-+91-9937148622 |

prerana_bgr@rediffmail.com |

  Tuesday 30th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   (30-Jun-2026)       ||      ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା    (29-Jun-2026)       ||      ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   (29-Jun-2026)       ||      ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   (29-Jun-2026)       ||      ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   (29-Jun-2026)       ||      ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   (29-Jun-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   (29-Jun-2026)       ||      ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   (29-Jun-2026)       ||      କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   (29-Jun-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    (29-Jun-2026)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   (29-Jun-2026)       ||      *ମଦ ବିକ୍ରୀ ବନ୍ଦ ସହ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବଜ୍ର ଶପଥ*   (29-Jun-2026)       ||      ବାଟରେ ଅଟକିଗଲା ଆମ୍ବୁଲାନ୍ସ, ଏକ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ   (29-Jun-2026)       ||      ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   (29-Jun-2026)       ||      ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   (29-Jun-2026)       ||      ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   (29-Jun-2026)       ||      ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||     

HOME   ଜିଲ୍ଲା

ବାରପାହାଡ ଦେବପୀଠରେ ଯାତ୍ରା ଆରମ୍ଭ,ବାରବଏଠା ପରେ ଛତରଗୁଡି ଯାତ୍ରା ,ରାତିରେ ପୋଢ ବଳି

01-Apr-2026



ତରଭା,୧ା୪-ସୁବର୍ଣ୍ଣପୁର ଜିଲ୍ଲା ତରଭାବ୍ଲକ ପାଇକବାହାଲ ଗ୍ରାମପଞ୍ଚାୟତର ରାଜପାଲି/ବ୍ରାହ୍ମଣୀପାଲିର ଦେବପୀଠରେ ବାରପାହାଡ ଯାତ୍ରା ଆରମ୍ଭ ହୋଇଯାଇଛି । ଚୈତ୍ରମାସ ତ୍ରୟୋଦଶୀତିଥି ମଙ୍ଗଳବାରଦିନ ବ୍ରାହ୍ମଣୀପାଲି(ମଖନାମୁଣ୍ଡା)ର କୁଠିଘରୁ ବାରବଏଠା ଯାଇ ବାରପାହାଡ ପର୍ବତରେ ଥିବା ଗୁମ୍ଫାରେ ଦେବପୀଠରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ସେଠାରୁ ବାଜାଗଜା ସହିତ ରାତିରେ ଛତର ବଏରଖ ଧରି ଏକ ଶୋଭାଯାତ୍ରାରେ ରାଜପାଲିଗ୍ରାମ ଦେଇ ଡାଲତଳ ରାଜପାଲିପୀଠକୁ ପହଞ୍ଚିଥିଲା । ମଙ୍ଗଳବାର ଠାରୁ ଅଞ୍ଚଳଟି ଚଳଚଞ୍ଚଳ ହୋଇଉଠିଛି । ରାତିରେ ରାଜପାଲିଗ୍ରାମ ଦେଇ ଛତର ଆସିବା ବେଳେ ଗ୍ରାମର ଗଉଁତିଆ ଚକ୍ରଧର ପଣ୍ଡାଙ୍କ ସମେତ ସମସ୍ତଗ୍ରାମବାସୀ ଖଇ,ନଡିଆ,ଧୂପ,ଦୀପ ଓ ପାଣିଧାର ଦେଇ ପୂଜାର୍ଚ୍ଚନା କରିଥିଲେ । ରାତିରେ ରାଜପାଲି ଡାଲତଳ ପୀଠରେ ପୂଜାର୍ଚ୍ଚନା ପରେ ଆଜି ବୁଧବାର ପୁଣି ପୂଜା କରାଯାଇଥିଲା । ବୁଧବାର ରାତିରେ ପୁଣି ବାରପାହାଡ ପର୍ବତରେ ଥିବା ଗୁମ୍ଫାକୁ ପୂଜାପାଇଁ ଯାଇଥିଲା । ନୀୟମ ରହିଛି । ଯେଉଁବର୍ଷ ପୋଢବଳି ପଡେନାହିଁ ସେହିବର୍ଷ ପର୍ବତରୁ କେବଳ ଛତର ଆସି ରାଜପାଲିପୀଠରେ ପୂଜା ହୋଇଥାଏ । କିନ୍ତୁ ଯେଉଁ ବର୍ଷ ପୋଢବଳି ପଡିବ ସେହିବର୍ଷ ହଜାର ହଜାର ସଂଖ୍ୟାରେ ମାନସିକଧାରୀ ଛେଳି,କୁକୁଡା ଓ ପୋଢ ବୋଦା ନେଇ ପର୍ବତର ଗୁ୍‌ମ୍ଫାକୁ ଯାଇ ବଳି ଚଢାଇଥାନ୍ତି । ଚଳିତବର୍ଷ ଦୁଇଟି ପୋଢବଳି ପଡିବାର ରହିଛି । ସେଥିପାଇଁ ବାରପାହାଡ ଦେବଗୁମ୍ଫା ଚଳଚଞ୍ଚଳ ହୋଇଛି । ଆଜି ଚତର୍ଦ୍ଦଶୀ ତିଥିରେ ପୋଢବଳି ଦେଉଥିବା ମାନସିକଧାରୀ ପୋଢ ସହ ଏକ ଛେଳି ବୋଦା ନେଇ ମେଣ୍ଡାର ଦକ୍ଷିଣମୁଣ୍ଡରେ ଥିବା ମଙ୍ଗଳାସର(ସୁକତେଲନଦୀ)ରେ ଗାଧୋଇବା ପରେ ମେଣ୍ଡାଶୁଣୀ ମନ୍ଦିରରେ ପୂଜାର୍ଚ୍ଚନା କରା ଥିଲେ । ସେହିକ୍ରମରେ ଦୁଇଟି ପୋଢବୋଦା ଓ ଛେଳିକୁ ନେଇ ମଙ୍ଗଳାସରରେ ଗାଧୋଇବା ପରେ ମେଣ୍ଡାଶୁଣୀ ମନ୍ଦିରରେ ପୂଜା କରାଯାଇଥିଲା । ସେଠାରୁ ରାଜପାଲି ପୀଠକୁ ଅଣାଯାଇ ପୂଜାର୍ଚ୍ଚନା ପରେ ସଂଧ୍ୟାରେ ବାରାପାହାଡ ପର୍ବତର ଗୁମ୍ଫାକୁ ନିଆଯାଇଥିଲା । ବିଳମ୍ବିତ ରାତିରେ ସେଠାରେ ପୋଢବଳି ଦିଆଯଇଛି । ହଜାର ହଜାର ଭକ୍ତ ଓ ମାନସିକଧାରୀଙ୍କ ସମ୍ମିଳିତ ଉଦ୍ୟମରେ ଯାତ୍ରା ସମ୍ପନ୍ନ ହୋଇଛି । ଅନେକ ମାନସିକଧାରୀ କପଡାରେ ନିର୍ମିତ ଛତର ମଧ୍ୟ ଦେଇଛନ୍ତି । ବାଜାଗଜାରେ ବାରପାହାଡ ପୀଠ କମ୍ପିଉଠିଛି । ମଖନାମୁଣ୍ଡାର ଗଣ୍ଡସଂପ୍ରଦାୟର ଝାଙ୍କର ପୂଜକମାନେ ମୁଖ୍ୟପୂଜକ ଜିତେନ୍ଦ୍ରୀୟ ଝାଙ୍କରଙ୍କ ନେତୃତ୍ୱରେ ପୂଜାର୍ଚ୍ଚନା କରିଛନ୍ତି । ଗୁରୁବାର ଦିନ କେବଳ ରାଜପାଲି ଗ୍ରାମବାସୀଙ୍କ ପକ୍ଷରୁ ପୀଠରେ ପୂଜାର୍ଚ୍ଚନା ହେବ । ବଣପାହାଡ଼ ସେନା ପକ୍ଷ୍ୟରୁ ଗୁରୁବାର ରାତିରେ ଅର୍କଷ୍ଟ୍ରl ଓ ବୈଠକୀ କୀର୍ତ୍ତନ ର ଆୟୋଜନ କରାଯାଉଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   30-Jun-2026
  ରାଜ୍ୟ  
ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା   29-Jun-2026
  ଜିଲ୍ଲା  
ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   29-Jun-2026
  ଜିଲ୍ଲା  
ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   29-Jun-2026
  ଜିଲ୍ଲା  
ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   29-Jun-2026
  ଜିଲ୍ଲା  
ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   29-Jun-2026
  ଜିଲ୍ଲା  
କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   29-Jun-2026

You Might Also Like