-+91-9937148622 |

prerana_bgr@rediffmail.com |

  Saturday 22nd August 2026 |

| | | |

R.N.I. Regd No. ODIODI/2010/46693

Breaking News

ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||      ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   (21-Aug-2026)       ||      କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ    (21-Aug-2026)       ||      ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ    (21-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   (21-Aug-2026)       ||      ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   (21-Aug-2026)       ||      କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   (21-Aug-2026)       ||      ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   (21-Aug-2026)       ||      ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   (21-Aug-2026)       ||      ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   (21-Aug-2026)       ||      ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   (21-Aug-2026)       ||      ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   (20-Aug-2026)       ||      ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ    (20-Aug-2026)       ||      ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ    (20-Aug-2026)       ||      ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   (20-Aug-2026)       ||      ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||      ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   (20-Aug-2026)       ||      ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   (20-Aug-2026)       ||     

HOME   ଜିଲ୍ଲା

*ଆଠ ମାସ ର ଗର୍ଭବତୀ ବଧୂ ଙ୍କୁ ପିଟି ପିଟି ହତ୍ୟା* - *ସ୍ଵାମୀ ଗିରଫ ଓ ଶାଶୂ ଙ୍କୁ ତଦନ୍ତ ପାଇଁ ଥାନା ରେ ଅଟକ*-

18-Feb-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
"ବାପା ମୋତେ ଆଉ ମୋ ଶ୍ବଶୁର ଘରୁ ତୁମେ ନେବାକୁ  ନେହୁରା ହୁଅନି" "ମୋଭାଗ୍ୟକୁ ମୋ ଉପରେ ଛାଡ଼ିଦିଅ" ବିବାହ ର ଚାରି ଦିନ ପରେ ହିଁ ମୁଁ  ଭୋଗୁଥିବା ନିର୍ଯାତନା ଏବେ ବଢି ବଢି ଚାଲିଛି" "ପ୍ରତିଦିନ ର ମାଡ଼ ଗାଳି  ଏବେ ମୋର ଦେହସୁହା ହେଇଗଲାଣି" । "ଏବେ ମୁଁ ଆଠ ମାସ ର ଗର୍ଭବତୀ"  "ଆଉ କିଛି ଦିନ ଗଲେ ମୋର ଛୁଆ ଟିଏ ଜନ୍ମ ହୋଇଗଲେ କାଳେ ସୁଧୁରି ଯିବେ ମୋ ସ୍ଵାମୀ ଓ ତାଙ୍କ ପରିବାର ଲୋକେ" l "ହୁଏତ କୋମଳମତି ଛୁଆ ହିଁ  ମୋର ଭାଗ୍ୟରେ ପରିବର୍ତ୍ତନ  ଆଣି ଦେଇପାରେ" । "ତମେ ଆଉ ବ୍ୟସ୍ତ ହୁଅନି ବାପା ମୁଁ ଜିଇଁଲେ ଏଠି ଜିଇଁବି  ମଲେ  ଏଠି ମରିବି"  l "ଏହା ହିଁ   ଶେଷ କଥା ଥିଲା ବୋଧେ ବାପା ଙ୍କ ସହିତ ରୁନୁ ର" l "ଆଜି ଆଉ ଏ ଅଲିଅଳ ଝିଅ ରୁନୁ ଏ ଦୁନିଆ ରେ ନାହିଁ" l "ଗତ କାଲି ସୋନପୁର ରାମ କୃଷ୍ନ ନଗର ର ଭଡ଼ା ଘରେ ରହୁଥିବା ତାର ଶ୍ବଶୁର ଘରେ ପ୍ରଚୁର ମାଡ଼ ଓ ନାନା ନିର୍ଯ୍ୟାତନା ପାଇ ଶେଷରେ ଜୀବନ ହାରିଛି ରୁନୁ" । ମେଡିକାଲ୍ ରେ ଡାକ୍ତର ରୁନୁ କୁ  ମୃତ ଘୋଷଣା କରିଛନ୍ତି l ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବ୍ରାହ୍ମଣୀ ଗାଁ ର ଦାମୋଦର ମିଶ୍ର ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା  ଯାଲୋଇ ଗାଁ ରେ ଉତ୍ତମ ପାଣିଗ୍ରାହୀ ଙ୍କ ପୁଅ ଲିଙ୍କନ ପାଣିଗ୍ରାହୀ ଙ୍କ ସହିତ ନିଜ ଝିଅ ରୁନୁ କୁ ବୈଦିକ ରୀତି ନିତି ରେ ଗତ  ୨୦-୦୪-୨୦୨୫ ରେ ବାହା ଘର କରିଥିଲେ l ପାଞ୍ଚ ଲକ୍ଷ ଟଙ୍କା ସହ ଟିଭି ଫ୍ରିଜ୍ କୁଲର ଇତ୍ୟାଦି ସମସ୍ତ ନିତ୍ଯ ବ୍ୟବହାର୍ଯ୍ୟ ଜିନିଷ ବର ଘର ପକ୍ଷରୁ ଯୈାତୁକ ଦାବି ହୋଇଥିଲା l ସେଇ ମୁତାବକ ଝିଅ ର ବାପା ସମସ୍ତ ସାମଗ୍ରୀ ସହ ୨୧-୦୪-୨୫ ତାରିଖ ଦିନ ସମସ୍ତ ସାମଗ୍ରୀ ଦାଖଲ କରିବା ସହ  ଫୋନ ପେ ରେ ଏକ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ l  ପରେ ୨୩-୦୪-୨୫ ତାରିଖରେ  ଝିଅ ର ବାପା ପୁଣି ୩ ଲକ୍ଷ ଟଙ୍କା ବର ଘର କୁଯାଇ ନଗଦ ଦେଇଥିଲେ ମଧ୍ୟ ଆଉ ଦୁଇ ଲକ୍ଷ ଟଙ୍କା ଦେବାକୁ ଅସମର୍ଥ ହୋଇଥିଲେ। ସେ ଦିନଠୁ କିନ୍ତୁ ଝିଅ ର ଭାଗ୍ୟ ରେ କଳାବାଦଲ ଘୋଟି ଆସିଥିଲା।  ବାହାଘର ର ଚାରି ଦିନ ପରେ ସ୍ଵାମୀ ଓ ଶାଶୂ ଠାରୁ ଆରଂଭ ହୋଇଥିଲା ଝିଅ ରୁନୁ ଉପରେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା l ଚରମ ସୀମା ରେ ପହଞ୍ଚିଲା ନିର୍ଯ୍ୟାତନା ଫଳ ସ୍ଵରୂପ ଗତ କାଲି ୧୭-୦୨- ୨୬ ରେ ଶାରିରୀକ ଯନ୍ତ୍ରଣା ରେ ଛଟପଟହୋଇ  ଆଠ ମାସ ର ଗର୍ଭବତୀ ଝିଅ ଗର୍ଭ ର ଥିବା ଛୁଆ ସହ ଶେଷରେ ପ୍ରାଣ ହରାଇଲେ l ଏ କଥା ଆଜି ସୋନପୁର ଥାନା ଆଗରେ କାନ୍ଦି କାନ୍ଦି ଝିଅ ରୁନୁ ର ବାପା ଦାମୋଦର ଓ ମାମୁଁ ବିଶ୍ବମ୍ବର ମିଡିଆ  ଆଗରେ ପ୍ରତିକ୍ରିୟା ରଖିଛନ୍ତି l ଅଭିଯୁକ୍ତ ସ୍ଵାମୀ ଲିଙ୍କନ ଙ୍କୁ ଗିରଫ କରିବା ସହ  ଶାଶୂ ଶାନ୍ତିଲତା କୁ ମଧ୍ୟ ଥାନା କୁ ଆଣି ତଦନ୍ତ ଜାରି ରଖିଛି l ଆସନ୍ତା କାଲି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ  କରାଯିବ ବୋଲି ଏସ ଡି ପି ଓ ରେଣୁକା ସୁନା ପ୍ରକାଶ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ   21-Aug-2026
  ଜିଲ୍ଲା  
ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   21-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ   21-Aug-2026
  ଜିଲ୍ଲା  
ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ   21-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   21-Aug-2026
  ଜିଲ୍ଲା  
ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   21-Aug-2026
  ଜିଲ୍ଲା  
କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   21-Aug-2026
  ଜିଲ୍ଲା  
ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   21-Aug-2026
  ଜିଲ୍ଲା  
ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   21-Aug-2026
  ଜିଲ୍ଲା  
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   21-Aug-2026
  ଜିଲ୍ଲା  
ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   21-Aug-2026
  ଜିଲ୍ଲା  
ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   20-Aug-2026

You Might Also Like