-+91-9937148622 |

prerana_bgr@rediffmail.com |

  Sunday 23rd August 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||      ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ    (22-Aug-2026)       ||      ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ    (22-Aug-2026)       ||      ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   (22-Aug-2026)       ||      "ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   (22-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   (22-Aug-2026)       ||      ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଖଡ଼ିଆଳ ଓ ବୋଡ଼େନ ଗସ୍ତ .ଅକ୍ସିଜେନ ବ୍ୟାଙ୍କ ଓ ସାପ୍ତାହିକ ବଜାର ଉଦଘାଟନ .ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ   (22-Aug-2026)       ||      ଦଣ୍ଡ ମୁକ୍ତ ଅଂଚଳ ରେ ଶିକ୍ଷକ ଙ୍କ ମାଡ଼ରେ ନବମ ଶ୍ରେଣୀ ଜନଜାତି ଛାତ୍ରଙ୍କ ହାତ ପାପୁଲି ଫୁଲିଲା ,   (22-Aug-2026)       ||      ବିନିକା ବ୍ଲକ ବିଜେଡି ସଭାପତିଙ୍କ ମାତୃ ବିୟୋଗ   (22-Aug-2026)       ||      ଟ୍ରେନ ରୁ ଖସିପଡି ଦଣ୍ଡପାଟ ଅଞ୍ଚଳ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।   (22-Aug-2026)       ||      ମହାନଦୀ ବ୍ରିଜ ଉପରୁ ମହାନଦୀ ପାଣିକୁ ଡେଇଁ ୨ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ   (22-Aug-2026)       ||      ଖବର ଆଜିର   (22-Aug-2026)       ||      *ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   (22-Aug-2026)       ||      ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||      ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   (21-Aug-2026)       ||      କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ    (21-Aug-2026)       ||      ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ    (21-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   (21-Aug-2026)       ||      ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   (21-Aug-2026)       ||      କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   (21-Aug-2026)       ||     

HOME   ଜିଲ୍ଲା

ଦୁର୍ବଳ ପିଲାଙ୍କ ଚିହ୍ନଟ- ଶୈକ୍ଷିକ ସହାୟତା ସ୍ଥାପନ ପାଇଁ ସିଆରସିସି ତରଫରୁ ବିଦ୍ୟାଳୟ ପରିଦର୍ଶନ ଓ ଶିକ୍ଷା ସମୀକ୍ଷା

17-Feb-2026



ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର) ପାପଡା ହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ବିଦ୍ୟାଳୟ ପରିଦର୍ଶନ ଓ ସମୀକ୍ଷା କାର୍ଯ୍ୟକ୍ରମରେ ସେମଳା ଉଚ୍ଚ ବିଦ୍ୟାଳୟରେ ପିଲାମାନଙ୍କ   ଶ୍ରେଣୀକକ୍ଷର ଫଳାଫଳ, ଉପସ୍ଥାନ ତଥ୍ୟ, ପଢ଼ା-ଲେଖା ଓ ଗଣିତର ଦକ୍ଷତା ଆଧାରରେ ଶିଶୁମାନଙ୍କର ଶିକ୍ଷାଗତ ସ୍ତର ବିଶ୍ଳେଷଣ କରି ବିଶେଷ ସହାୟତା ଆବଶ୍ୟକ ଥିବା ପିଲାଙ୍କ ତାଲିକା ପ୍ରସ୍ତୁତ କରାଯାଏ। ପରବର୍ତ୍ତୀ ପଦକ୍ଷେପ ଭାବେ ପ୍ରତ୍ୟେକ ଶିଶୁ ପାଇଁ ବ୍ୟକ୍ତିଗତ ଶିକ୍ଷା ସହାୟତା ଯୋଜନା  ତିଆରି କରାଯାଇ, ତାହାର କାର୍ଯ୍ୟାନ୍ବୟନରେ ଶିକ୍ଷକମାନଙ୍କୁ ସକ୍ରିୟ ଭାବେ ସମ୍ମିଳିତ କରାଯାଏ।
ଶିକ୍ଷକମାନଙ୍କୁ ପାଠଦାନର ନବୀନ ପ୍ରଣାଳୀ, କ୍ରିୟାଶୀଳ ଶିକ୍ଷାଦାନ, ଶିଶୁ-କେନ୍ଦ୍ରିତ ଅଭିଗମ ଓ ନିରନ୍ତର ମୂଲ୍ୟାଙ୍କନ ପ୍ରଣାଳୀ ବିଷୟରେ ପରାମର୍ଶ ଓ ପ୍ରଶିକ୍ଷଣ ଦିଆଯାଏ। ସହାନୁଭୂତିଶୀଳ ବ୍ୟବହାର, ଉତ୍ସାହବର୍ଦ୍ଧନ ଓ ନିୟମିତ ପୁନରାବୃତ୍ତି ମାଧ୍ୟମରେ ପିଲାଙ୍କ ଆତ୍ମବିଶ୍ୱାସ ଓ ରୁଚି ବୃଦ୍ଧି ପାଇଁ ଜୋର ଦିଆଯାଏ। ଶ୍ରେଣୀକକ୍ଷରେ ଦଳୀୟ କାର୍ଯ୍ୟକଳାପ, ଖେଳାଧାରିତ ଶିକ୍ଷା ଓ ପ୍ରାୟୋଗିକ ଅଭ୍ୟାସ ମାଧ୍ୟମରେ ଶିକ୍ଷାକୁ ଆକର୍ଷଣୀୟ କରାଯାଏ।
ଏହା ସହିତ ବିଦ୍ୟାଳୟକୁ ନିୟମିତ ଭାବେ ଆସୁନଥିବା କିମ୍ବା ଡ୍ରପଅଉଟ୍‌ ହୋଇଥିବା ପିଲାଙ୍କ ତଥ୍ୟ ସଂଗ୍ରହ କରି ଅଭିଭାବକଙ୍କ ସହ ସଂଯୋଗ ସ୍ଥାପନ କରାଯାଏ। ଘରଭ୍ରମଣ, ସଚେତନତା ସଭା ଓ ସମାଜୀକ ଆଲୋଚନା ମାଧ୍ୟମରେ ଶିକ୍ଷାର ଗୁରୁତ୍ୱ ବିଷୟରେ ଜାଗୃତି ସୃଷ୍ଟି କରାଯାଏ। ଏହି ସମନ୍ୱିତ ଓ ସୁସଂଗଠିତ ପ୍ରୟାସ ମାଧ୍ୟମରେ ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷାର ମୂଳଧାରାରେ ଆନି, ସମାନ ଓ ଗୁଣତ୍ତମକ ଶିକ୍ଷା ସୁନିଶ୍ଚିତ କରିବା ସିଆରସିସିର ମୂଳ ଲକ୍ଷ୍ୟ।ସିଆରସିସି ତରଫରୁ ଦୁର୍ବଳ ପିଲାଙ୍କୁ ସୂକ୍ଷ୍ମ ଭାବେ ଚିହ୍ନଟ କରି, ସେମାନଙ୍କ ପାଇଁ ଶୈକ୍ଷିକ ସହାୟତା ପ୍ରଦାନ କରାଯାଏ। ଏହା ସହିତ, ଶିକ୍ଷକମାନଙ୍କୁ ପିଲାଙ୍କୁ ଭଲପିଲା, ଦଳଗତ ଓ ବ୍ୟକ୍ତିଗତ ଭାବେ ସମର୍ଥନ କରିବା, ଟିଏଲ ଏମ , ପ୍ରାୟୋଗିକ କ୍ଷେତ୍ରରେ ଶିକ୍ଷାଦାନ, ସହାୟତା ମାଧ୍ୟମରେ ଶିଶୁମାନଙ୍କର ଶିକ୍ଷା ସୁନିଶ୍ଚିତ କରିବା ପରାମର୍ଶ ଦିଆଯାଏ। ବିଦ୍ୟାଳୟକୁ ଆସୁନଥିବା କିମ୍ବା ଅନୁପସ୍ଥିତ ପିଲାଙ୍କ ସହ ଅଭିଭାବକଙ୍କ ସହ ସମ୍ପର୍କ ସ୍ଥାପନ କରାଯାଏ, ଯାହା ଉପସ୍ଥାନ ବୃଦ୍ଧି ଓ ପଢ଼ା-ଲେଖାର ଗୁଣବତ୍ତା ବଢାଏ। ସିଆରସିସି ଦ୍ୱାରା ଏହି ସମନ୍ୱିତ ପଦକ୍ଷେପ ଶିକ୍ଷକଙ୍କୁ ପିଲାମାନଙ୍କର ସମଗ୍ର ବିକାଶ ଓ ଶିକ୍ଷାର ମୂଳଧାରାରେ ଆଣିବାରେ ସାହାଯ୍ୟ କରେ। ସିଆରସିସି ର ନୂତନ ଚିନ୍ତାଧାରାକୁ ପ୍ରଧାନ ଶିକ୍ଷୟିତ୍ରୀ ବେହେରା ନିର୍ମଳ କୁମାର, ମିଳନ ଗହିର, କଳ୍ପନା ମାଝୀ, ଅପରାଜିତା ମଲ୍ଲିକ, ଝରଣା ବକ୍ସି, ରାଜେଶ୍ଵରୀ ଦାସ ,,ମନୋଜ ସାହୁ ପ୍ରମୁଖ ସହଯୋଗ ସହ ଏ ଭଳିକାର୍ଯ୍ୟ ଦ୍ବାରା ଶୈକ୍ଷିକ ବିକାଶ ସହ ଶିକ୍ଷାଦାନ ର ଅଗ୍ରଗତି ସମ୍ପର୍କରେ ମତ ଦେଇଥିଲେ!


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   22-Aug-2026
  ଜିଲ୍ଲା  
ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ   22-Aug-2026
  ଜିଲ୍ଲା  
ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ   22-Aug-2026
  ରାଜ୍ୟ  
ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   22-Aug-2026
  ଜିଲ୍ଲା  
"ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   22-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   22-Aug-2026
  ଜିଲ୍ଲା  
ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଖଡ଼ିଆଳ ଓ ବୋଡ଼େନ ଗସ୍ତ .ଅକ୍ସିଜେନ ବ୍ୟାଙ୍କ ଓ ସାପ୍ତାହିକ ବଜାର ଉଦଘାଟନ .ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ   22-Aug-2026
  ଜିଲ୍ଲା  
ଦଣ୍ଡ ମୁକ୍ତ ଅଂଚଳ ରେ ଶିକ୍ଷକ ଙ୍କ ମାଡ଼ରେ ନବମ ଶ୍ରେଣୀ ଜନଜାତି ଛାତ୍ରଙ୍କ ହାତ ପାପୁଲି ଫୁଲିଲା ,   22-Aug-2026
  ଜିଲ୍ଲା  
ବିନିକା ବ୍ଲକ ବିଜେଡି ସଭାପତିଙ୍କ ମାତୃ ବିୟୋଗ   22-Aug-2026
  ଜିଲ୍ଲା  
ଟ୍ରେନ ରୁ ଖସିପଡି ଦଣ୍ଡପାଟ ଅଞ୍ଚଳ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।   22-Aug-2026
  ଜିଲ୍ଲା  
ମହାନଦୀ ବ୍ରିଜ ଉପରୁ ମହାନଦୀ ପାଣିକୁ ଡେଇଁ ୨ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ   22-Aug-2026
  ଜିଲ୍ଲା  
ଖବର ଆଜିର   22-Aug-2026

You Might Also Like