-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
21-Feb-2026
ବଲାଙ୍ଗୀର(ପ୍ରେରଣା ଖବର):ବଲାଙ୍ଗୀର ଜିଲ୍ଲାର ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଗ୍ରାମ ପଞ୍ଚାୟତ ର କୁଟାସିଂହା ଗ୍ରାମର ପଡାଗ୍ରାମ କଣ୍ଟାପାଳି ରେ ଅବସ୍ଥିତ ଥିବା ମୂଳ ବାସିନ୍ଦା ଚିତ୍ରା ସା ଆଜକୁ ୧ ବର୍ଷ ୪ ମାସ ବିଗତ ତା ୨୦/୧୦/୨୦୨୪ ରେ ଏସ ଏସ ଈ ପି ଡି ବିଭାଗ ରେ ଅନଲାଇନ କରିଛନ୍ତି।ଏଠାରେ ସୂଚନା ଯୋଗ୍ୟ ଯେ ତାଙ୍କ ପରିବାର ର ସ୍ବାମୀ ଛେଳି ଚରାଇ ଜୀବିକା ମେଣ୍ଟାଇଥାନ୍ତି। ତାଙ୍କ ରୋଜଗାର କ୍ଷମ କମିହା ପୁଅର ମଧ୍ୟ ମୃତ୍ୟୁ ଗତ ୨୦୨୨ ମସିହାରେ ହୋଇଯାଇଛି।ନିଜେ ଏବଂ ବୋହୂ ଓ ନାତି ର ବୋଝ ତୁଲାଇବାକୁ ପଡୁଛି।ଗରିବ ପରିବାର ଜମି କହିଲେ ନାମକୁ ମାତ୍ର ଥିବା ବେଳେ ଭତ୍ତା ରୁ ବଞ୍ଚିତ ହେବା ଏକ ଦୁଃଖ ଓ ପରିତାପର ବିଷୟ ବୋଲି ଚିତ୍ରା ସା ଜଣାଇଛନ୍ତି।ତେଣୁ ଯଥା ଶୀଘ୍ର ଭତ୍ତା ପ୍ରଦାନ କରିବାକୁ ଦାବି ହେଉଛି।