-+91-9937148622 |

prerana_bgr@rediffmail.com |

  Thursday 5th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ   (05-Mar-2026)       ||      *ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ହୋଲି ଉତ୍ସବ ଛିନା ଛକା ପାଳନ*- - *ଜିଲ୍ଲାପାଳ ଓ ପୋଲିସ ଅଫିସର ଗୀତ ଗାଇ ଲୋକ ଙ୍କ ମନ ଜିଣିଲେ*-   (05-Mar-2026)       ||      ଶନିଶ୍ଚରମହାଗ୍ରହ ମନ୍ଦିରର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ତରଭା ଅଞ୍ଚଳ    (05-Mar-2026)       ||      ବଲାଙ୍ଗୀର : କିଛି ଔଷଧ ବିତରକ ସଂସ୍ଥାରେ ନିମ୍ନମାନର ଏବଂ ସ୍ୱଳ୍ପ ଅବଧି ଥିବା ଔଷଧ ମହଜୁଦ    (04-Mar-2026)       ||      ରାଜାରାଜୁଡା ଅମଳର ଜଳାଶୟ ରାଣୀ ବନ୍ଧର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ବ୍ୟାପକ ଅଭିଯାନ, ସରକାରୀ ଅନୁଦାନର ସଠିକ ବିନିଯୋଗ ନହଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ରାଣୀ ବନ୍ଧ ସୁରକ୍ଷା କମିଟି   (04-Mar-2026)       ||      ହୋଲିରେ ଅଘଟଣ: ରଙ୍ଗ ଖେଳ ପରେ ଗାଧୋଇବାକୁ ଯାଇ ଯୁବକ ମୃତ୍ୟୁ   (04-Mar-2026)       ||      ହୃଦୟକୁ ହୃଦୟର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ    (04-Mar-2026)       ||      ଏକ ଭିନ୍ନ ଶିକ୍ଷକ   (04-Mar-2026)       ||      ବରପାଲି ରେ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଆଦ୍ୟ ଫଗୁଣ   (04-Mar-2026)       ||      *ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ରଙ୍ଗର ପର୍ବ ହୋଲି, ଜନସାଧାରଣ ଙ୍କ ସହ ହୋଲି ଖେଳିଲେ ଡାବୁଗାଁ ବିଧାୟକ*   (04-Mar-2026)       ||      କୁଶଙ୍ଗ ଦୋଳଯାତ୍ରା ଉଦ୍‌ଯାପିତ   (04-Mar-2026)       ||      କେବେ ସଜଡ଼ାଯିବ ବରୀ ମାଉଣ୍ଡ ହାଇମାଷ୍ଟ ଲାଇଟ   (04-Mar-2026)       ||      ତୃତୀୟ ସୁକତେଲ ମହୋତ୍ସବ ଉଦଯାପିତ♦️ "ଲୁପ୍ତ ପ୍ରାୟ ଲୋକ ଗୀତ ଓ ନୃତ୍ୟର ପୁନରୁଥାନର ଅନନ୍ୟ ମଞ୍ଚ"   (03-Mar-2026)       ||      ଗୋଛାପଡା ଥାନା ଅଞ୍ଚଳରେ ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ : ସମ୍ପୃକ୍ତ ଶିକ୍ଷକ ଥାନାରେ ଅଟକ    (03-Mar-2026)       ||      ପ୍ରସିଦ୍ଧ ଶୈବପୀଠରେ ମହାଜଳଶାୟୀ,ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ   (03-Mar-2026)       ||      ବନଜାତ ଦ୍ରବ୍ୟ ସଂଗ୍ରହ ଓ ବଜାରୀକରଣ ପାଇଁ ବ୍ୟବସାୟୀ ସମ୍ମିଳନୀ   (03-Mar-2026)       ||      ବି ଡି ଓ ସୁଶାନ୍ତ କୁମାର ରଣାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା   (03-Mar-2026)       ||      ଆକାଂକ୍ଷି ବ୍ଲକରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ   (03-Mar-2026)       ||      ରାୟଗଡ଼ା ବିକଶିତ ହେଲେହିଁ ଓଡ଼ିଶା ଓ ଭାରତ ବିକଶିତ ହେବ: କେବିକେ ସୁରକ୍ଷା ଓ ଉନ୍ନୟନ ପରିଷଦର ଜିଲ୍ଲା ବୈଠକ   (03-Mar-2026)       ||      କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଇସ୍ତଫା ଦାବୀରେ ଢ଼େଙ୍କାନାଳ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଦସ୍ତଖତ ଅଭିଯାନ   (03-Mar-2026)       ||     

HOME   ଜିଲ୍ଲା

ବନାଗ୍ନି ସଚେତନତା ଶିବିର, ଡି ଏଫ୍ ଓ ଦେଲେ ଗୁରୁ ମନ୍ତ୍ରଣା

17-Feb-2026



ନୂଆପଡ଼ା (ରାମନାଥ ପଣ୍ଡା )
 ବଣ ପାହାଡ ଘେରା ମାଓ ପ୍ରବଣ ତଥା ସମୁଦ୍ର ପତ୍ତନ ଠାରୁ ତିନି ହଜାର ଫୁଟ ଉଚ୍ଚରେ ଅବସ୍ଥିତ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ପାଟ  ଦର୍ହାର ଧୋବ ଘାଟ ଠାରେ ବନାଞ୍ଚଳସ୍ତରୀୟ ଜଙ୍ଗଲ ନିଆଁ ସଚେତନତା  ଶିବିର ଅନୁଷ୍ଠିତ ହୋଇଥିଲା । ଖରୀଆର ରେଞ୍ଜର ସୀତା ରାମ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ପ୍ରକୃତି ବନ୍ଧୁ, ପରିମଳ ମିତ୍ର ଓ ନୂଆପଡ଼ା ଜିଲ୍ଲାର ପ୍ରଥମ ସ୍ବଚ୍ଛତା ମିତ୍ର  ତଥା ୟାର ଅନୁଷ୍ଠାନ ସଭାପତି ମହେନ୍ଦ୍ର କୁମାର ଯୋଶୀ ମୁଖ୍ୟ ଅତିଥି,ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ଅର୍ଜନକାରୀ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ ମୁଖ୍ୟ ବକ୍ତା,ସମ୍ମାନିତ ଅତିଥି ରୂପେ ସମିତି ସଭ୍ୟ ଉପେନ୍ଦ୍ର ଚିନ୍ଦା ଓ ନାଏବ ସରପଂଚ ଘନଶ୍ୟାମ ମାଝୀ ଯୋଗଦାନ କରିଥିଲେ ।  ଏ ଯେ ୱାଇ ଟିମ୍ ଲିଡର ସୌମ୍ୟରଞ୍ଜନ ଯୋଷୀ ମଞ୍ଚ ପରିଚାଳନା କରିଥିଲେ । ସ୍ନାତକ ମହବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ସମସ୍ତ ଅତିଥି ଜଙ୍ଗଲରେ ନିଆଁ ନଲଗାଇବା ,ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା, ନିଆଁ ଲାଗିଥିବା ସ୍ଥାନକୁ କଞ୍ଚା ଡାଲପତ୍ର ସାହାଯ୍ୟରେ ଲିଭାଇବା ଉପରେ ସଚେତନ କରିଥିବା ବେଳେ ଡି ଏଫ୍ ଓ ଅଜିଜ ଖାନ ଅତୀତର ଜଙ୍ଗଲ ସମୂହ, ଆମ ପୂର୍ବ ପୁରୁଷଙ୍କ ଠାରୁ ପାଇଥିବା ଜ୍ଞାନ,ଜଙ୍ଗଲ ଆମର ବନ୍ଧୁ, ଉଭୟ ମାନବ ଓ ପ୍ରାଣୀ ପାଇଁ ଜଙ୍ଗଲର ଉପକାରିତା, ଭବିଷ୍ୟତ ପିଢ଼ି ପାଇଁ ଜଙ୍ଗଲର ଆବଶ୍ୟକତା,ପରିବେଶ ପ୍ରତି ବୃକ୍ଷ୍ ଲତାର ଜରୁରୀ, ନିଆଁ ପରିବର୍ତ୍ତେ ଝାଡୁ ମାରି ଶୁଖିଲା ପତ୍ର ସଫା କରିବା ଇତ୍ୟାଦି ଦିଗରେ ସଚେତନ କରିଥିଲେ । ପୁଣି ବନ ବିଭାଗ କର୍ମଚାରୀଙ୍କୁ ଏକାଠି କରି ନିୟମିତ ପେତ୍ରୋଲିଂ କରିବା, ଡ୍ରୋନ କ୍ୟାମେରା ସାହାଯ୍ୟରେ ତଥ୍ୟ ରଖିବା, ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରି ସାଧାରଣ ଲୋକଙ୍କୁ ସଚେତନ କରିବା ଭଳି ଅନେକ ଗୁରୁମନ୍ତ୍ର ପ୍ରଦାନ କରିବା ଦେଖିବାକୁ ମିଳିଥିଲା ।   କାର୍ଯ୍ଯକ୍ରମରେ  ଭି ଏସ ଏସ ସଭାପତି ଓ ସଦସ୍ୟ,ସ୍ଥାନୀୟ ଭଦ୍ରବ୍ଯକ୍ତି, ମହିଲା,ଛାତ୍ର ଛାତ୍ରୀ, ଗ୍ରାମବାସୀ  ଉପସ୍ଥିତ ରହି ଥିଲେ ।ବୋଡେନ ଫରେଷ୍ଟର ଖଗେଶ୍ବର ମାଝୀ, ପାଟଦରା ଫରେଷ୍ଟର ଘନଶ୍ୟାମ ଶବର, ଫରେଷ୍ଟ ଗାର୍ଡ ତରୁଣ ତେଜୀ,ବିଜୁଲ ରାଉତରାୟ, ଦେବରାଜ ତାଣ୍ଡି, ଦିଗବିଜୟ ମାଝୀ, ରାକେଶ ଦଣ୍ଡସେନା,ନନ୍ଦିନୀ ସୁନାନୀ ଫରେଷ୍ଟ ଗାର୍ଡ ଓ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ  ପରିଚାଳନାରେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ   05-Mar-2026
  ଜିଲ୍ଲା  
*ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ହୋଲି ଉତ୍ସବ ଛିନା ଛକା ପାଳନ*- - *ଜିଲ୍ଲାପାଳ ଓ ପୋଲିସ ଅଫିସର ଗୀତ ଗାଇ ଲୋକ ଙ୍କ ମନ ଜିଣିଲେ*-   05-Mar-2026
  ଜିଲ୍ଲା  
ଶନିଶ୍ଚରମହାଗ୍ରହ ମନ୍ଦିରର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ତରଭା ଅଞ୍ଚଳ   05-Mar-2026
  ଜିଲ୍ଲା  
ବଲାଙ୍ଗୀର : କିଛି ଔଷଧ ବିତରକ ସଂସ୍ଥାରେ ନିମ୍ନମାନର ଏବଂ ସ୍ୱଳ୍ପ ଅବଧି ଥିବା ଔଷଧ ମହଜୁଦ   04-Mar-2026
  ଜିଲ୍ଲା  
ରାଜାରାଜୁଡା ଅମଳର ଜଳାଶୟ ରାଣୀ ବନ୍ଧର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ବ୍ୟାପକ ଅଭିଯାନ, ସରକାରୀ ଅନୁଦାନର ସଠିକ ବିନିଯୋଗ ନହଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ରାଣୀ ବନ୍ଧ ସୁରକ୍ଷା କମିଟି   04-Mar-2026
  ଜିଲ୍ଲା  
ହୋଲିରେ ଅଘଟଣ: ରଙ୍ଗ ଖେଳ ପରେ ଗାଧୋଇବାକୁ ଯାଇ ଯୁବକ ମୃତ୍ୟୁ   04-Mar-2026
  ରାଜ୍ୟ  
ହୃଦୟକୁ ହୃଦୟର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ   04-Mar-2026
  ଜିଲ୍ଲା  
ଏକ ଭିନ୍ନ ଶିକ୍ଷକ   04-Mar-2026
  ଜିଲ୍ଲା  
ବରପାଲି ରେ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଆଦ୍ୟ ଫଗୁଣ   04-Mar-2026
  ଜିଲ୍ଲା  
*ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ରଙ୍ଗର ପର୍ବ ହୋଲି, ଜନସାଧାରଣ ଙ୍କ ସହ ହୋଲି ଖେଳିଲେ ଡାବୁଗାଁ ବିଧାୟକ*   04-Mar-2026
  ଜିଲ୍ଲା  
କୁଶଙ୍ଗ ଦୋଳଯାତ୍ରା ଉଦ୍‌ଯାପିତ   04-Mar-2026
  ଜିଲ୍ଲା  
କେବେ ସଜଡ଼ାଯିବ ବରୀ ମାଉଣ୍ଡ ହାଇମାଷ୍ଟ ଲାଇଟ   04-Mar-2026

You Might Also Like