୁମ୍ଫାକୁ ନିଆଯାଇଥିଲା। ବିଳମ୍ବିତ

ରାତିରେ ସେଠାରେ ପୋଢବଳି ଦିଆଯଇଛି । ହଜାର ହଜାର ଭକ୍ତ ଓ ମାନସିକଧାରୀଙ୍କ ସମ୍ମିଳିତ ଉଦ୍ୟମରେ ଯାତ୍ରା ସମ୍ପନ୍ନ ହୋଇଛି । ଅନେକ ମାନସିକଧାରୀ କପଡାରେ ନିର୍ମିତ ଛତର ମଧ୍ୟ ଦେଇଛନ୍ତି । ବାଜାଗଜାରେ ବାରପାହାଡ ପୀଠ କମ୍ପି ଉଠିଛି । ମଖନାମୁଣ୍ଡାର ଗଣ୍ଡସଂପ୍ରଦାୟର ଝାଙ୍କର ପୂଜକ ମାନେ ମୁଖ୍ୟପୂଜକ ଜିତେନ୍ଦ୍ରୀୟ ଝାଙ୍କରଙ୍କ ନେତୃତ୍ୱରେ ପୂଜାର୍ଚ୍ଚନା କରିଛନ୍ତି । ଗୁରୁବାର ଦିନ କେବଳ ରାଜପାଲି ଗ୍ରାମବାସୀଙ୍କ ପକ୍ଷରୁ ପୀଠରେ ପୂଜାର୍ଚ୍ଚନା ହେବ । ବଣପାହାଡ଼ ସେନା ପକ୍ଷ୍ୟରୁ ଗୁରୁବାର ରାତିରେ ଅର୍କଷ୍ଟ୍ରl ଓ ବୈଠକୀ କୀର୍ତ୍ତନ ର ଆୟୋଜନ କରାଯାଉଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   30-Jun-2026
  ରାଜ୍ୟ  
ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା   29-Jun-2026
  ଜିଲ୍ଲା  
ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   29-Jun-2026
  ଜିଲ୍ଲା  
ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   29-Jun-2026
  ଜିଲ୍ଲା  
ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   29-Jun-2026
  ଜିଲ୍ଲା  
ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   29-Jun-2026
  ଜିଲ୍ଲା  
କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   29-Jun-2026

You Might Also Like