-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||     

HOME   ରାଜ୍ୟ

ପାର୍ଲିଆମେଣ୍ଟ ରେ ଉଠିଲା ଗ୍ରାମସଭା ର ବିନା ଅନୁମୋଦନ ରେ ଗ୍ରାଫlଇଟ ମାଙ୍ଗାନିଜ ଖଣି ବ୍ଲକ ଲିଜ ଏବଂ ନିଲାମ ପ୍ରସଙ୍ଗ

10-Mar-2026



ବଲାଙ୍ଗୀର(ପ୍ରେରଣା ଖବର):  ପାର୍ଲିଆମେଣ୍ଟର ଚଳିତ ଅଧିବେଶନ ରେ ରାଜ୍ୟସଭା ରେ ସାଂସଦ ନିରଞ୍ଜନ ବିଶି ଓଡିଶା ର ଗ୍ରାମସଭା ର ବିନା ଅନୁମୋଦନ ରେ ଗ୍ରାଫlଇଟ ମାଙ୍ଗାନିଜ ଖଣି ବ୍ଲକ ଲିଜ ଏବଂ ନିଲାମ ପ୍ରସଙ୍ଗ ଉଠାଇଥିଲେ l ସାଂସଦ ଶ୍ରୀ ବିଶି କହିଥିଲେ ଯେ ଓଡିଶା ହେଉଛି ଭାରତର ତୃତୀୟ ଆଦିବାସୀ ବହୁଳ ରାଜ୍ୟ l ଆଦିବାସୀଜନସଂଖ୍ୟା ୧ କୋଟି ଯାହା ମୋଟ ଜନସଂଖ୍ୟା ର ୨୫ ପ୍ରତିଶତ l ଆଦିବାସୀ ରହୁଥିବା ଅଞ୍ଚଳ ରେ ଜମି ଜଳ ଜଙ୍ଗଲ ପରିବେଶ ସୁରକ୍ଷିତ l ପାହାଡ଼ ପର୍ବତ ଡ଼ଙ୍ଗର ଅଞ୍ଚଳ ରେ ଖଣିଜ ସମ୍ପଦ ମଧ୍ୟ ସୁରକ୍ଷିତ l ମୋଗଲ ଇଂରେଜ ମାନଙ୍କ ସହିତ ଲଢ଼େଇ କରି ଜଙ୍ଗଲ ଅଧିକାର ସୁରକ୍ଷା କରିଛନ୍ତି ଆଦିବାସୀ l ଅଥଚ ଓଡିଶା ର ବଲାଙ୍ଗିର ଜ଼ିଲ୍ଲା ରେ ୬ ଟି ଗ୍ରାଫlଇଟ ମାଙ୍ଗାନିଜ ଖଣି ବ୍ଲକ ତଥା ସାଲେପାଲି ଗ୍ରାଫlଇଟ ବ୍ଲକ, ଲରମ୍ଭା ଗ୍ରାଫଇଟ ମାଙ୍ଗାନିଜ ବ୍ଲକ, କନେଇଟାଲ ଗ୍ରାଫଇଟ ମାଙ୍ଗାନିଜ ବ୍ଲକ, ଭରତବlହାଲ ଗ୍ରାଫଇଟ ବ୍ଲକ, ବବଜା ଗ୍ରାଫଇଟ ନାଙ୍ଗାନିଜ ବ୍ଲକ ଏବଂ ବିଅରପାଲି ଗ୍ରାଫଇଟ ମାଙ୍ଗାନିଜ ବ୍ଲକ ୬ ଟି କମ୍ପାନୀ କୁ ଖଣି ବିଭାଗ ୨0୨୩ -୨0୨୬ ମଧ୍ୟରେ ଲିଜ ଦେଇଛନ୍ତି l ଏହାଦ୍ୱାରା ୧0 ହଜାର ଏକର ପ୍ରାକୃତିକ ଜଙ୍ଗଲ ଧ୍ବଂସ ହେବ l ଆଦିବାସୀ ମାନେ ଜୀବନ ଜୀବିକା ହରାଇବେ ବୋଲି ସାଂସଦ ଶ୍ରୀ ବିଶି ପ୍ରସଙ୍ଗ ଉପସ୍ଥାପନ କରିଥିଲେ l ସାଂସଦ ଶ୍ରୀ ବିଶି ଆହୁରି ଉଦବେଗ ପ୍ରକାଶ କରିଛନ୍ତି ଯେ ଉକ୍ତ ଲିଜ ଏବଂ ନିଲାମ ଆଗରୁ ଗ୍ରାମସଭା ପଲ୍ଲିସଭା ର ଅନୁମତି କିମ୍ବା ଅନୁମୋଦନ ନିଆ ଯାଇନାହିଁ l ଜନ ଶୁଣାଣି କରି ଗାଁ ଲୋକଙ୍କ ସମ୍ମତି ନିଆଯାଇନାହିଁ l ୧୦୦ ରୁ ଉର୍ଦ୍ଧ ଗାଁ ଏହି ଖଣି ଖନନ ଦ୍ୱାରl ପ୍ରଭାବିତ ହେବ କିନ୍ତୁ ଗୋଟିଏ ବି ଗାଁ ରେ ଗ୍ରାମସଭା ହୋଇନାହିଁ ବୋଲି ସାଂସଦ ଶ୍ରୀ ବିଶି ପ୍ରଶ୍ନ ଉଠାଇଥିଲେ l ପେସା ଆଇନ କୁ ଉଲଂଘନ କରାଯାଇଛି l ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ୨00୬ ଅନୁସାରେ ଖଣି ଲିଜ, ଖଣି ନିଲାମ, ଜଙ୍ଗଲ ଜମି କିସମ ପରିବର୍ତନ ପୂର୍ବରୁ ଗ୍ରାମସଭା ର ଅନୁମୋଦନ ବାଧ୍ୟତାମୂଳକ କରାଯାଇଛି l କିନ୍ତୁ ଉକ୍ତ ନିୟମ କୁ ଉଲଂଘନ କରି ଖଣି ଲିଜ ଦିଆ ଯାଇଛି l ଏହି ଗ୍ରାଫlଇଟ ମାଙ୍ଗାନିଜ ଖଣି ଦ୍ୱାରା ମହାଦାଶିନୀ ଜଙ୍ଗଲ, ଅନ୍ଧାରି ଜଙ୍ଗଲ, ବରାପୁଟl ଡ଼ଙ୍ଗର, ତୁର୍ଲାମାଳ କାର୍ଲlମାଲ ଜଙ୍ଗଲ, ବୁଢ଼ା ଡ଼ଙ୍ଗର, ବସ୍ତ୍ରେନ ଡ଼ଙ୍ଗର, କାଳୀ ଡ଼ଙ୍ଗର, ଗନ୍ଧମାର୍ଦନ ପର୍ବତ ପ୍ରଭାବିତ ହେବ l ସେହିପରି କୋରାପୁଟ କଳାହାଣ୍ଡି ଜ଼ିଲ୍ଲା ର ସିଜି ମାଳି ପର୍ବତ , କୁଟ୍ରୁ ମାଳି, ବାଫିଲି ମାଳି ପର୍ବତ,ମାଝୀ ମାଳି, ଖଣ୍ଡୁଆଳ ମାଳି ପର୍ବତ, କୋଡ଼ିଙ୍ଗ ମାଳି ପର୍ବତ ଧ୍ବଂସ ହେବ ବୋଲି ସାଂସଦ ଶ୍ରୀ ବିଶି ଖୋଭ ପ୍ରକାଶ କରିଛନ୍ତି l ଜଙ୍ଗଲ ହେଉଛି ଜୀବଜଗତ ର ଜୀବନ ରେଖା l ପରିବେଶ ସୁରକ୍ଷା ପାଇଁ ୩୩ ପ୍ରତିଶତ ପ୍ରାକୃତିକ ଜଙ୍ଗଲ ଆବଶ୍ୟକ କିନ୍ତୁ ବଲାଙ୍ଗିର ଜ଼ିଲ୍ଲା ରେ  ମାତ୍ର ୧୮ %, ବରଗଡ଼ ଜ଼ିଲ୍ଲା ରେ ୧୩%, ଝାରସୁଗୁଡା ଜ଼ିଲ୍ଲା ରେ ୧0% ପ୍ରାକୃତିକ ଜଙ୍ଗଲ ରହିଛି ଏହା ମାନବ ସମାଜ ପାଇଁ ବିପଦ l ତେଣୁ ଜନସାଧାରଣଙ୍କ ସାମୁହିକ ସ୍ୱାର୍ଥ ସୁରକ୍ଷା ପାଇଁ ପ୍ରସ୍ତାବିତ ଖଣି ଲିଜ ସମୀକ୍ଷା କରି ବାତିଲ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026
  ଜିଲ୍ଲା  
ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   11-Aug-2026
  ଜିଲ୍ଲା  
ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି   10-Aug-2026

You Might Also Like